Odia Poem Sri Radha (ଶ୍ରୀ ରାଧା) by Nirupama Hota

ଶ୍ରୀ ରାଧା

ଫେରିବାର ପଥ ଭୁଲିକି ଗଲ ଗୋବିନ୍ଦ ଗୋପର ଗୋପୀ ଗୋପାଳ ଝୁରୁଛି ରାଧିକା ଝୁରୁଛି କଦମ୍ବ ଝୁରୁଛି ଯମୁନା ଜଳ ଯେଣେ ଅନଉଛି ଲଳନା ଦେଖେ କଳା ଶ୍ରୀମୁଖ ଭାବୁକ ଲାଗଇ ତାହାକୁ ଅବନୀ ଆକାଶ ନବ ଦୁର୍ବାଦଳ ନିଷ୍ପ୍ରଭ ଦିଶିଲା ନପାଇ କୃଷ୍ଣ ପରସ ଛନ୍ଦ ହରା ହେଲେ ଗୋପର କାମିନୀ ଦିଗହରା ହେଲା ପିକ ଗୋଧୂଳି ଲଗନେ ନଦିଶେ ପ୍ରେମ ପିୟୁଷ ମେଘର ମାହ୍ଲାରରେ ହଜିଗଲା ପରେ ଚାନ୍ଦ ଶ୍ୟାମ ଘନ ବଂଶୀ ସ୍ଵନ…

ଅଧିକ ପଢ଼ନ୍ତୁ
Odia Poem Sita (ଶୀତ) by Rama Chandra Pradhan

ଶୀତ

ରଙ୍ଗ ବେରଙ୍ଗର ଫୁଲର ସମ୍ଭାରେ ଥିରି ଥିରି ଆସେ ଶୀତ ଶୀତ ଆଗମନେ ମୋ ଗାଆଁ ହସଇ ଚାଷୀ ପୁଅ ଗାଏ ଗୀତ । ପ୍ରକୃତି ପଲ୍ଲୀର ଶୀତ ସକାଳଟା ଭାରି ମନୋହର ଦିଶେ ଫୁଲଫଳ ଭରା ବାଡ଼ି ବଗିଚାଟା ଖୁସିରେ ଯେମିତି ହସେ । ଶୀତ ସକାଳର କୋହଲା ପାଗରେ କାକର ଦେଖାଏ ଛଇ ଶିଶିରର ବିନ୍ଦୁ ବୃକ୍ଷ ଲତା ଡାଳେ ମୁକ୍ତା ସମ ଝଟକଇ । ପଲ୍ଲୀ ଲଳନାର କୁହୁକ ଛୁଆଁରେ ଅଗଣା ଜୀବନ୍ତ ଦିଶେ ହଳଦୀ ରଙ୍ଗର…

ଅଧିକ ପଢ଼ନ୍ତୁ
Odia Poem Birahara Dahanare (ବିରହର ଦହନରେ) by Prashant Pradhan

ବିରହର ଦହନରେ

ମିଛ ଭରସାରେ ଆଜିବି ବଞ୍ଚିଛି ଲେଉଟିବ ତୁମେ ବୋଲି ଚିରସ୍ରୋତା ହେଲା ଆଖିର ଶ୍ରାବଣ ଯେବେଠାରୁ ଗଲ ଚାଲି ॥ ଝାଉଁଳିଗଲାଣି ଏ ଦେହ ଯୌବନ ବିରହର ଦହନରେ ସ୍ପନ୍ଦନର ବେଗ ଥମି ତ ଗଲାଣି ଆଶାତୀତ ଅପେକ୍ଷାରେ ॥ କାରାଗାରର ସେ ଅପରାଧୀ ପରି ସାଜିଛି ଏବେ ଜୀବନ ପ୍ରେମ ବନ୍ଧନରେ ବନ୍ଦୀ କରି ତୁମେ ଜାଳୁଅଛ ପ୍ରତିକ୍ଷଣ ॥ ମହମ ପରି ତରଳି ଯାଉଛି ବିଚ୍ଛେଦର ଦାବାଗ୍ନିରେ ଶେଷ ଦେଖା ଦିଅ ଶେଷଥର ପାଇଁ…

ଅଧିକ ପଢ଼ନ୍ତୁ
Odia Poem Bayani (ବାୟାଣୀ) by Swarup Chandra Barik

ବାୟାଣୀ

ପାଠ ପଢ଼ି ଧନ ଯାଇଛି ହେଲେ ହେଲାଣି ଡେରି, ସାଙ୍ଗ ସାଥି ଯେତେ ଘରକୁ ସବୁ ଆସିଲେ ଫେରି । ମା’ ମନ ଭାରି ଅବୁଝା କିଏ ବୁଝାଇ ଦେବ, ପୁଅର ଫେରିବା ବାଟକୁ ଚାହିଁ ପଚାରୁଥିବ । ଦେଖିଛ କି କେହି ଧନକୁ ଟାଣ ହେଲାଣି ଖରା, ନିଏନାହିଁ ଛତା-ଚପଲ ଯେତେ କହିଲେ ପରା । ତାତିଥିବ ପଥ-ପଥର କିସ କରିବ ଆଜ, କଅଁଳ ପଦୁଅଁ ମୁହଁରେ ଆଉ ନଥିବ ତେଜ । ଛାଡ଼ିବିନି ଆଉ ଖରାରେ ପାଠ ନ ହେଉ…

ଅଧିକ ପଢ଼ନ୍ତୁ
Odia Poem Prema Sudha Bari (ପ୍ରେମ ସୁଧା ବାରି) by Ashutosh Meher

ପ୍ରେମ ସୁଧା ବାରି

ଦରପଣେ ଦେଖେ ନିଜ ଛବି ସିନା ଲାଗେ କିଆଁ ଏତେ ପର ଅଚିହ୍ନା ଅଚିହ୍ନା ମନର ଭିତରେ ଖୋଜିବାକୁ ନାହିଁ ତର । ହୃଦୟ ଭିତରୁ ଫୁଟି ଉଠେ କିଆଁ ହୃଦ ଛବି ଆଉ କା’ର ପ୍ରେମର ମହକେ ମନ ଉପବନ ମହକରେ ଭରପୁର । ସେ ମହକ କିଆଁ ବାଇ କରେ ମତେ ଅଶରୀର ରୂପ ଧରି ଶୂନ୍ୟତା ଭିତରେ ପୂରି ଉଠେ ଆତ୍ମା ସେ କି ପ୍ରେମ ସୁଧା ବାରି?? – ଆଶୁତୋଷ ମେହେର ଆଶୁତୋଷ ମେହେରଆଶୁତୋଷ…

ଅଧିକ ପଢ଼ନ୍ତୁ