He Mora Dura Sudurara Nisthura Bandhu

ହେ ମୋର ଦୂର ସୁଦୂରର ଅତିପ୍ରିୟ ନିଷ୍ଠୁର ବନ୍ଧୁ

ମୋ ଜୀବନର ଏଇ ଚଲା ପଥରେ ତୁମେ ମୋତେ ତୁମଠୁ ଯେତେ ଦୂରରେ ରଖିଥିଲେ ମଧ୍ୟ, ମୁଁ ମୋର ହୃଦୟର ପ୍ରତିଟି କୋଣରେ ତୁମକୁ ସାଇତି ରଖିଛି । କ’ଣ ମୁଁ ଏହିପରି ତୁମରି ସ୍ମୃତିରେ କଣ୍ଟକିତ ଶର ଶଯ୍ୟାରେ, ମୋ ଜୀବନକୁ ଅତିବାହିତ କରୁଥିବି? କେତେ ଦିନ ଏପରି ହୃଦୟରେ ଅନେକ କଷ୍ଟ ଧରି, ଏ ଅସ୍ଥିର ସମାଜ ସାମ୍ନାରେ, ଛଦ୍ମବେଶୀ ଏ ହସର ମୁଖାଟାକୁ ପିନ୍ଧି ବୁଲୁଥିବି? “ମହାପ୍ରଭୁ” ଏମିତି କେତେ ବଡ଼ ଭୁଲ କରିଦେଇଛି…

ଅଧିକ ପଢ଼ନ୍ତୁ
Odia Poem Pakhala (ପଖାଳ) by Rudra Narayan Sahoo

ପଖାଳ

ପଖାଳ ଦିବସ ବିଂଶ ମାର୍ଚ୍ଚ ମାସ ସବୁ ବର୍ଷ ନିର୍ଧାରିତ ଓଡ଼ିଆଙ୍କ ଘରେ ସବୁଠୁ ଶୀର୍ଷରେ ଅନ୍ୟ ପର୍ବ ପେକ୍ଷାକୃତ ॥ ପଖାଳ ଭୋଜନ ବହୁ ପୁରାତନ ଶ୍ରୀମନ୍ଦିରୁ ଆରମ୍ଭିଲା ବଡ଼ ଠାକୁରଙ୍କ ଭୋଗରୁ ଏକକ ଓଡ଼ିଆଙ୍କ ପ୍ରିୟ ହେଲା ॥ ଓଡ଼ିଶାରୁ ଜାତ ମୋ ପଖାଳ ଭାତ ଭାବ ବୁଝନ୍ତି ଓଡ଼ିଆ ଜଣା ପଖାଳକୁ ଅଣଓଡ଼ିଆଙ୍କୁ ଭୁଞ୍ଜିଲେ ଲାଗେ ଅଡ଼ୁଆ ॥ ରନ୍ଧା ଭାତେ ଜଳ ନାମରେ ପଖାଳ ଘରେ ଘରେ ପରିଚିତ ଭୁଜନ୍ତି ଖୁସିରେ…

ଅଧିକ ପଢ଼ନ୍ତୁ
Jaya Shiba Sankara by Mamta Sahu

ଜୟ ଶିବ ଶଙ୍କର

ଜୟ ଶିବ ଶଙ୍କର ହେ ଜୟ ଉମାପତି ତୁମ ପାଦ ସ୍ମରଣରେ ଯାଉ ଦିନବିତି । ଜୟ ଜଟାଧାରି ପ୍ରଭୁ ଜଗତ ତାରଣ ଭକତ ଜନଙ୍କ ଦୁଃଖ ନିବାର ବହନ । ଜୟ ମହାଦେବ ନାଥ ଅନଳ ନୟନ ଶ୍ମଶାନ ବିହାରି ଶିବଶମ୍ଭୁ ତ୍ରିଲୋଚନ । ଜୟ ଭୁତନାଥ ଦେବ ଅନଳ ନୟନ ଏ ସାରା ବିଶ୍ଵକୁ ପ୍ରଭୁ କରିଛ ନିର୍ମାଣ । ଜୟ ପଞ୍ଚାନନ ନାଥ ଜୟ ଦିଗାମ୍ବର ପରମ ପୂରୁଷ ଅଟ ଯୋଗି ଯୋଗେଶ୍ୱର । ତ୍ରିପୁରାରି ଶୂଳଧାରି ମହିମା ଅପାର…

ଅଧିକ ପଢ଼ନ୍ତୁ