Odia Poem Mukti Dia (ମୁକ୍ତି ଦିଅ) by Soubhagyabati Giri

ମୁକ୍ତି ଦିଅ

ମୁକ୍ତି ଦିଅ ମୁକ୍ତି ଦିଅ ପ୍ରଭୁ ମତେ ଜନନୀର ଜଠରରୁ ନିବିଡ଼ ଘୋର ଅନ୍ଧକାରରେ କରୁଥିବା ସଂଘର୍ଷରୁ ପାପର ପଙ୍କରେ ଘାଣ୍ଟି ମୁଁ ହେଉଛି ନିତି ପାଏ ଏଠି କଷ୍ଟ ଜଲ୍ଦିଜଲ୍ଦି ପାଦ ଥାପିବା ପାଇଁକି ଡାକେ ମତେ ଧରାପୃଷ୍ଠ କ୍ଷମା ଦିଅ କ୍ଷମା ଦିଅ ମତେ ପ୍ରଭୁ ପାପର କର କ୍ଷୟ ସତ୍ୟପଥେ ଆଉ ଧର୍ମପଥେ ମୁଁ ରଖିବି ତ ସଦା ଲୟ ଧରାପୃଷ୍ଠରେ ପାଦ ଥାପିବାକୁ ଦିଅ ପ୍ରଭୁ ଅନୁମତି ସବିତା ଦର୍ଶନେ ଶପଥ…

ଅଧିକ ପଢ଼ନ୍ତୁ
Odia Poem Tanmaya Sura (ତନ୍ମୟ ସୁର) by Prafulla Chandra Padhi

ତନ୍ମୟ ସୁର

ଲକ୍ଷେ ଇନ୍ଦ୍ରଧନୁ ତମେ ॥ ଦଳ ଦଳ ଧୋବ ପକ୍ଷୀ ତମ ତନୁର ତନ୍ମୟତା । ହଜାରେ ରଙ୍ଗର କ୍ଷେତ ତମ ଚାହାଣି । କୂଳ ଲଂଘି ଢେଉ ଧସି ଆସୁଚି ହୃଦୟ ଭିତରୁ କେବେ ଲେଖି ଥିଲି କବିତା ! ଶଦ୍ଦ ସବୁ ଗୁଣୁ ଗୁଣୁ ତମ ପ୍ରୀତିର ଠାଣି । ତମେ ପ୍ରୀତିମୟୀ ବାସୁଚ ଖୁବ ମୋର କଲମ ମୁନରେ ପ୍ରତିଦିନ ॥ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀପ୍ରଫୁଲ୍ଲ ଚନ୍ଦ୍ର…

ଅଧିକ ପଢ଼ନ୍ତୁ
Odia Poem Mita (ମିତ) by Prafulla Chandra Padhi

ମିତ

ମୋ ନିଛାଟିଆ ପ୍ରାଣରେ ତମେ ସ୍ପନ୍ଦିତ ଚନ୍ଦନ ଶଦ୍ଦମୟ ହେଇଯାଏ ହେ ଜଗନ୍ନାଥ ତମକୁ କଲେ ଦରଶନ ॥ ଫଗୁମୟ ତମରି ରଥଯାତ୍ରା ମୁ଼ଁ ନିରେଖିଲି ଟି.ଭି.ରୁ । ମୋରି ହୃଦୟରେ ତୁମେ : ସୁନ୍ଦର ସକାଳ କିଚିରି ମିଚିରିରେ ଭରା ଗୀତ_ଗୀତ ସବୁ କାଳ ॥ – ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ…

ଅଧିକ ପଢ଼ନ୍ତୁ
Odia Poem Bhinna E Ratha Jatra (ଭିନ୍ନ ଏ ରଥଯାତ୍ରା) by Soumya Ranjan Pal

ଭିନ୍ନ ଏ ରଥଯାତ୍ରା

ତିନିରଥ ଆଜି ସଜେଇ ରହିଛି ସିଂହଦ୍ଵାର ପାଶେ ଠିଆ ଭାଇ ଭଉଣୀଙ୍କୁ ସାଥିରେ ନେଇଣ ବୁଲିଯିବ ଯେ କାଳିଆ ପହଣ୍ଡି କରିଣ ରଥାରୂଢ଼ ହେବ ସେବାୟତ ପାଶେ ଥାଇ ମାନି ସଙ୍ଗରୋଧ ନଡ଼ିଆ ଭାଙ୍ଗିବ ଦୂରେ ଭକତଟା ରହି ॥ ଷାଠିଏ ପଉଟି ଛାଡ଼ିଦେଇ ପଛେ ମାଉସୀ ରନ୍ଧା ଖାଇବ କାଳିଆ ବିହୁନେ ଶିରୀମନ୍ଦିର ଯେ ସତରେ ଶୂନ୍ୟ ଲାଗିବ ଶୂନ୍ୟ ବଡ଼ଦାଣ୍ଡ ଶୂନ୍ୟ ରାଜପଥ ଶୂନ୍ୟ ଏ ନୀଳ ଅମ୍ବର ଭକତ ଗହଳି ନାହିଁ ପାଶେ…

ଅଧିକ ପଢ଼ନ୍ତୁ
Odia Poem Pabitra Dina (ପବିତ୍ର ଦିନ) by Soubhagya Ranjan Mohapatra on Lord Jagannath Ratha Jatra

ପବିତ୍ର ଦିନ

ବଡ଼ଦାଣ୍ଡେ ପ୍ରଭୁ ନନ୍ଦିଘୋଷ ରଥେ ବିରାଜ କରିଛ ଆଜି । ପତିତମାନଙ୍କୁ ଉଦ୍ଧାରିବ ଆଜି ବାମନ ରୂପକୁ ସାଜି ॥ ଭକ୍ତ ଭଗବାନ ମିଳନ ହୋଇବ ଆଜି ଏ ପୁଣ୍ୟ ଦାଣ୍ଡରେ । ଭକ୍ତ ପ୍ରିୟ ପ୍ରଭୁ ମିଶି ଯିବେ ଆଜି ଭକତଙ୍କ ଭକତିରେ ॥ ନନ୍ଦିଘୋଷ ବିଜେ କାଳିଆ ସାଆନ୍ତ ତାଳଧ୍ଵଜେ ବଳଭଦ୍ର । ଦର୍ପଦଳନରେ ସୁଭଦ୍ରା ଭଉଣୀ ଦିଶେ ସତେ ପୂର୍ଣ୍ଣଚନ୍ଦ୍ର ॥ ଚକା ଚକା ଆଖି ଅପଲକ ନେତ୍ର ନାମ ତାଙ୍କ ଜଗନ୍ନାଥ…

ଅଧିକ ପଢ଼ନ୍ତୁ