ଅଭାବଦାସ

ଅଭାବଦାସ

ଏଠି — ମାଟିର ଅଭାବ ପାଣିର ଅଭାବ ଖାଦ୍ୟର ଅଭାବ ଭାବର ଅଭାବ । ଚତୁଃପାର୍ଶ୍ୱରେ ଖାଲି ଅ-ଭା-ବ । ଘଟଣ-ଅଘଟଣରେ ଶିକାର ହୋଇ ଜିଇ ଚାଲିଛନ୍ତି ଅଭାବଦାସ ମାନେ… । ଭଙ୍ଗ-ଦଦରା ଘର ଓ ପଲିଥିଲ୍ ତଳେ ନିଜ ସଂସାରର ସୁଖକୁ ଅଣ୍ଡାଳନ୍ତି ଲଙ୍ଗଳା ପିଲାଟା ଗଙ୍ଗାରେ ବୁଡ଼ି ଦକ୍ଷିଣା ପଇସା ଅଣ୍ଡାଳିବା ପରି… । ତଥାପି, ଅଭାବ ହଟେନି ସାଂପ୍ରତିକ ବଜାର ଦରରେ ତେଲ-ଲୁଣର ସଂସାର ଚଳେଇବାକୁ ! ସକାଳର ଅଭାବଦାସ ରାତିରେ ପୁଣି ନର୍ଦ୍ଦମା କଡ଼ର ପଲିଥିନ୍ ଘରେ ତର୍ଜମା…

ଅଧିକ ପଢ଼ନ୍ତୁ
ଫୁଟ୍‌ପାଥର ରାଜା

ଫୁଟ୍‌ପାଥର ରାଜା

ମୁଁ ଫୁଟ୍‌ପାଥର ରାଜା କେହି ନୁହନ୍ତି ମୋର ପ୍ରଜା ମୋତେ କରନ୍ତିନି କେହି ଖୋଜା ମୁଁ ଫୁଟ୍‌ପାଥର ରାଜା । ମୋଦି, ଟ୍ରମ୍ପ ଯିଏବି ହୁଅନ୍ତୁ ନେତା ଧୋନି, ବିରାଟ ଯିଏବି ହେଉ ବିଜେତା ପଡ଼ୋଶୀ ଦେଶର କୂଟ ମୋତେ କରେ ଛଟପଟ ହଜିଯାଏ ମନୁ ମଜା ମୁଁ ଫୁଟ୍‌ପାଥର ରାଜା । କଳେବଳେ କୌଶଳେ ଚୀନ ନେଇପାରେ ପୁଳେ ତିବ୍ବତ କହଇ ମୋ ଭାଗ ତ ଅଛି ଫାଳେ ମୋତେ କେହି କରନ୍ତିନି ଖୋଜା ମୁଁ ଫୁଟ୍‌ପାଥର ରାଜା ।…

ଅଧିକ ପଢ଼ନ୍ତୁ
Tume Kebe

ତୁମେ କେବେ…

ତୁମେ କେବେ ମୟୁରୀପାଇଁ ଜୀମୂତ ପ୍ରେମ ବାରତା, ତୁମେ କେବେ କବିଟି ପାଇଁ କଲମ ଝରା କବିତା । ତୁମେ କେବେ ବେଙ୍ଗୁଲୀ ପାଇଁ ମେଘ ଆଗମନ ତୂରୀ, ତୁମେ କେବେ କୃଷକ ପାଇଁ ଶସ୍ୟର ଆଶାର ବାରି । ତୁମେ କେବେ ଦରଦୀ ପାଇଁ ଯନ୍ତ୍ରଣାର ଆଖି ଲୁହ, ତୁମେ କେବେ ଧରଣୀ ପାଇଁ ଆକାଶ ଛାତିର କୋହ । ତୁମେ କେବେ ନିଦାଘ ପାଇଁ ଶୀତଳ ସମୀର ସ୍ରୋତ, ତୁମେ କେବେ ଜଗତ ପାଇଁ ଖେଳାଅ ତାଣ୍ଡବ ଭୀତ ।…

ଅଧିକ ପଢ଼ନ୍ତୁ
ବର୍ଷାର ଆଗମନରେ

ବର୍ଷାର ଆଗମନରେ

ବର୍ଷା ଭିଜା ଦେହ ତୋର ଦେଖିଲେ ଶିହରଣ ଆଉ ଛୁଇଁ ଦେଲେ କମ୍ପନ ମିଶିଗଲେ ସେ ଦେହରେ ଅକସ୍ମାତ ମୋ ଦେହରେ ଘଟେ ବିସ୍ଫୋରଣ !! ଘନଘନ ମାରୁଛି ବିଜୁଳି ଝାପସା ଝାପସା ଆଲୁଅରେ ଦିଶେ ତୋ ଓଦା ମୁହଁ ଝରକା ଦେଇ ପଶି ଆସେ ସେଇ କୋହଲା ପବନ ଉଲୁସି ଉଠୁଛି ମୋ ମନ !! ଦେହ ଆଉ ବାହୁର ବନ୍ଧନେ ହଜିଯିବା ସପନର ସାଥେ ତୁ ଥିଲେ ପାଖେ ମୋର ଏ ବର୍ଷା ରାତି କେଡ଼େ ମିଠା…

ଅଧିକ ପଢ଼ନ୍ତୁ
ଶରତର ଆଗମନେ

ଶରତର ଆଗମନେ

ଅଶିଣ ଆକାଶେ ରୂପା ଜହ୍ନ ହସେ ରୂପେଲୀ ଜୋଛନା ବୁଣି, ତମସାକୁ ଚିରି ନାଚେ ଥିରି ଥିରି ରୂପସୀ ରଜନୀ ରାଣୀ ॥ ନଦୀ ପଠା ଦେହେ କାଶତଣ୍ଡୀ ମୋହେ ଶୁଭ୍ର ମୁକ୍ତକେଶି ହେଇ, ଶୀତଳ ମରୁତେ ଖେଳିଣ ମରତେ ହୃଦୟକୁ ଯାଏ ଛୁଇଁ ॥ ପାର୍ବଣ ଋତୁରେ ଫୁଟି ମରତରେ ଦିଏ ଶାନ୍ତିର ବାରତା, ଦୁର୍ଗତିନାଶିନୀ ମହିଷାମର୍ଦ୍ଧିନୀ ଆସିବେ ବୋଲି ଯେ ମାତା ॥ ସବୁଜିମା ଦେଖି ଆଖିଯାଏ ଲାଖି ମହକେ ପୁଷ୍ପ ଉଦ୍ୟାନେ, ପ୍ରକୃତିର…

ଅଧିକ ପଢ଼ନ୍ତୁ