Read more about the article ଅବାଞ୍ଛିତ ହସ
Odia Poem Abanchhita Hasa (ଅବାଞ୍ଛିତ ହସ) by Sachidananda Mohanty

ଅବାଞ୍ଛିତ ହସ

ଅବେଳରେ ଅବାଞ୍ଛିତ ହସ ଅପଦସ୍ତ କରେ, ହସ ସଙ୍ଗେ ସମ୍ବନ୍ଧ ବିଚ୍ଛେଦ ପାଇଁ ତୀବ୍ର ଇଛାହୁଏ, ଅକାରଣେ ଆସିଯାଏ ଭୁଲ ଜାଗାରେ, ଭୁଲ ସମୟରେ । ସତେ, କାହାକୁ ସମ୍ମାନ ନାହିଁ, ଭୁଲ ଠିକର କଳନା ନାହିଁ, ତା' ମର୍ଜୀର ସେ…

Continue Readingଅବାଞ୍ଛିତ ହସ
Read more about the article ଶ୍ରୀକୃଷ୍ଣ
Odia Poem Srikrishna (ଶ୍ରୀକୃଷ୍ଣ) by Sachidananda Mohanty

ଶ୍ରୀକୃଷ୍ଣ

ଧରଣୀ କ୍ରନ୍ଦନ ଶୁଣି ଜନାର୍ଦ୍ଦନ ପାପୀଙ୍କର ବିନାଶନ, ପାଇଁ ଅବତୀର୍ଣ୍ଣ, ପୃଥିବୀ ପୃଷ୍ଠରେ କଲେ ଧର୍ମ ସଂସ୍ଥାପନ । ଗବେଷକ ଗଣ କରନ୍ତି ବର୍ଣ୍ଣନ ଖ୍ରୀଷ୍ଟ ପୂର୍ବ ୩୨୨୭ ବର୍ଷ, ଭାଦ୍ରବ ଅଷ୍ଟମୀ ବୃଷରେ ରୋହିଣୀ କୃଷ୍ଣ ପକ୍ଷ ରାତ୍ର ଅର୍ଦ୍ଧ…

Continue Readingଶ୍ରୀକୃଷ୍ଣ
Read more about the article ଶ୍ରୀ ଜଗନ୍ନାଥ ଜଣାଣ
Shree Jagannath Janana (ଶ୍ରୀ ଜଗନ୍ନାଥ ଜଣାଣ) by Sachidananda Mohanty

ଶ୍ରୀ ଜଗନ୍ନାଥ ଜଣାଣ

ତୋ' ରୂପ ବର୍ଣ୍ଣନା ଭାଳି ବିଶ୍ୱକର୍ମା ହୃଦେ କଲେ ନିବେଦନ ସ୍ରଷ୍ଟା, ସୃଷ୍ଟି ଦ୍ୱୟ ଅଟୁ ଦୟାମୟ ତୁ କରୁ ତୋତେ ସୃଜନ । ଏ ବିଶ୍ୱ ବ୍ରହ୍ମାଣ୍ଡ ତୋ'ଠାରୁ ଉଦ୍ଭବ ତୁହି କର୍ତ୍ତା ଓ କାରଣ, ଦେବତା, ଦାନବ ଜୀବଜନ୍ତୁ…

Continue Readingଶ୍ରୀ ଜଗନ୍ନାଥ ଜଣାଣ