Teddy Day

ଟେଡି ଡେ: ରାଧିକା

-ଧନବାଦର ଓଜନ ଗାଲେରିଆ ମଲରେ ଛିଡା ହେଇ ତମେ ସବୁଠୁ ଉଚ୍ଚା ଟେଡିକୁ ଦେଖି ଖୁସିରେ ଆତ୍ମହରା ହେଇ ଦେଖିଲା ବେଳେ, ମୁଁ ମୋ କଥା କୁହା ଟେଡିକୁ ଦେଖୁଥାଏ ଏକା ଲୟରେ । -ସକେଇ ହେଲ ମୋ ପାଖରେ ଆଉ କହିଲ “ଏଇ…ମୁଁ କୁଆଡେ ମୋଟି ହେଇଯାଇଛି?” ଆଉ ମୁଁ କହିଲି “ରାଧିକା…ମତେ ବାର୍ବୀ ଡ଼ଲ ନୁହେଁ ଟେଡି ବିଅର ପସନ୍ଦ”। ସେଇଠି ହିଁ ଝରିଥିଲା ତୁମ ଓଠର ଧିମା ଧିମା ଝୁମା ଝୁମା ହସ –…

ଅଧିକ ପଢ଼ନ୍ତୁ
Premara Paribhasa

ପ୍ରେମର ପରିଭାଷା

ବହୁତ ଦିନ ହେଲା ମନଟା ଭାରାକ୍ରାନ୍ତ ହୋଇ ରହୁଛି, ଆଜି କ’ଣ ଉଠିବାକୁ ଇଚ୍ଛା ହେଉନାହିଁ, ଥକା ଲାଗୁଛି; କ’ଣ ହେଲା? ସ୍କୁଲ୍ ଛୁଆ ସବୁ ପାଟି କରୁଛନ୍ତି କ’ଣ କେତେ ସମୟ ହେଲାଣି ଦେଖେ ତ, ଆରେ ଏ କ’ଣ ୧୧ଟା ବାଜିଲାଣି ! ଓଃ ଆଜି ଝିଅର ସ୍କୁଲ୍‌ରେ ମିଟିଂ ଥିଲା ୯:୩୦ ସମୟରେ । ଗଲା; ଆଜି କ’ଣ କି?? ଓଃ ଏବେ ଭାଲେଣ୍ଟାଇନ୍ ସପ୍ତାହ ଚାଲିଛି, ମୋର ତ କେହି ନଥିଲେ ପ୍ରେମ କରିବା…

ଅଧିକ ପଢ଼ନ୍ତୁ
Chocolate-day-1st-meet

ଚକଲେଟ୍ ଦିବସ ! ପ୍ରଥମ ଦେଖା…

ସହରର ଏକ ପାର୍କରେ ଏକୁଟିଆ ବସି ବାରମ୍ବାର ନିଜ ମୋବାଇଲ ଆଉ ପାର୍କର ପ୍ରବେଶ ପଥକୁ ଅନେଇ ବସିଥାଏ ରାଜ୍ୟର ସବୁଠୁ ପ୍ରତିଭାବାନ ଯୁବ ମହିଳା ଆଥଲେଟ୍ ଖୁସି । ବୟସ ଅଠର ଉଣେଇଶ ହେବ; ମାତ୍ର ଏ ବୟସରେ ବି ରାଜ୍ୟ ପାଇଁ ଅନେକ ଗୈାରବ ଆଣି ଦେଇଥିଲା ଖୁସି । ଆଖିରେ ଅନେକ ସ୍ୱପ୍ନ, ତାହାର ଆଦର୍ଶ ମେରିକମ୍ ଭଳି ହେବ । ପ୍ରିୟ, ସାଧାରଣ ପ୍ରଶଂସକରୁ ଖୁସିକୁ ଅତି ନିଜର ହୋଇ ସାରିଥିଲା, ମନେ ମନେ ଖୁସିକୁ…

ଅଧିକ ପଢ଼ନ୍ତୁ
Happy Rose Day

ହାପି ରୋଜ୍ ଡେ…

ଗୋଲାପ ଏମିତି ଗୋଟିଏ ଫୁଲ, ନିଜେ ଗଛରୁ ଅଲଗା ହୋଇଯାଏ କିନ୍ତୁ ଦୁଇଟି ହୃଦୟ ଯୋଡ଼ିଦିଏ । ଫୁଲଟେ ହେଲେବି ଗୋଲାପର ମନ ଅଛି, ଇଛା ବି ଅଛି । ଗୋଲାପ ଫୁଲରେ କଣ୍ଟା ଥିଲେ ମଧ୍ୟ ତା’ ସୌନ୍ଦର୍ଯ୍ୟରେ ସମସ୍ତେ ଆକର୍ଷିତ ହୋଇଯାନ୍ତି । ସମସ୍ତଙ୍କ ଭିତରୁ ମୁଁ କେମିତି ଅଲଗା ହୋଇଯିବି? ଗୋଲାପର ସୌନ୍ଦର୍ଯ୍ୟ ଓ ବାସ୍ନାରେ ଆକର୍ଷିତ ହୋଇ ମୁଁ ଧାଇଁଗଲି ତା’ ପାଖକୁ । କଲେଜର ବଗିଚାରୁ ତୋଳି ଆଣିଥିଲି ସେଇ ଗୋଲାପ ଫୁଲକୁ, ଖାସ୍ ତୋ’ରି…

ଅଧିକ ପଢ଼ନ୍ତୁ
Propose day

ପ୍ରପୋଜ୍ ଡେ

ସାଇବାବାଙ୍କ ମନ୍ଦିର ଯିବା ତ ଖାଲି ବାହାନା ଥିଲା, ହେଲେ ପ୍ରତ୍ୟେକ ଗୁରୁବାର ଦିନ କିରଣକୁ ଦେଖା କରିବାକୁ ଯାଏ । ତା’ର ମୋର ପ୍ରଥମ ଦେଖା ସାକ୍ଷାତ ସେଇ ମନ୍ଦିରରୁ ହୋଇଥିଲା । ସେତେବେଳେ ମୁଁ ତାକୁ ଚିହ୍ନି ନଥିଲି କି ଜାଣିନଥିଲି । ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଯାଇଥିଲୁ । କଥାବାର୍ତ୍ତାରୁ ଧୀରେଧୀରେ ଆମ ସମ୍ପର୍କ ବଢ଼ିବାକୁ ଲାଗିଲା । ଆଜିକାଲି ଦୁନିଆର ଚାଲିଚଳଣିରେ ଆମେ ନିଜକୁ ସାମିଲ କରିନେଲୁ । ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ପରସ୍ପରର…

ଅଧିକ ପଢ଼ନ୍ତୁ