Odia Story Chkuli Pitha (ଚକୁଳି ପିଠା) by Sasmita Pradhan

ଚକୁଳି ପିଠା

ସକାଳୁ ସକାଳୁ ଘଷର ଘଷର କରି ଶିଳରେ ତିନ୍ତା ହୋଇ ଥିବା ଅରୁଆ ଚାଉଳ, ବିରିକୁ ବାଟି ରୁକୁଣା ବୁଢ଼ୀ ଚକୁଳି ଆଣ ତିଆରି କରିଛି । ଆଜି ପରା ତା’ ଏକୋଇର ବଳା ବିଶିକେଶନ ମନୁଆର ଜନମ ଦିନ । ଗାଁ ଠାକୁରାଣୀଙ୍କୁ ମାର୍ଜନା ଦେଇଛି ଆଣ୍ଠେଇ ଦଣ୍ଡବତ କରି ପୁଅ ପାଇଁ ଶୁଭ ମନାସିଛି, ମାଲୋ… ମୋ ମନୁଆକୁ ତୋ’ ଘଣ୍ଟ ଘୋଡ଼େଇ, ତୋ’ ପଣତ ତଳେ ରଖିଥିବୁ, ବିପଦେ ଆପଦେ ସାହା ହେବୁ । ମୁଁ କିଛି…

ଅଧିକ ପଢ଼ନ୍ତୁ
Odia Story Story Chakuli (ଚକୁଳି) by Sagarika Pattanaik

ଚକୁଳି

ଜନ୍ମଦିନ ଥିଲେ ମା’ ଚକୁଳି କରେ । ପୃଥିବୀ ପରି ଗୋଲ । ସାଙ୍ଗରେ ଖୀରି, ଡାଲମା ଆଉ କେତେ କ’ଣ । ନୂଆ ଡ୍ରେସ ପିନ୍ଧି ପାଦ ତଳେ ଲାଗେନି । ବଡ଼ବଡୁଆଁଙ୍କ ପାଖରେ ଭୋଗ ହେବା ପରେ ମା’ ବାଢ଼ିଦିଏ ଗରମଗରମ । ମୁଁ ଚଟକରି ଥାଳିରୁ ଉଠାଇ ମା’ ଆଡ଼କୁ ଅନାଏ । ତା’ର କୁନି କୁନି କଣା ବାଟେ ମୋ’ ପୃଥିବୀକୁ ଦେଖିବାକୁ ଚାହେଁ । ହେଲେ ପାରେନା । ରାଗ ଲାଗେ । ତଥାପି ବାରବାର ମୁଁ ସେମିତି କରେ ଜନ୍ମଦିନରେ । ମୋତେ…

ଅଧିକ ପଢ଼ନ୍ତୁ
Odia Story Sakala (ସକାଳ) by Manas Ranjan Nayak

ସକାଳ

ଦୂର ଦିଗବଳୟରେ ନୂତନତ୍ୱର ଏକ ଉଦ୍ଭାସିତ ଅଭିସ୍ଫୁରଣ । ପ୍ରାରବ୍ଧରୁ ଜନମାନସରେ ଏକ ତାତ୍ତ୍ୱିକ ଏବଂ ବୈଜ୍ଞାନିକ ପ୍ରେରଣାର ଉତ୍ସ । ଆବର୍ତ୍ତନର ଚରକା ଦୋଳିରେ ମନ୍ଦ ପରେ ଭଲ, ଦୁଃଖ ପରେ ସୁଖ, ବିଶାଦ ପରେ ଉନ୍ମାଦନା ପରି ଅନ୍ଧାର ପରେ ଆଲୋକର ସଂଭାର ନେଇ ଆସେ ଏହି ସକାଳ । ବିସ୍ମୟକର ସୃଷ୍ଟିରେ ଜୀବ ଓ ଉଦ୍ଭିଦ ଜଗତର ପ୍ରାଣର ଉତ୍ସ ହୁଏ ସକାଳର ଏହି ଅମୃତମୟ ଆଲୋକ । ପକ୍ଷୀଙ୍କର କାକଳି, କାରଖାନା ସାଇରନର ଶଂଖ ଧ୍ୱଂନି ସହିତ…

ଅଧିକ ପଢ଼ନ୍ତୁ
Odia Poem Mote Laugchhi (ମୋତେ ଲାଗୁଛି) by Surya Prakash

ମୋତେ ଲାଗୁଛି…

ମୁଁ ହାରିଯିବାକୁ ବସିଛି । ଲାଗୁଚି ହାରିଗଲି ବୋଧେ ! ଟଣା ଓଟରା ଜୀବନରେ ଛନ୍ଦି ହେଇ ଅଣନିଶ୍ୱାସୀ ଲାଗୁଛି । ନାହିଁ କାହାର ସାହାରା । ସବୁଆଡ଼େ ଆଶାର ନଦୀ । ଯୋଉଠି କୂଳ ବୋଲି ଭାବୁଛି ସେଠି ଆଉ ଗୋଟେ ଦରିଆ । ବହୁତ ପହଁରିଚାଲିଛି । ଥକିଗଲା ଭଳି ଲାଗୁଛି । ସତରେ କ’ଣ ଏ ସ୍ରୋତରେ ମୁଁ ଭାସିଯିବି !! ଆଉ ଭାସିଯିବ ମୋ ସବୁତକ ସ୍ୱପ୍ନ, ଯେଉଁସବୁ ସାଉଁଟିଥିଲି ମୋ ଯୌବନର ପ୍ରଥମାଅର୍ଦ୍ଧରେ !? ମେଞ୍ଚା ମେଞ୍ଚା ଅନ୍ଧାରୁଆ ମୁହୂର୍ତ୍ତଗୁଡ଼ାକୁ ପଛରେ ଛାଡ଼ି ଦଉଡ଼ିବାକୁ…

ଅଧିକ ପଢ଼ନ୍ତୁ
Odia Story Dana (ଦାନ) by Abinash Mahakul

ଦାନ

ଘର ପାଖରେ ଥିବା ସାଇ ମନ୍ଦିରକୁ ପ୍ରତି ଗୁରୁବାର ଯିବା ମହାନ୍ତି ବାବୁଙ୍କର ନିତିଦିନିଆ ଅଭ୍ୟାସରେ ପରିଣତ ହେଇସାରିଥିଲା । ସେଦିନ ଗୁରୁପୂର୍ଣ୍ଣମୀରେ ସାଇମନ୍ଦିରରେ ସକାଳୁ ସକାଳୁ ଜନଗହଳି ହୋଇ ସାରିଥାଏ । ଅଫିସ ଯିବା ପୂର୍ବରୁ ମହାନ୍ତି ବାବୁ ସକାଳୁ ଗାଧେଇ ତରତରରେ ସାଇ ମନ୍ଦିରକୁ ଯାଉଥାନ୍ତି । ମନ୍ଦିରର ପାହାଚ ଚଢ଼ୁ ଚଢ଼ୁ ଜଣେ ବୃଦ୍ଧ ଭିକାରୀ ମହାନ୍ତି ବାବୁଙ୍କୁ କାକୁତି ମିନତୀ ହୋଇ ଭିକ୍ଷା ଆଶା କରୁଥିଲା । ମହାନ୍ତି ବାବୁ ଭିକାରୀଟିକୁ ନାନା ଭତ୍ସନା କରି ସକାଳୁ…

ଅଧିକ ପଢ଼ନ୍ତୁ