baishakhi

ବୈଶାଖୀ

ଉଦୁଉଦିଆ ଖରାବେଳ ! ସମୟ ପ୍ରାୟ ଦେଢ଼ଟା ହେବ । ଭଙ୍ଗା ସାଇକେଲ ଖଣ୍ଡେ ଧରି କଲେଜରୁ ଫେରୁଥାଏ ବୈଶାଖୀ । ରାସ୍ତାରେ ମନେ ମେନେ ଭାବୁଛି ଏ ଜୀବନଟା ଯେତିକି ସହଜ ସେତିକି ଜଟିଳ । ତା’ର ଏଇ ଭାବନା ଭିତରେ ସେ ରାସ୍ତାରେ ଭେଟିଛି ଜଣେ ବୁଢ଼ି ମାଉସିକୁ । ବୁଢ଼ି ମାଉସିଟି ଝୁଲା ମୁଣିଟିଏ ଧରିଛି ଓ ବାଙ୍କୁଲି ବାଡ଼ି ଖଣ୍ଡେ ଧରି ଧୀରେଧୀରେ ଚାଲି ଚାଲି ଯାଉଛି । ବୈଶାଖୀ ସାଇକେଲରୁ ଓଲ୍ଲାଇ କହିଲା- ମାଉସି ତୁ କୁଆଡ଼େ ଯିବୁକି?…

ଅଧିକ ପଢ଼ନ୍ତୁ
ring-ceremony

ରିଙ୍ଗ ସେରିମନି

ଏଇ କିଛି ଦିନ ତଳର କଥା । ଯାହା ହେଲେ ବି ଛଅ କି ସାତ ବର୍ଷରୁ କମ ହେବନି । କାବ୍ୟା ସହ ମୋର ପରିଚୟ ସେତେବେଳୁ । ପରିଚିତ ବୋଇଲେ ସୋସିଆଲ ମିଡ଼ିଆରେ ଆଉ ତା’ ବି ଚାଟିଙ୍ଗ ଭିତରେ ହିଁ ସୀମିତ । ଯଦିଓ କେତେ ଥର କହିଛି ଥରେ ଅଧେ ଦେଖା କରିବାକୁ । ସେ ଦେଖିବା ସମୟ ଆସୁ କହିବି କହି ଏଡ଼ାଇ ଦିଏ । ଏମିତ କେତେ ଥର ସମୟ ଆସି ଚାଲି ଗଲାଣି ମୁଁ କିନ୍ତୁ…

ଅଧିକ ପଢ଼ନ୍ତୁ
Chasama

ଚଷମା

ନାତିକୁ କୋଳରେ ବସାଇ ସାହୁ ବାବୁ ଦେଖାଉଥିଲେ, “ଦେଖ, ଇଏ ତୋର ମାଆ, ଜେଜେମା’.. ତୋର ମନେ ନଥିବ, ହେଲେ ସେ ତତେ ବହୁତ ଭଲ ପାଉଥିଲା, ତୋ ମାଆ, ମାନେ ତୋ ମମ୍‌ଠୁ ବି ଅଧିକ । ବହୁତ ସେବା କରିଛି ତୋର ପିଲା ଦିନେ । ଜାଣିଛୁ ତୁ ଯୋଉଦିନ ପ୍ରଥମ କରି ମା ଡାକିଲୁ ତା ଆଖି ଲୁହ ଛଳ ଛଳ ହୋଇଯାଇଥିଲା । ଯୋଉଦିନ ତୁ ପ୍ରଥମ କରି ଚାଲିଥିଲୁ ସେଦିନ ଖିରି କରି ସମସ୍ତଙ୍କୁ…

ଅଧିକ ପଢ଼ନ୍ତୁ
sati

ସତୀ

ସମୟ ପ୍ରାୟ ୪ଟା ପାଖାପାଖି । ଘର ଅଗଣାରେ ସ୍ୱାତୀ ଚୌକି ଉପରେ ବସି ଅପରାହ୍ନ‌କୁ ଉପଭୋଗ କରୁଥିଲା । ଘର କ‌ହିଲେ, ଗୋଟିଏ ମହଲା ବିଶିଷତ ଘର, ସେଥିରେ ଆବଶ୍ୟକ ପରିମାଣର ରୁମ୍ ଥିଲା । ଘରର ବାହାରକୁ ଅଗଣାଟିଏ ଓ ଅଗଣାକୁ ଲାଗିକରି ସୁଉଚ୍ଚ ପାଚେରୀ । ପରିବାର କ‌ହିଲେ, ସ୍ୱାତୀ, ତା’ର ସ୍ୱାମୀ ଅରୁଣ, ଶାଶୁ ଓ ଶ୍ୱଶୁରଙ୍କ ସ‌ହ ରହୁଥିଲା । ଦେଢ଼ଶୁର ଓ ବଡ଼ଯାଆ ତା’ର ବେଙ୍ଗାଲୁରୁରେ ତା’ଙ୍କ ପରିବାର ନେଇ ରହୁଛନ୍ତି । ସମୟ କେମିତି ବିତି…

ଅଧିକ ପଢ଼ନ୍ତୁ
Aliagada Odia Story by Dinesh Kumar Sahoo

ଅଳିଆଗଦା

ଗତ କିଛିଦିନ ହେଲା ହରେଶର ବ୍ୟବହାର, କାମ କରିବାର ଶୈଳୀ, ସବୁରେ ପରିବର୍ତ୍ତନ ଲକ୍ଷ୍ୟ କରୁଥିଲା ସମ୍ବିତ । ଅଫିସ କାମ ସରିବା ପରେ ସନ୍ଧ୍ୟାରେ ଏକାଠି ହୋଇ ତା’ ସଙ୍ଗେ ଘରକୁ ଯିବ ବୋଲି ମନସ୍ଥ କଲା ସେ । ଆଜି ଯାହା ହେଲେ ବି ସତ କଥା ପଚାରି ବୁଝିବ ବୋଲି ମନେ ମନେ ଠିକ କଲା । ସମ୍ବିତ ଓ ହରେଶ କେବଳ ସହକର୍ମୀ ନୁହଁନ୍ତି ବରଂ ଦୁହେଁ ସହପାଠୀ ମଧ୍ୟ । ଇଞ୍ଜିନିୟରିଂ ବେଳେ ଦୁହେଁ ବହୁତ…

ଅଧିକ ପଢ଼ନ୍ତୁ