Odia Poem Mita (ମିତ) by Prafulla Chandra Padhi

ମିତ

ମୋ ନିଛାଟିଆ ପ୍ରାଣରେ ତମେ ସ୍ପନ୍ଦିତ ଚନ୍ଦନ ଶଦ୍ଦମୟ ହେଇଯାଏ ହେ ଜଗନ୍ନାଥ ତମକୁ କଲେ ଦରଶନ ॥ ଫଗୁମୟ ତମରି ରଥଯାତ୍ରା ମୁ଼ଁ ନିରେଖିଲି ଟି.ଭି.ରୁ । ମୋରି ହୃଦୟରେ ତୁମେ : ସୁନ୍ଦର ସକାଳ କିଚିରି ମିଚିରିରେ ଭରା ଗୀତ_ଗୀତ ସବୁ କାଳ ॥ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ…

ଅଧିକ ପଢ଼ନ୍ତୁ
Odia Poem Bhinna E Ratha Jatra (ଭିନ୍ନ ଏ ରଥଯାତ୍ରା) by Soumya Ranjan Pal

ଭିନ୍ନ ଏ ରଥଯାତ୍ରା

ତିନିରଥ ଆଜି ସଜେଇ ରହିଛି ସିଂହଦ୍ଵାର ପାଶେ ଠିଆ ଭାଇ ଭଉଣୀଙ୍କୁ ସାଥିରେ ନେଇଣ ବୁଲିଯିବ ଯେ କାଳିଆ ପହଣ୍ଡି କରିଣ ରଥାରୂଢ଼ ହେବ ସେବାୟତ ପାଶେ ଥାଇ ମାନି ସଙ୍ଗରୋଧ ନଡ଼ିଆ ଭାଙ୍ଗିବ ଦୂରେ ଭକତଟା ରହି ॥ ଷାଠିଏ ପଉଟି ଛାଡ଼ିଦେଇ ପଛେ ମାଉସୀ ରନ୍ଧା ଖାଇବ କାଳିଆ ବିହୁନେ ଶିରୀମନ୍ଦିର ଯେ ସତରେ ଶୂନ୍ୟ ଲାଗିବ ଶୂନ୍ୟ ବଡ଼ଦାଣ୍ଡ ଶୂନ୍ୟ ରାଜପଥ ଶୂନ୍ୟ ଏ ନୀଳ ଅମ୍ବର ଭକତ ଗହଳି ନାହିଁ ପାଶେ…

ଅଧିକ ପଢ଼ନ୍ତୁ
Odia Poem Pabitra Dina (ପବିତ୍ର ଦିନ) by Soubhagya Ranjan Mohapatra on Lord Jagannath Ratha Jatra

ପବିତ୍ର ଦିନ

ବଡ଼ଦାଣ୍ଡେ ପ୍ରଭୁ ନନ୍ଦିଘୋଷ ରଥେ ବିରାଜ କରିଛ ଆଜି । ପତିତମାନଙ୍କୁ ଉଦ୍ଧାରିବ ଆଜି ବାମନ ରୂପକୁ ସାଜି ॥ ଭକ୍ତ ଭଗବାନ ମିଳନ ହୋଇବ ଆଜି ଏ ପୁଣ୍ୟ ଦାଣ୍ଡରେ । ଭକ୍ତ ପ୍ରିୟ ପ୍ରଭୁ ମିଶି ଯିବେ ଆଜି ଭକତଙ୍କ ଭକତିରେ ॥ ନନ୍ଦିଘୋଷ ବିଜେ କାଳିଆ ସାଆନ୍ତ ତାଳଧ୍ଵଜେ ବଳଭଦ୍ର । ଦର୍ପଦଳନରେ ସୁଭଦ୍ରା ଭଉଣୀ ଦିଶେ ସତେ ପୂର୍ଣ୍ଣଚନ୍ଦ୍ର ॥ ଚକା ଚକା ଆଖି ଅପଲକ ନେତ୍ର ନାମ ତାଙ୍କ ଜଗନ୍ନାଥ । ବ୍ରହ୍ମାଣ୍ଡ ଠାକୁର ବଳଭଦ୍ର…

ଅଧିକ ପଢ଼ନ୍ତୁ
Odia Poem GhoshaJatra (ଘୋଷଯାତ୍ରା) by Kalyani Nanda on Lord Jagannath

ଘୋଷଯାତ୍ରା

ଓଡ଼ିଶାର ମଉଡ଼ମଣି ଆହେ ଜଗନ୍ନାଥ, ତୁମ ମହିମା ଯେ ସାରା ଜଗତେ ବିଖ୍ୟାତ ଓଡ଼ିଆଙ୍କ ଗର୍ବ ଓଡ଼ିଶା ଗୈାରବ ତୁମେ ତ ପ୍ରଭୁ ଆହେ ଦୀନ ବାନ୍ଧବ । ଶ୍ରୀ ଗୁଣ୍ଡିଚା ଯାତରେ ବରଷକ ଥରେ ବିଜେ ହୋଇଥାଅ ପ୍ରଭୁ ରଥ ଉପରେ ଧନ୍ୟ ହୁଏ ରଥ ଧନ୍ୟ ହୁଏ ପଥ ଧନ୍ୟ ଓଡ଼ିଶାର ସେ ରଥଯାତ । ସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ଶହେ ଆଠ ଗରା ଜଳେ ସ୍ନାନ କରିଣ ଅସୁଖ ହୋଇଣ ଅଣସର ଘରେ କରି…

ଅଧିକ ପଢ଼ନ୍ତୁ
Odia Poem Corona-re RathaJatra (କରୋନାରେ ରଥଯାତ୍ରା) by Duleswar Sahu

କରୋନାରେ ରଥଯାତ୍ରା

ଠାକୁରଙ୍କ ପାଖେ ନାହିଁ ଆଜି ଭକ୍ତ କରୋନା ପାଇଁ ଯେ ଡର ହସଠୁ ବି ସେ ପ୍ରଚଣ୍ଡ ହସୁଛି ମନୁଷ୍ୟଙ୍କୁ ଭାରି ଡର ॥ କୋଟିକୋଟି ଭକ୍ତ ଛିଡ଼ା ବଡ ଦାଣ୍ଡେ ଚାଲୁଥିଲା ରଥଯାତ୍ରା ଆଜି ସେବକଙ୍କୁ ଛାଡ଼ି ଭକ୍ତନାହଁ ପାଖେ ବଡ଼ ଦାଣ୍ଡ ଦିଶେ ଖୋଲା ॥ ଗ୍ରାସିଲା କରୋନା ବିଶ୍ଵକୁ ଆମର ଚାରିଆଡ଼େ ହାହାକାର ଇଶ୍ଵରଙ୍କୁ ଛାଡ଼ି ଭକ୍ତ ନାହିଁ ପାଖେ ଭକତ ହୋଇଲା ଦୂର ॥ ସାଇତିଛି ଆଜି ରଙ୍ଗ ବେରଙ୍ଗରେ ସଜ…

ଅଧିକ ପଢ଼ନ୍ତୁ