Ajana Shakti - Odia Story by Sushree Nayak

ଅଜଣା ଶକ୍ତି

ସବୁବେଳେ ଦେଖେ ବାପାଙ୍କୁ, ସେ ନିଜ କାମ ଚୁପଚାପ୍ କରିଦିଅନ୍ତି । ଆଉ ସବୁବେଳେ ଲାଗେ ବାପାଙ୍କୁ ସବୁ ଜଣା ଅଛି । ମୁଁ ଯଦି କେବେ ଡରିଯିବି, ଅସୁବିଧାରେ ପଡ଼ିଯିବି ବାପା ଅଛନ୍ତି । ଘରେ ବି ସମସ୍ତେ ଏମିତି ହିଁ ଭାବନ୍ତି, ଖାଲି ଘରେ କାହିଁକି ସମ୍ପର୍କୀୟ ମାନେ ବି । ଧୀରେଧୀରେ ବଡ଼ ହେଲି, ଆଉ ଦିନେ ହଠାତ ଭାବିଲି, ତାଙ୍କୁ କ’ଣ କେବେ ଡର ଲାଗେନି? ଏତେ ସାହସ କେଉଁଠୁ ମିଳେ ତାଙ୍କୁ? ବୋଉର ଦେହ ବହୁତ…

ଅଧିକ ପଢ଼ନ୍ତୁ
Apurnata Odia story by Biplab Rout

ଅପୂର୍ଣ୍ଣତା

ଦିନେ ସାଇଟ କାମ ପାଇଁ ଏକ ବସ୍ତି ଅଞ୍ଚଳ ଦେଇ ଯାଉଥାଏ । ପ୍ରବଳ ଭୋକ ଲାଗୁଥାଏ । ଗୋଟିଏ ଚା’ ଦୋକାନରେ ଅଟକି ବିସ୍କୁଟ ଖାଉଥାଏ । ହଟାତ୍ ନଜର ପଡ଼ିଲା ଗୋଟିଏ ଝିଅ ଉପରେ । ଝିଅଟିର ବାମ ହାତ ନଥିଲା । କିନ୍ତୁ ନିଜର ଗୋଟିଏ ହାତରେ ସେ ବାଡ଼ିଟିଏ ଧରି ପିଜୁଳି ପାରୁଥାଏ । ଦୋକାନରେ ଛିଡ଼ା ହୋଇଥିବା ଜଣେ ଯୁବକ ଦୋକାନୀକୁ କହିଲା- “ଭାଇ ଝିଅଟା ଦେଖିବାକୁ ସୁନ୍ଦର କିନ୍ତୁ ଗୋଟିଏ ହାତ ନାହିଁ । କେମିତି କାହାକୁ ବାହା…

ଅଧିକ ପଢ଼ନ୍ତୁ
Thik o Bhul

ଠିକ୍ ଓ ଭୁଲ

ଚତୁର୍ଥ ଶ୍ରେଣୀରେ ଶିକ୍ଷକ ପିଲାମାନଙ୍କୁ ପଢ଼ାଉଥିଲେ । ମିଶାଣ କରିବାର ଧାରା ସବୁ ବୁଝେଇ ସାରିଲା ପରେ, ଗୋଟିଏ ପିଲାକୁ ପଚାରିଲା, “ଅର୍ଣ୍ଣବ, ଯଦି ମୁଁ ତୁମକୁ ୨ଟି ଓ ୨ଟି ଆମ୍ବ ଦେବି, ତେବେ ତୁମ ପାଖରେ କେତୋଟି ଆମ୍ବ ରହିବ?” ଅର୍ଣ୍ଣବ କ‌ହିଲା, “ସାର୍ ୫ଟି ।” ଶିକ୍ଷକ ପୁଣିଥରେ କ‌‌ହିଲେ, ୨ଟି ଆମ୍ବ ଆଉ ୨ଟି ଆମ୍ବ ଦେଲେ କେତୋଟି ଆମ୍ବ ହେବ?” ଅର୍ଣ୍ଣବ ପୁଣିଥରେ କ‌ହିଲା, “ସାର୍ ୫ଟି ।” ଶିକ୍ଷକ ପ୍ରଶ୍ନଟିକୁ ଏଥର ସାମାନ୍ୟ…

ଅଧିକ ପଢ଼ନ୍ତୁ
jhan-jhan

ଝଣ୍ ଝଣ୍

ସବୁଦିନ ସକାଳୁ ସକାଳୁ ଏଇ ଶବ୍ଦଟା ମୂରଲୀର ନିଦ ଭାଙ୍ଗେ । ଖବରକାଗଜବାଲାଟା ପୁରା ଲକ୍ଷ୍ୟକରି ଏମିତି ରକେଟ୍ ବେଗରେ ଖବରକାଗଜଟା ଛାଡ଼େ ଯେ, ଦୁଆର ସାମ୍ନା ବାସ୍ତୁଟା ଝଣ୍ ଝଣ୍ ସ୍ୱରରେ ଚିତ୍କାର କରେ । ବାସ୍ତବରେ ଚିତ୍କାର ନୁହଁ ତ, କାହାର ଉପସ୍ଥିତି ଯେମିତି ଜାହିର କରେ । ସେଇଥିପାଇଁ ତ’ ସେଇ ବାସ୍ତୁଟା ସେଇଠି ଅଛି । ମୃଦୁ ମଳୟ ତା’ ଦେଇ ଚାଲିଗଲେ, ସେ ଝଣ୍ ଝଣ୍ ଶବ୍ଦଟା ମୂରଲୀ କାନରେ ଯେମିତି କହିଦିଏ, “ଏଇଠି ତ…

ଅଧିକ ପଢ଼ନ୍ତୁ
Ae Ta Jibana Odia Short Story by Tarun Kumar Mishra

ଏଇତ ଜୀବନ

ସେଦିନ ସକାଳୁ ଉଠି ପ୍ରାତଃ ଭ୍ରମଣରେ ବାହାରିଗଲା ସୁଜିତ୍ । କି ଖରା କି ବର୍ଷା ସବୁଦିନ ସକାଳୁ ତା’ର ବୁଲିଯିବାଟା ଥୟ । ଜଗନ୍ନାଥ ମନ୍ଦିର ହେଇ ପାର୍କ ପର୍ଯ୍ୟନ୍ତ ଯାଇ ସେଠାରୁ କିଛି ଫୁଲ ଧରି ସେ ଫେରେ ପ୍ରତିଦିନ । ଆଜି କିନ୍ତୁ ଫେରିଲାବେଳକୁ ତା’ ଘର ପାଖରେ ଲୋକ ଗହଳି ଲାଗିଥିଲା । ତା’ର ପଡ଼ୋଶୀ ଦାସବାବୁ ଯାହାଙ୍କ ଘରଆଡ଼େ ଦୀର୍ଘ ବାର ବର୍ଷ ଧରି ମନାନ୍ତର ମତାନ୍ତର ପାଇଁ ଚାହୁଁ ନ ଥିଲା, ସେଇଠି ଠିଆ…

ଅଧିକ ପଢ଼ନ୍ତୁ