
ଜାତି
ମୁଁ ପୁଣି ତା’ ଚେହେରା ଦେଖି ଚମକିପଡ଼ିଲି । ଏଇ ଅଧା ବାଟରେ ତା’ ସହ ମୋର ତୃତୀୟ ଥର ଦେଖା । ଅନେକ ଭିଡ଼ରେ ସେ କଦର୍ଯ୍ୟ ଚେହେରାର ଫାଉଡ଼ା ଦାନ୍ତ ମୋତେ ଖେଦି ଗୋଡ଼ାଏ । ଏ କ’ଣ ଗୋଟେ ଯାତ୍ରା? ଛି ! ଅସରନ୍ତି ଅନ୍ଧାର, ଉତ୍କଟ ଗନ୍ଧ ଆଉ ଏଭଳି କେତୋଟି ଚେହେରା ! କିନ୍ତୁ ଯାତ୍ରା ଆରମ୍ଭରୁ ମୋ’ ପାଖରେ ଦର୍ପଣ ନଥିଲା । ବରଂ ସେ ରାଜସ୍ଥାନୀ ଲୋକର…