ସାହେବ ସୋମେଶର ଅନ୍ତର୍ଜ୍ୱାଳା
ସୋମେଶ୍ ଭାବୁଛି ! କ’ଣ କରିବ? କୁଆଡେ଼ ଯିବ? ଏମିତି ହାତ ଉପରେ ହାତ ଧରି ବସିଲେ ତ’ ସମସ୍ୟାର ସମାଧାନ ହେବନି । ତା’କୁ କିଛି ଗୋଟିଏ କରିବାକୁ ପଡ଼ିବ । ଘର ଭିତରୁ ମା’ଙ୍କ ଖୁଁ ଖୁଁ କାଶିବାର ଶବ୍ଦ ଭାସି ଆସୁଛି । ବଡ଼ ଭଉଣୀଙ୍କୁ ତିରିଶି ପୁରି ଏକତିରିଶି ଚାଲିଲାଣି ତଥାପି ବାହାଘର ହେଇ ପାରୁନି । ଭଉଣୀ ଯେ ତା’ର ଅସୁନ୍ଦରୀ ସେ କଥା ନୁହେଁ । ରୂପରେ ଗୁଣରେ କେହି ବି ବାଛି ପାରିବେନି । ଗୋଟିଏ ଚାଉଳରେ…

