
୫୮ଶ ସଂସ୍କରଣ
୨୦୨୪ ମସିହାର ନବବର୍ଷରେ ଶୁଭପଲ୍ଲବର ୫୮ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୦ ଗୋଟି ଆଲେଖ୍ୟ ପ୍ରକାଶିତ ହୋଇଥିଲା ।
୨୦୨୪ ମସିହାର ନବବର୍ଷରେ ଶୁଭପଲ୍ଲବର ୫୮ଶ ସଂସ୍କରଣ ପ୍ରକାଶ ପାଇଥିଲା । ୨୪ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୦ ଗୋଟି ଆଲେଖ୍ୟ ପ୍ରକାଶିତ ହୋଇଥିଲା ।
ଜ୍ୟେଷ୍ଠ ସନ୍ତାନର ମଙ୍ଗଳ ପାଇଁ ଅଷ୍ଟମୀ ଆସିଛି ଆନନ୍ଦ ନେଇ ॥ ମାର୍ଗଶିର କୃଷ୍ଣ ଅଷ୍ଟମୀ ତିଥି ଷଠି ଦେବୀ ପୂଜା ଦୃଦେ ଭକତି ॥ କରେ ପରିଧାନ ନୂଆଁ ବସନ ହରଷ ଚିତ୍ତରେ ଜ୍ୟେଷ୍ଠ ସନ୍ତାନ ॥ ବସି ସୁଆସନେ ଆନନ୍ଦ ମନେ ବନ୍ଦାପନା ବିଧି ହୁଏ ବିଧାନେ ॥ ମାମୁଁ ଘରୁ ଆସେ ଏଣ୍ଡୁରି ଭାର ପରମ୍ପରା ଆମ ଭାରି ସୁନ୍ଦର ॥ ଜ୍ୟେଷ୍ଠ ସନ୍ତାନର ଉଚ୍ଛିନ୍ନ ମନ ସଜେଇ ହୁଏ ସେ ଟିପି…
ଦିନେ ଦେଖିଥିଲେ ସ୍ୱପ୍ନ ଓଡ଼ିଶାର ଭୋକିଲା ପେଟରେ ସୁରି, କରିଲେ ବି ସତ ସ୍ୱପ୍ନ ତାଙ୍କର ଆପ୍ରାଣ ଉଦ୍ୟମ କରି । ଖଣ୍ଡ ଖଣ୍ଡ ହୋଇ ଓଡ଼ିଶା ଯେ ଥିଲା କ୍ଷତ ବିକ୍ଷତ ସାଜି, ଆଣିଲେ ଫେରାଇ ସ୍ୱପ୍ନ ସତ କରି ଗର୍ବ ଗୌରବ ରାଜି । ଭାବିଥିଲେ ସିଏ ଉତ୍ତରଦାୟାଦ ନେବେ ଓଡ଼ିଶାକୁ ବହୁ ଦୂର, ଜାଣି ତ ନଥିଲେ ମାଙ୍କଡ଼ ହାତରେ ଦିଅଁ ଧରେଇବା ଅର୍ଥ ତା’ର । ଓଡ଼ିଆ କାଟୁଛି ଓଡ଼ିଶାକୁ ଆଜି ରାଜନୀତି ଛୁରୀ ଧରି,…
‘ଅନୁଭବର ଇସ୍ତାହାର’, କବୟତ୍ରୀ ଶ୍ରୀମତୀ ଅନସୂୟା ପଣ୍ଡାଙ୍କର ଦ୍ଵିତୀୟ କବିତା ସଂକଳନ ଯେଉଁଥିରେ ସ୍ଥାନ ପାଇଛି ତାଙ୍କ କଲମରୁ ୬୩ଟି କବିତା । ଏହିସବୁ କବିତା ଗୁଡ଼ିକ ପୂର୍ବରୁ ବିଭିନ୍ନ ପତ୍ର ପତ୍ରିକାରେ ତଥା ଖବର କାଗଜରେ ପ୍ରକାଶିତ ହୋଇ ବେଶ୍ ଆଦୃତ ହୋଇସାରିଛି । ବିଗତ କୋଡ଼ିଏ ବର୍ଷ ଧରି ତାଙ୍କ ଲେଖନୀରୁ ନିସୃତ ଅନୁଭବ ପୁଷ୍ପର ମାଳା ହୋଇଛି ଏହି ସଂକଳନଟି । ତାଙ୍କ ଚିନ୍ତା, ଚେତନା, ଚିନ୍ତନ, ମନନ, ଅବଗାହନ ଓ ଅନୁସନ୍ଧାନ ଭିତରୁ ନୂତନ କାବ୍ୟିକ…
ତୁମେ ପୁରୁଣା ମଦିରା ନିଶା ମୁଁ ନିଦାଘେ ଅସରା ବର୍ଷା… ତୁମେ ପୂର୍ଣ୍ଣିମାର ଜହ୍ନ ରାତି ମୁଁ ତୁମ କବିତାର ଶେଷ ପଂକ୍ତି… ରାଜଧାନୀ ତୁମେ ମୁଁ ଯେ ନିର୍ଜନ ସହର ତୁମେ ରଡ଼ ନିଆଁ ମୁଁ ବରଫ ଚାଦର… ମୁଁ ଦଦରା ନଉକା ତୁମେ ନଦୀ ଚିରସ୍ରୋତା ତୁମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ମୋତେ ବର୍ଣ୍ଣାନ୍ଧତା… ତୁମେ ତାଜମହଲ କାହା ସ୍ମୃତିର ମୁଁ ବୃଦ୍ଧ ଶିଳ୍ପୀ ଭଗ୍ନ କୋଣାର୍କର ତୁମେ ମତୁଆଲି କୃଷ୍ଣଚୂଡ଼ାର ହସ ମୁଁ ଝରାଫୁଲ…