Odia Story Barbad (ବରବାଦ୍) by Dr. Rashmi Ranjan Sahoo

ବରବାଦ୍

ରାତି ଆଠଟା ବାଜିଲାଣି, ଅଥଚ ଏଯାଏଁ ରମେଶ ଅଫିସ୍‌ରୁ ଆସିଲେ ନାହିଁ, ଏଇ କଥା ଭାବୁ ଭାବୁ କଲିଙ୍ଗ୍ ବେଲଟି ବାଜିଲା ଉଠିଲା । କବାଟ ଖୋଲିଲା ଗୀତା, ରମେଶର କ୍ଳାନ୍ତ ଚେହେରାଟି ପୁରା କଳାକାଠ ପଡ଼ି ଶୁଖିଲା ଶୁଖିଲା ଦିଶୁଥିଲା । ରମେଶ ଘରେ ପଶୁ ପଶୁ ଘର ଭିତରର ନୀରବତା ଶୁଣି ଓ ଗୀତାର ଚେହେରା ଦେଖି ଜାଣିନେଲେ ଘରେ ଛୁଆମାନେ କିଛି ଗୋଟେ ମହାକାଣ୍ଡ କରିଛନ୍ତି । ଜାଣିଶୁଣି ଗୀତାକୁ କିଛି ନ ପଚାରି ବାଥ୍‌ରୁମ୍ ଚାଲିଗଲେ…

ଅଧିକ ପଢ଼ନ୍ତୁ
Odia story Apadartha (ଅପଦାର୍ଥ) by Sudhanshu Diwedi

ଅପଦାର୍ଥ

ଯେତେବେଳେ ମଣିଷର କିଛି ପିଲା ନହୁଅନ୍ତି ସେ କ’ଣ ନାଇଁ କ’ଣ କରିବସେ । ପ୍ରଥମେ ନିଜେ ଓ ନିଜ ସ୍ତ୍ରୀର ଚିକିତ୍ସକୀୟ ପରୀକ୍ଷା କରେ । ସେଥିରେ କୌଣସି ଅପ୍ରୀତିକର ପରିସ୍ଥିତି ବାହାରିଲେ ନିରାଶା ହୋଇ ଅନ୍ୟ ଉପାୟ ଲୋଡ଼େ । ବନ୍ଧୁ, ପରିଜନ, ସାଇ, ପଡ଼ୋଶୀ ଉପଦେଶ ଦେଇ କହନ୍ତି, “ଅମୁକ ମନ୍ଦିରକୁ ଯାଅ, ପୂଜା ଅର୍ଚ୍ଚନା କର, ନିଶ୍ଚୟ ପିଲା ହେବ ।” କେହି କେହି କେତେକ ମନ୍ତ୍ର ଉଚ୍ଚାରଣ କରିବାକୁ ମଧ୍ୟ ଉପଦେଶ ଦିଅନ୍ତି । ଶଶାଙ୍କ ଓ…

ଅଧିକ ପଢ଼ନ୍ତୁ
Odia Story Swapna (ସ୍ୱପ୍ନ) Ashish Kumar Swain

ସ୍ୱପ୍ନ

ଆସେ ! ଆସେ ! ଆସେ ! ସେ ଚୁପି ଚୁପି ହୋଇ ମୋ ପାଖକୁ ଆସେ । କେତେବେଳେ ସୁପ୍ତ ଅବସ୍ଥାରେ ତ ପୁଣି କେତେବେଳେ ଜାଗ୍ରତ ଅବସ୍ଥାରେ । ଆସି ମୋତେ ତା’ ମାୟାରେ ପ୍ରଲୋଭିତ କରି ତା’ ଆୟତ୍ତକୁ ନେଇଯାଏ । ମୁଁ ବିଚରା ତା’ ମାୟା ଜାଲରେ ଛନ୍ଦି ହୋଇଯାଏ । ସେ କିନ୍ତୁ ପ୍ରତ୍ୟେକ ଦିନ ଆସିବା ପ୍ରକ୍ରିୟା ଚାଲୁରଖିଥାଏ । କିଛି ଆଶା ଆକାଂକ୍ଷା ମହତ୍ତ୍ୱ ଲକ୍ଷ୍ୟକୁ ନେଇ । ସେହି ଲକ୍ଷ୍ୟ ସାଧନକୁ ସାକାର କରିବା ପାଇଁ ମାଡ଼ି ଆସେ…

ଅଧିକ ପଢ଼ନ୍ତୁ
Odia Short Story Apatti (ଆପତ୍ତି) by Bimbadhar Mohapatra

ଆପତ୍ତି

ଗରିବ ସବୁବେଳେ ଗରିବ । ପ୍ରଶାସନ ହେଉ କି ସମାଜର ତଥାକଥିତ ବଡ଼ଲୋକ ହୁଅନ୍ତୁ, ସବୁବେଳେ ସବୁ ସମୟରେ ଦାଉ ସାଧିଥାଆନ୍ତି ଏମାନଙ୍କ ଉପରେ । କଥାରେ ଅଛି ପରା, ଜୋର ଯାହାର ମୂଳକ ତାହାର… ଦୟାନିଧି ଦୁଃଖୀ ମଣିଷଟିଏ । ଘରଡିହ ଖଣ୍ଡେ ନାହିଁ । ମୂଲ ମଜୁରି କରି ପେଟ ପୋଷେ । ପରିବାର କହିଲେ, ସ୍ତ୍ରୀ, ଗୋଟିଏ ପୁଅ, ଗୋଟିଏ ଝିଅ । ସେଇ ମୂଲିଆ ମଜୁରୀରୁ ଅନେକ ସୁଖ ସାଉଁଟିଛି ଦୟା । ଗାଁ ମୁଣ୍ଡରେ ଅନାବାଦୀ ଜମିରେ ଘରଖଣ୍ଡେ କରିଛି ।…

ଅଧିକ ପଢ଼ନ୍ତୁ
Odia Poem Bastabata (ବାସ୍ତବତା) by Sarmistha Malla

ବାସ୍ତବତା

ଶୀତୁଆ ସନ୍ଧ୍ୟା… ଅଳସ ଅପରାହ୍ନର ସମୟ ପ୍ରାୟ ୪ଟା । ବାଲକୋନୀର ଦୋଳିରେ ଝୁଲି ଝୁଲି ସ୍ମୃତି ରୋମନ୍ଥନ କରୁଛି ଶିଳ୍ପା । ସରି ସରି ଯାଉଛି ଏକ ବର୍ଷ । ଆସୁଛି ଆଉ ଏକ ନୂତନ ଅଧ୍ୟାୟ । କିଛି ବର୍ଷ ତଳର ଘଟଣା । ନବବର୍ଷରେ ତା’ ପାଖକୁ ଆସିଥିଲା ଏକ ଲଫାଫା । ଯେଉଁଥିରେ ଥିଲା ନବବର୍ଷର ଏକ ଅଭିନନ୍ଦନ ପତ୍ର । ଅପ୍ରତ୍ୟାଶିତ ଏ ପତ୍ର ଥିଲା ତା’ ଜୀବନରେ ଏକ ନୂତନ ଅଧ୍ୟାୟର ସୂଚନା । ଯେତେବେଳେ ଶିଳ୍ପା ଜୀବନର ଦୋଛକିରେ…

ଅଧିକ ପଢ଼ନ୍ତୁ