Odia Poem Pana Sankranti (ପଣା ସଂକ୍ରାନ୍ତି) by Dibyashree Biswabandya Jena

ପଣା ସଂକ୍ରାନ୍ତି

ବିଦାୟ ନେଲେ ଋତୁ ବସନ୍ତ ନୂତନ ଅବ୍ଦର କରି ପ୍ରବର୍ତ୍ତନ ସୌର ବୈଶାଖର ପହିଲି ଦିନ ବିଶୁବେ ସୂର୍ଯ୍ୟ କଲେ ଅବସ୍ଥାନ ଦିନ ମହାବିଷୁବ ସଂକ୍ରାନ୍ତି ଗ୍ରୀଷ୍ମ ଋତୁ ସେଦିନୁ ପ୍ରବେଶନ୍ତି ପ୍ରଥା ପରମ୍ପରା ଉତ୍କଳୀୟ ରୀତି ପଣା ନାମେ ସେ ପଣା ସଂକ୍ରାନ୍ତି ତେଜ ବଢ଼ାଇଲେ ଅରୁଣ ଘୋର ନିଦାଘ ଦାରୁଣ ବସାଇ ଓଡ଼ିଆ ବସୁନ୍ଧରା ଠେକି ଇନ୍ଦ୍ରେ ମନାସେ ସହଳ ବୃଷ୍ଟି । – ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା ଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନାଦିବ୍ୟାଶ୍ରୀ ବିଶ୍ୱବନ୍ଦ୍ୟା ଜେନା…

ଅଧିକ ପଢ଼ନ୍ତୁ
Odia Poem Nua Barasa Tume Asichha (ନୂଆ ବରଷ, ତୁମେ ଆସିଛ) by Sarmistha Malla on Odia New Year and Pana Sankranti

ନୂଆ ବରଷ, ତୁମେ ଆସିଛ

ନୂଆ ବରଷ, ତୁମେ ଆସିଛ ପାଦ ଥାପି ଥାପି, ନେଇ ନୂଆ ଅଭିଳାଷ, କଅଁଳ ଖରାରେ, ବୈଶାଖ ସ୍ପର୍ଶରେ ବିହଙ୍ଗମ କଲରବେ, ଆସିଛ ତୁମେ ନବ ବରଷ । ନୂଆ ବରଷର ଆକାଶ ଆଜି ଲାଗୁଛି ନୂଆ ନୂଆ ନୂଆ ବରଷର ଏ ମଳୟ ପବନ ଲାଗେ ଆଜି ନୂଆ ନୂଆ । ନୂଆ ବରଷର ନୂତନ ସକାଳେ ଉଦୟ ହେଲେଣି ରବି ସ୍ୱାଗତ କରିବାକୁ ତାଙ୍କୁ ସଜବାଜ ହେଲେଣି ବିହଙ୍ଗମ ରାବି ରାବି । ହେ ନବ ବରଷ, ଦେଖ…

ଅଧିକ ପଢ଼ନ୍ତୁ
Odia Poem Ratna Bedi Darsana (ରତ୍ନବେଦୀ ଦର୍ଶନ) by Ashutosh Meher

ରତ୍ନବେଦୀ ଦର୍ଶନ

ତୁଳସୀରେ ମନ ଅବଢ଼ାରେ ମନ ମନ ରତ୍ନ ସିଂହାସନେ ବାଇଶୀ ପାହାଚ ବଡଦାଣ୍ଡେ ଭରା ଧୂଳି ମୁଠେ ଧନ ଧନେ ॥୦॥ ସତରେ କାଳିଆ କେତେ ଦିନ ହେଲା ଦେଖି ନାହିଁ ତୋ’ର ମୁହଁ ଥୟ ଧରି ଥିବି ଆଉ କେତେ ଦିନ ମନ ଖୋଲି ତୁହି କହ ପରାଣ ଧନରେ ବଞ୍ଚିବି କେମିତି ଆଶଙ୍କା ଭରୁଛି ମନ ॥୧॥ ଦେଖୁଛି ତୋ’ ବାନା ଫର ଫର ଉଡ଼େ ହସୁଛି ସେ ନୀଳ ଚକ୍ର ସତେ କାହିଁ…

ଅଧିକ ପଢ଼ନ୍ତୁ
Odia Poem Mukti Dia (ମୁକ୍ତି ଦିଅ) by Soubhagyabati Giri

ମୁକ୍ତି ଦିଅ

ମୁକ୍ତି ଦିଅ ମୁକ୍ତି ଦିଅ ପ୍ରଭୁ ମତେ ଜନନୀର ଜଠରରୁ ନିବିଡ଼ ଘୋର ଅନ୍ଧକାରରେ କରୁଥିବା ସଂଘର୍ଷରୁ ପାପର ପଙ୍କରେ ଘାଣ୍ଟି ମୁଁ ହେଉଛି ନିତି ପାଏ ଏଠି କଷ୍ଟ ଜଲ୍ଦିଜଲ୍ଦି ପାଦ ଥାପିବା ପାଇଁକି ଡାକେ ମତେ ଧରାପୃଷ୍ଠ କ୍ଷମା ଦିଅ କ୍ଷମା ଦିଅ ମତେ ପ୍ରଭୁ ପାପର କର କ୍ଷୟ ସତ୍ୟପଥେ ଆଉ ଧର୍ମପଥେ ମୁଁ ରଖିବି ତ ସଦା ଲୟ ଧରାପୃଷ୍ଠରେ ପାଦ ଥାପିବାକୁ ଦିଅ ପ୍ରଭୁ ଅନୁମତି ସବିତା ଦର୍ଶନେ ଶପଥ…

ଅଧିକ ପଢ଼ନ୍ତୁ
Odia Poem Tanmaya Sura (ତନ୍ମୟ ସୁର) by Prafulla Chandra Padhi

ତନ୍ମୟ ସୁର

ଲକ୍ଷେ ଇନ୍ଦ୍ରଧନୁ ତମେ ॥ ଦଳ ଦଳ ଧୋବ ପକ୍ଷୀ ତମ ତନୁର ତନ୍ମୟତା । ହଜାରେ ରଙ୍ଗର କ୍ଷେତ ତମ ଚାହାଣି । କୂଳ ଲଂଘି ଢେଉ ଧସି ଆସୁଚି ହୃଦୟ ଭିତରୁ କେବେ ଲେଖି ଥିଲି କବିତା ! ଶଦ୍ଦ ସବୁ ଗୁଣୁ ଗୁଣୁ ତମ ପ୍ରୀତିର ଠାଣି । ତମେ ପ୍ରୀତିମୟୀ ବାସୁଚ ଖୁବ ମୋର କଲମ ମୁନରେ ପ୍ରତିଦିନ ॥ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ…

ଅଧିକ ପଢ଼ନ୍ତୁ