sangharsha

ସଂଘର୍ଷ

“ଦିଲ୍ କିଆ କରେଁ ଜବ କିସିସେ, କିସିକୋ ପ୍ୟାର ହୋ ଯାୟେ । ଜାନେ କାହାଁ କବ କିସିକୋ, କିସିସେ ପ୍ୟାର ହୋ ଯାୟେ ।” ମୋ ଫୋନର ଆଲାରାମ୍ ବାଜୁଥିଲା । “ପ୍ୟାର ପ୍ୟାର କହି କହି ସୁଖ ନିଦଟାକୁ ଭାଙ୍ଗିଦଉଛି ଏ ଫୋନ । କାଲିଠୁ ଆଲାରାମ ଆଉ ଦେବି ଯେ ସେ ବାଜିବ । ଏତେ ସକାଳୁ କିଏ ଉଠିବ ଯେ ! ଛାତ୍ର ଜୀବନର ସବୁଠୁ ବଡ଼କଷ୍ଟ ହେଉଛି ରାତି ୪ଟାରୁ ଉଠିବା, ତା’ପୁଣି ବାଥ୍‌ରୁମ ପାଇଁ କାଳେ ଭିଡ଼…

ଅଧିକ ପଢ଼ନ୍ତୁ
mo-dei

ମୋ ଦେଇ

ଦେଇ ଆଉ ମୁଁ ମାତ୍ରେ ବର୍ଷେ ବଡ଼ ସାନ । ଦେଇ ପିଲାବେଳୁ ପୋଲିଓରେ ପିଡ଼ିତ । କିନ୍ତୁ ବହୁତ ସୁନ୍ଦର ହୃଦୟ ମୋ ଦେଇ’ର । ମୋ ପାଇଁ ମୋ ଦେଇ ମୋର ସବୁଠୁ ଭଲ ସାଙ୍ଗ, କିନ୍ତୁ ମୋ ଦେଇ ପାଇଁ ତ ମୁଁ ତା’ ଦୁନିଆ ଥିଲି । ବଡ଼ ବିଡମ୍ବନାର କଥା ଯେ ଏ କଥାର ହୃଦୟଙ୍ଗମ ମତେ ହେଲା କିନ୍ତୁ ବହୁତ ବିଳମ୍ବରେ । ଏ ଭୁଲ ପାଇଁ ମୁଁ ସାରା ଜୀବନ ନିଜକୁ କ୍ଷମା କରି…

ଅଧିକ ପଢ଼ନ୍ତୁ
Hada-Balada-Upakshayana

ହଡ଼ା ବଳଦ ଆଉ ବାରମାସିଆ ଉପାଖ୍ୟାନ

ପିଲା ଦିନେ ମୋ ଭଳି ଯେଉଁମାନେ ଓଡ଼ିଶାର ସରକାରୀ ବିଦ୍ୟାଳୟ ମାନଙ୍କରେ ପଢିଥିବେ; ସେମାନେ “ହଡ଼ା ବଳଦର ଆତ୍ମ କାହାଣୀ” ଉପରେ ରଚନାଟିଏ ନିଶ୍ଚୟ ଲେଖିଥିବେ । ହଡ଼ା ବଳଦ ତ ହଡ଼ା ବଳଦ ! ସେ ବିଷୟରେ ଏତେ କଥା ଚିନ୍ତା କରୁଛି କିଏ ! ତା’ ବିଷୟରେ ବୁଝିବାକୁ ସେତେବେଳେ ଜ୍ଞାନର ପକ୍ୱତା କାହିଁ ! ତେଣୁ ରଚନା ବହିରେ ଯାହା ଥାଏ ତାକୁ କେମିତି ମନେରଖି ପରୀକ୍ଷା ଖାତାରେ ଲେଖାଯିବ ସେଇଟା ହିଁ ହୁଏ ମୂଳ ଲକ୍ଷ୍ୟ ପିଲାଙ୍କର ।…

ଅଧିକ ପଢ଼ନ୍ତୁ
khasi-mansa

ଖାସି ମାଂସ

ବାବୁନା ଗୋଟେ ନିଶାଡ଼଼ି । ମଦ, ଗଞ୍ଜେଇ, ତମାଖୁ ଆଦି ବିଭିନ୍ନ କିସମର ନିଶାଦ୍ରବ୍ୟ ସେବନ କରୁଥିବା ନିଶାଖୋର ଯୁବକଟିଏ । ବାପା ଅଜାଙ୍କ ଜମିଦାରୀ ଦିନେ ଥିଲା । ଏବେ ସେ ଜମିଦାରୀ ନଥିଲେ ବି ସମ୍ଭ୍ରାନ୍ତ ବଂଶୀୟ ରଙ୍ଗଢଙ୍ଗ ସହ ଘରର ଚଳଣି ଖୁବ ଭଲଥିଲା । ନିଶା ଖାଇ ଜୁଆ ଖେଳିବା ତା’ର ନିତି ଦିନିଆ କାମ । ଏ ବାବଦରେ ଘରର ବହୁ ପଇସା ବରବାଦ କରିବା ହେତୁ ଘରେ ସମସ୍ତଙ୍କର ବିଶ୍ୱାସ ହରାଇସାରିଥିଲା ବାବୁନା । ସାଇ ପଡ଼଼ିଶା…

ଅଧିକ ପଢ଼ନ୍ତୁ
Bidae Salita

ବିଡ଼ାଏ ସଳିତା

ଶୀତ ଟିକେ ଜୋରରେ ପଡ଼ିଲାଣି । ଦେହ ହାତ ଥଣ୍ଡାରେ କୋଲୁଅ ମାରିଯାଉଛି । ରାସ୍ତାଘାଟ ଆଜିକାଲି ବହୁତ ଗହଳି ରହୁଛି । ଯେଉଁଆଡ଼େ ଚାହିଁବ ବିଭିନ୍ନ ପ୍ରକାରର ବାଣ । ଆଗରେ କାର୍ତ୍ତିକ ପୂର୍ଣ୍ଣିମା ଆସୁଛି ତ । କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ସହିତ ବାଣ ଫୁଟେଇବା ଗୋଟେ ଫ୍ୟାଶନ ହେଇ ଗଲାଣି । ସ୍ତ୍ରୀ ମୋ ସହିତ କେତେଦିନ ହେଲା ଖାଲି କଜିଆ ଲଗେଇଛନ୍ତି । ଏଥର କାର୍ତ୍ତିକ ପୂର୍ଣ୍ଣିମା ଘରେ କରିବାନି, ପୁରୀ ଯିବା, ସମୁଦ୍ରରେ ଗାଧେଇବା, କାଳିଆକୁ ଦର୍ଶନ କରିବା ।…

ଅଧିକ ପଢ଼ନ୍ତୁ