Odia Poem Jagannath Premika (ଜଗନ୍ନାଥ ପ୍ରେମିକା) by Bidyut Parnna Karan

ଜଗନ୍ନାଥ ପ୍ରେମିକା

ସଖା ତୁମ ପ୍ରେମନିଶାରେ ମୁଁ ଏମିତି ଭିଜୁଛି । ମତେ ତୁମ ଛଡ଼ା କିଛି ଦିଶୁ ନାହିଁ ଯେମିତି, କି ଗୁଣୀ କରିଛ କହି ଦିଅ ତୁମେ ସଖା ତୁମ ବିନା ଏ ଜୀବନ ଲାଗେ ଫିକା ଫିକା, ତୁମକୁ ପାଇବାର ଆଶାରେ କାହିଁ କେବେଠାରୁ ଅପେକ୍ଷାକୃତ ତୁମ ପ୍ରେମିକା । ଦୁନିଆ ପାଇଁ ତୁମ ମହାପ୍ରଭୁ ହୁଅ, ମୋ ପାଇଁ ତୁମେ ସଖା । ଆଜିବି ତୁମ ଅପେକ୍ଷାରେ ତୁମର ଏ ପ୍ରେମିକା…!!! – ବିଦ୍ୟୁତପର୍ଣ୍ଣା କରଣ

ଅଧିକ ପଢ଼ନ୍ତୁ
Odia Short Story College Gate (କଲେଜ୍ ଗେଟ୍) by Kalyana Kaushik Dash

କଲେଜ୍ ଗେଟ୍

ସେଦିନ ସକାଳୁ ସକାଳୁ ନିତଦିନ ପରି ଦିନଚର୍ଯ୍ୟା ପୂର୍ବରୁ ତାକୁ ଦେଖା କରିବାର ଲାଳସାରେ ଶୀଘ୍ର ଗାଧୋଇ ପଡ଼ି ବାହାରିଲି କଲେଜ ଗେଟ୍ ପାଖକୁ, ସାଙ୍ଗମାନଙ୍କ ସହିତ ଖଟି ଚାଲୁଥାଏ କିନ୍ତୁ ନଜର ଖୋଜୁ ଥାଏ ତା’ର ପ୍ରଥମ ଝଲକ୍‌ର ଝାପସାରେ ଆଖି ପଖାଳିବା ପାଇଁ… କିନ୍ତୁ ଏ କ’ଣ??? ଗୋଟେ ପରେ ଗୋଟେ କଲେଜ ବସ୍ ଧସେଇ ଆସିଲା, ହେଲେ ସେ କାଇଁ?? ସେଦିନ ତା’ ବସ୍ ଟିକେ ଡେରିକରି ଆସିଲା ! ବସ୍‌ର କାଚ ଝରକାରେ…

ଅଧିକ ପଢ଼ନ୍ତୁ
Odia Poem Pranaya Ingita (ପ୍ରଣୟ-ଇଙ୍ଗିତ) by Chittaranjan Barik

ପ୍ରଣୟ-ଇଙ୍ଗିତ

ରାତି ନିରବତା ଭାଙ୍ଗି ଖେଳୁଥିବ, ଧକ୍ ଧକ୍ ସେଇ ଶବ୍ଦ । ପ୍ରୀତିର ଧାରେ ସ୍ପନ୍ଦନ ସିଏ, ଦୁଇ ହୃଦୟରୁ ଲବ୍ଧ ॥ ସ୍ୱପ୍ନିଳ ତୁମ ମୁଖ ଦର୍ପଣେ, ଖୋଜୁଥିବି ମୋର ଚିତ୍ର । ବିଘ୍ନ ଢାଙ୍କୁଥିବ କୁନ୍ତଳ ତୁମ, ହୋଇ ବନ୍ଧନ ମୁକ୍ତ ॥ କେବେ ଦେଉଥିବ ଇଙ୍ଗିତ ସିଏ, କେବେ ହେଉଥିବ ଶ୍ରାନ୍ତ । ଶାନ୍ତ ନିରୀହ ନୟନ ଦ୍ୱୟ, ଭିନ୍ନ ନିଶାରେ ମତ ॥ ଚିବୁକ ଅଧରେ ପ୍ରେମର ଝଲକ, ସ୍ପଷ୍ଟ ହେଉଥିବ ବାରି । ଚିବୁକେ ଚୁମ୍ବନ…

ଅଧିକ ପଢ଼ନ୍ତୁ
Anubhutire Kalia Saanta (ଅନୁଭୂତିରେ କାଳିଆ ସାଆନ୍ତ) by Sadananda Panigrahi

ଅନୁଭୂତିରେ କାଳିଆ ସାଆନ୍ତ

ଏହି ଅଳ୍ପଦିନ ତଳେ ମୁଁ ଏବେଂ ମୋର ଜନେ ବନ୍ଧୁ ଏକ ସାହିତ୍ୟ ସଭାରେ ଯୋଗଦାନ ଦେବାକୁ ଯିବାକୁ ଥାଏ । କାହିଁକି କେଜାଣି ଚିନ୍ତାକଲି ଆଗଦିନ ପୁରୀ ଯାଇ ରାତି ରହଣୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ । ପରଦିନ ସକାଳେ ଆସି କଟକରେ ସାହିତ୍ୟ ସଭାରେ ଯୋଗ ଦେବାକୁ ହେବ । ସପ୍ତାହ ଆଗରୁ ଯୋଜନା ମୁତାବକ ଟିକଟ ହେଇଗଲା ରେଳଯୋଗେ ଯାତ୍ରା ପାଇଁ । ବୋଧହୁଏ ପ୍ରଭୁଙ୍କର ଆମ ଉପରେ ଅହେତୁକ କୃପା ଥିଲା ତେଣୁ ଟିକଟ ସମ୍ଭବ…

ଅଧିକ ପଢ଼ନ୍ତୁ
Odia Poem Rashmirekha (ରଶ୍ମିରେଖା) by Haripada Parida

ରଶ୍ମିରେଖା

ରଶ୍ମିରେଖା ରଶ୍ମିରେଖା ମୋ ଫୁଲେଇ ରଶ୍ମିରେଖା ତୁମ ବିନା କଲେଜ କ୍ୟାମ୍ପସ ଲାଗେ ଫିକା ଫିକା କ୍ଲାସରୁମ୍ ଚାରିକାନ୍ଥେ ତୁମ ନାଁ ଲେଖା ତୁମକୁ ନ ଦେଖିଲେ ଲାଗେ ମୋତେ ଏକା ଏକା କାନେ ନାହିଁ କାନ ଫୁଲ ନାହିଁ ଗୋଟେ ଝୁମୁକା ତଥାପି ଜହ୍ନ ପରି ଦିଶେ ମୋ ପ୍ରିୟା ରଶ୍ମିରେଖା କେଶ ତା’ର ଶ୍ରାବଣର ଭସାମେଘ ସତେକି ମୟୂର ପୁଚ୍ଛିକା ଓଠ ତା’ର ସତେ ଯେମିତି କେଉଁ ସାଗରର ଶାମୁକା ॥ ଏଇ ମୋ…

ଅଧିକ ପଢ଼ନ୍ତୁ