Odia Story Swapnara Rajakumara (ସ୍ୱପ୍ନର ରାଜକୁମାର) by Sangram Keshari Senapati

ସ୍ୱପ୍ନର ରାଜକୁମାର

ପ୍ରଥମ ଭାଗ – ସାମ୍ନା ଘର ଝରକା ଝରକାର ମରାମତି ହେବା, ପ୍ରତିଦିନ ଝରକା ଖୋଲିବା ଲୋକ ରାଜ କୁମାର ସାଜି ଆସି ରହିବା ଆଉ ମନ ପବନ ଘୋଡ଼ାରେ ନିଇତି ତାକୁ ପରୀ ରାଇଜଠାରୁ ଆରମ୍ଭ କରି ରାଜ ଉଆସ ବୁଲାଇବା ଯାଏଁ ସବୁକିଛି ସେ ଦେଖିଥିଲା । ଝରାକ ବନ୍ଦ ରହିଥିବା ସମୟରେ ପୁଣିଥରେ ଖୋଲିବା ସମୟକୁ ନିଇତି ଅପେକ୍ଷା କରିବା ଆଉ ଖୋଲିବାପରେ ସେ ସଜ ମେହେନ୍ଦୀଲଗା ହଳଦୀ ଗୁରୁଗୁରୁ ହାତ ଦୁଇଟିର ଝୁଣୁଝୁଣୁ…

ଅଧିକ ପଢ଼ନ୍ତୁ
ପ୍ରେମ ପ୍ରତାରଣା

ପ୍ରେମ ପ୍ରତାରଣା

ସୌମ୍ୟ ତୁମେ ସତରେ ଏମିତି ବଦଳି ଯିବ ମୁଁ ଭାବି ନଥିଲି ! ତୁମ ପ୍ରେମ ମୋ ପାଇଁ ପୂଜା ଥିଲା । ହୁଏତ ସୂର୍ଯ୍ୟ ଉଦୟ ହେବାକୁ ଭୁଲି ଯାଇପାରେ କିନ୍ତୁ ଏ ସ୍ନେହା ତୁମକୁ କେବେବି ଭୁଲି ପାରିବ ନାହିଁ । ତୁମେ ଜାଣିଛ ତୁମ ପାଇଁ ମୁଁ ମୋର ବାପାମାଆଙ୍କଠାରୁ ବି ସମ୍ପର୍କ ଛିନ୍ନ କରି ସାରିଛି, ତଥାପି ତୁମେ କହୁଛ ମୋତେ ଭୁଲିଯାଅ !! କାହିଁକି ସୌମ୍ୟ? ମୋର ଭୁଲ କ’ଣ?? ସେଦିନ ପ୍ରଥମ ଆନାଟୋମି କ୍ଲାସ୍‌ରେ,…

ଅଧିକ ପଢ଼ନ୍ତୁ
Sonara Kanvas re Setanshu

ସୋନାର କାନ୍‌ଭାସ ସେତାଂଶୁ

( ୧ ) ଜୀବନର ପ୍ରଥମ ପ୍ରେମ, ପ୍ରେମର ପହିଲି ସ୍ପର୍ଶ, ଭଲପାଇବାର ଆଦିବାକ୍ୟ… ପିଣ୍ଡରେ ପ୍ରାଣଥିବା ଯାଏ, ନାକପୁଡ଼ାରେ ନିଶ୍ୱାସ ଟିକେ ଲଟକି ଥିବାଯାଏ, କେବେ ବି ଭୁଲିହୁଏ ନାହିଁ । ପହିଲି ପ୍ରେମ ସବୁବେଳେ ସଦ୍ୟ ସତେଜ…..! ( ୨ ) ପ୍ରତିଦିନ ରାତିରେ ବିଛଣାକୁ ଗଲାପରେ ଆପେ ଆପେ ସୋନାଲିର ଆଖିପତା ବନ୍ଦ ହୋଇଯାଅ । ବନ୍ଦ ହେଇଗଲା ପରେ ତା’ ଆଖି ସାମ୍ନାରେ ଭାସି ଉଠେ ସେଇ ମୁହଁ… ତା’ ପ୍ରିୟର ହସ ହସ…

ଅଧିକ ପଢ଼ନ୍ତୁ
nian-phula

ନିଆଁ ଫୁଲ

୧. ଅଳସୁଆ ଖରାବେଳ ଅଗନା ଅଗନି ବନସ୍ତ ନହେଲେ ବି ଘଞ୍ଚ ଜଙ୍ଗଲ । ଶୀତ ଦିନିଆ ଦିପହର ! ଜଙ୍ଗଲ ଭିତରେ ଦିନ ବେଳରେ ବି କାଲୁଆ ପବନ । ଦେହ ଶୀତେଇ ଯାଉଛି । ଗଛ ଆଢ଼ୁଆଳ କି ବୁଦା ପଛ ଛାଡ଼ି ଫର୍ଛାରେ ଖରା ପଡ଼ିଥିବା ପଥର ଉପରେ ପେଟେଇ ଉଷୁମ ଟାଣୁଛି ବାଘୁଣୀ । କେତେ ରାତି ହେଲାଣି ଗୋଟେ ବାର୍‌ହା ପଛରେ ପଡ଼ି ନିଦ ଠିକରେ ହେଇନଥିଲା । କାଲି ରାତିରେ ପାଣି ପାଖରେ ଛକି ଛକି ଠିକ…

ଅଧିକ ପଢ଼ନ୍ତୁ
aphera-pathara-pathika

ଅଫେରା ପଥର ପଥୀକ

ବାଣୀବିହାର ବାଣୀବିହାର…. ବସ୍ ଯାଇ ପହଞ୍ଚିଲା ବାଣୀବିହାର ବସ୍‌ଷ୍ଟାଣ୍ଡରେ । ମୋତେ ବି ଟିକେ ନିଦ ଲାଗିଯାଇଥିଲା । କଣ୍ଡକ୍ଟର ପାଟି ଶବ୍ଦରେ କାନ ଫାଟିପଡ଼ୁଥାଏ । ମୁଁ ବ୍ୟସ୍ତ ହୋଇ ଉଠିପଡ଼ିଲି । ଲଗେଜ୍ ବାହାର କରିବି କ’ଣ, ହଠାତ୍ ମୋ ଦୃଷ୍ଟି ଯାଇ ପଡ଼ିଲା ଆଗ ସିଟରୁ ଓହ୍ଲାଉଥିବା ଜଣେ ଯୁବତୀଙ୍କ ଉପରେ । ସତେ ଯେପରି ତାଙ୍କୁ ଆଗରୁ ବହୁବାର ଦେଖିଛି କେଉଁଠି ! ଅନେକ ଦିନର ଯେପରି ସମ୍ପର୍କ ଅଛି ତାଙ୍କ ସହ । ସେହି ଗୋରା ମୁଁହ, ତା’ରି ପରି…

ଅଧିକ ପଢ଼ନ୍ତୁ