Read more about the article ଶ୍ରମର ଭାର
Odia Poem Shramara Bhara (ଶ୍ରମର ଭାର) by Kalyani Nanda

ଶ୍ରମର ଭାର

ତା' ସ୍ୱେଦ ଗ୍ରନ୍ଥିରୁ ଝରି ପଡ଼ୁଥିବା ପ୍ରତିଟି ସ୍ୱେଦ ବିନ୍ଦୁରେ ଥାଏ ତା' ଶ୍ରମର ମୂଲ । କେବେ ଇଟା ଭାଟିର ଉତ୍ତପ୍ତ ନିଆଁ, ବାଷ୍ପିଭୂତ କରୁଥାଏ ତା' ପ୍ରତିଟି ସ୍ୱେଦ କଣା, କେବେ ବାଲି, ସିମେଣ୍ଟର ବୋଝ ନୁଆଇଁ ଦିଏ…

Continue Readingଶ୍ରମର ଭାର
Read more about the article ସ୍ୱାଗତମ୍ ଶରତ
Odia Poem Swagatam Sarat (ସ୍ୱାଗତମ୍ ଶରତ) by Kalyani Nanda

ସ୍ୱାଗତମ୍ ଶରତ

ପାହାନ୍ତିଆ ନରମ ସକାଳରେ, ହରିତ କୋମଳ ଦୁର୍ବାଦଳେ, ନରମ ନରମ ଫୁଲ ପାଖୁଡ଼ାରେ, ଚିକମିକି ତୁହିନାଂଶୁ ହସିଦେଇ କୁହେ, ଶରତ ଆସୁଛି... ଶରତ ଆସୁଛି... ଶରତ ଆସୁଛି । ସବୁଜ କ୍ଷେତର ଧାରେ ଧାରେ, ମଥା ଦୋହଲାଇ କାଶତଣ୍ଡୀ ବାଆ ସାଥେ,…

Continue Readingସ୍ୱାଗତମ୍ ଶରତ
Read more about the article ଘୋଷଯାତ୍ରା
Odia Poem GhoshaJatra (ଘୋଷଯାତ୍ରା) by Kalyani Nanda on Lord Jagannath

ଘୋଷଯାତ୍ରା

ଓଡ଼ିଶାର ମଉଡ଼ମଣି ଆହେ ଜଗନ୍ନାଥ, ତୁମ ମହିମା ଯେ ସାରା ଜଗତେ ବିଖ୍ୟାତ ଓଡ଼ିଆଙ୍କ ଗର୍ବ ଓଡ଼ିଶା ଗୈାରବ ତୁମେ ତ ପ୍ରଭୁ ଆହେ ଦୀନ ବାନ୍ଧବ । ଶ୍ରୀ ଗୁଣ୍ଡିଚା ଯାତରେ ବରଷକ ଥରେ ବିଜେ ହୋଇଥାଅ ପ୍ରଭୁ ରଥ…

Continue Readingଘୋଷଯାତ୍ରା
Read more about the article ମୋର୍ ମନର କଥା
Mor Manar Katha (ମୋର୍ ମନର କଥା) - Sambalpuri Poem by Kalyani Nanda

ମୋର୍ ମନର କଥା

ଯିମା କାଏଁ ବୁଲି ଆଏଲା ଘାଏ, ସେ ଦିନର୍ ସେ ସମତା କେ, ଶୁଭ ପଡ଼ମା ବେଫିକର ହଲେଇକରି ସମିଆର୍ କୁଲେ । ଶୁନମା ନଏଦ୍ ପାନିର, ଖଲ୍ ଖଲ୍ ବୁହି ଯିବାର ସୁର୍ ଟିକେ, ଉଦୁଉଦିଆ ଦୁଇ ପହରର, ଉଷୁମ…

Continue Readingମୋର୍ ମନର କଥା