ଶାମ୍ବ ଦଶମୀ
ଶାମ୍ବ ଦଶମୀ ଆସିଲେ ମନେ ପଡ଼େ ବୋଉ କଥା । ବୋଉ ନୁହେଁ ତ ସେ ଥିଲା ତ୍ୟାଗ ଓ ମମତାର ମୂର୍ତ୍ତିମନ୍ତ ପ୍ରତୀକ । ଶାମ୍ବ ଦଶମୀର ପୂର୍ବ ଦିନରୁ ତା’ର ପ୍ରସ୍ତୁତି ଆରମ୍ଭ ହୋଇଯାଏ । ନିଜ ପିଲାଙ୍କ ମଙ୍ଗଳ କାମନା କରି ସେମାନଙ୍କ ସୁଖମୟ ନିରୋଗ ଜୀବନ ପାଇଁ ପୂଜା କରିବାକୁ ସତେ ଯେପରି ତା’ର ସେଦିନ ନିଦ ହଜିଯାଏ ! ସେ ଦୁଇଦିନ ସତେ ଯେପରି ସେ ଦିନରାତି ଏକାକାର କରି…