Mun Tanka Upare Rage

ମୁଁ ତାଙ୍କ ଉପରେ ରାଗେ !

ମୋର କଥା କଥାକେ ରାଗିଯିବା, ଆଉ ସେ ମତେ କଳେଇନେଇ ବୁଝେଇବା… ମତେ ଭଲଲାଗେ । ଏବେ ପଚାରିବନି କାହିଁକି ରାଗେ । ସେ ଲଗାମଛଡ଼ା ହୋଇ ଗାଡ଼ି ଚଲେଇଲେ, ମୁଁ ତାଙ୍କ ଉପରେ ରାଗେ ! ବାରମ୍ବାର ତାଗିତ୍ କରି କହେ, “ହେଇ ! ଗାଡ଼ି ଧୀରେ ଚଲେଇବ ।” କିନ୍ତୁ ନା ରାସ୍ତାଟା ତାଙ୍କ ପାଇଁ ଆକାଶ ଆଉ ଗାଡ଼ିଟା ଗୋଟେ ଚଢ଼େଇ କ୍ଷୀପ୍ର ଗତିରେ ଉଡ଼ିବ ହିଁ ଉଡ଼ିବ । ସେ କ’ଣ ବୁଝନ୍ତି କି? ନ୍ୟୁଜରେ ଦୁର୍ଘଟଣାର ଚିତ୍ର ଦେଖି…

ଅଧିକ ପଢ଼ନ୍ତୁ
Odia Poem on Women Empowerment (ନାରୀ ସଶକ୍ତିକରଣ)

ନାରୀ ସଶକ୍ତିକରଣ

ଏକବିଂଶ ଶତାବ୍ଦୀରେ କରୁଛି ବିଳାପ ହିସାବ କରୁଛି ସେ ପୁଣ୍ୟ ଓ ପାପ ବୋହୁଛି ଲୁହ ତା’ର ଅଜସ୍ର, ଅମାପ । ମନ ହୋଇଛି କ୍ଷତାକ୍ତ ଦେହରୁ ବହୁଛି ରକ୍ତ ସତେ କ’ଣ ନାରୀ ସଶକ୍ତ । ଆଜି ବି ସେ ଖୋଜେ ପୁରୁଷର ସାହାରା ଏକା ଏକା ସତେ ଅବା ସେ ବେସାହାରା ପାଏନି ସେ କୂଳ କି କିନାରା । ଚନ୍ଦ୍ର ପୃଷ୍ଠରେ ପାଦ ଥାପିଛି ଲଢ଼ୁଆ ବିମାନେ ଦକ୍ଷତା ପ୍ରତିପାଦିତ କରିଛି ବୃନ୍ତର ଦୁଇ ପାଖୁଡ଼ା ସମ…

ଅଧିକ ପଢ଼ନ୍ତୁ

ନବରାତ୍ରୀ

ନିଜ ଭଉଣୀର ଭାଇଟିଏ ହୋଇ ସାଜ ତା’ ରକ୍ଷା କବଚ, ପର ଝିଅ ପାଇଁ କାହିଁକି କେଜାଣି ସାଜୁଛ ଯୌନ ପିଶାଚ? ନିରୀହ ଜୀବନ ସହ ଖେଳି କୁହ କି ଅବା ପାଉଛ ଖୁସି, ବିନା କାରଣରେ ଝିଅ ଆଖିବୁଜେ ବେକେ ଲାଗେଇକି ରସି । କ୍ୟାଣ୍ଡେଲ ଜଳାଇ ଷ୍ଟାଟସ ଦବାଟା ଆମ ଜନତାଙ୍କ କାମ, ଦୁଇ ତିନି ମାସ ଗଡ଼ିଗଲା ପରେ ଭୁଲିଯାଉ ତା’ର ନାମ । ସଭିଙ୍କ ମନରେ ପ୍ରତିବାଦ ସ୍ୱର ଭର ମା’ଗୋ ଜଗଦ୍ଧାତ୍ରୀ, ପାପ…

ଅଧିକ ପଢ଼ନ୍ତୁ
Devi

ଦେବୀ

ଧନ୍ ଲୋଡ଼ା ହେଲେ ପୁଜନ୍ତି ସଭିଏଁ ମହାଲକ୍ଷ୍ମୀ ନାମ ସୁମରି କର୍ମ ଅନୁସାରେ ଦିଅନ୍ତି ଯେ ଫଳ ସଭିଙ୍କୁ ଆପଣା କରି । ଦୁଃଖି ରଙ୍କି ତଥା ସମସ୍ତଙ୍କୁ ସିଏ କରନ୍ତି ଆଦର ଅତି ଧନ ଦେଇ ସତେ ଲକ୍ଷ୍ମୀ ଠାକୁରାଣୀ ଉଦ୍ଧାରନ୍ତି ନର ଜାତି । ବିଦ୍ୟାର ଦେବୀ ଯେ ଅଟନ୍ତି ମାତା ସରସ୍ୱତୀ ମହାମାୟୀ ସମସ୍ତଙ୍କ କଣ୍ଠେ ସଦା ବିରାଜିତ ସବୁରି ହୃଦୟେ ରହି । ଆଲୋକର ପଥ ଦେଖାନ୍ତି ଯେ ମାତା ଜ୍ଞାନର ଭଣ୍ଡାର ଭରି ସତ୍…

ଅଧିକ ପଢ଼ନ୍ତୁ
Tutha Patharata Kanduchi

ତୁଠ ପଥରଟା କାନ୍ଦୁଛି

ଆଛା, ଜାଣିଛ ନା, ତୁମ ଗାଁ ପୋଖରୀ ତୁଠରେ ତୁଠ ପଥରଟା କାନ୍ଦୁଛି…॥ କାନ୍ଦିବ ନାହିଁ କେମିତି ଯେ, ତୁମେ ଚାଲିଯିବ କାହାର ସାଧବବୋହୂ ହୋଇ ତା’ଠାରୁ ବହୁ ଦୂରକୁ…॥ ସବୁକିଛି ଛାଡ଼ିଦେଇ ଚାଲିଯିବ କେଉଁ ଏକ ଅଜଣା ଗାଆଁକୁ ଗୋଟେ ବିଦେଶୀର ହାତ ଧରି…॥ ପାଇବନି ବୋଲି ତୁମ ପାଦ ସ୍ପର୍ଶ ଏବେଠୁ ଗୁମୁରି ଗୁମୁରି କାନ୍ଦୁଛି ଝୁରିହେଉଚି ସେ ସବୁ ସମୟ ଯାହା କାଟୁଥିଲା ସେ ସବୁ ଦିନ ତୁମ ସହ ଅନ୍ତରଙ୍ଗର କିଛି…

ଅଧିକ ପଢ଼ନ୍ତୁ