ଭାଷାର ବିପତ୍ତି

ଭାଷାର ବିପତ୍ତି

ଲୋକଂକ ବାଣୀ ନିୟଂତ୍ରଣ ପ୍ରଚେଷ୍ଟା ଅଟେ ଅକାରଣ ଶବ୍ଦକୋଷ କି ବ୍ୟାକରଣ ନ ହୋଇପାରେ ସର୍ବମାନ୍ୟ ନିର୍ଦିଷ୍ଟ କାଳେ ସ୍ଥଳେ ଭାଷା ଯେମିତି ସୁଦଶା ଦୁର୍ଦଶା ଭୋଗେ, ତହିଁର ବିବରଣ ଲିଖିତ ବହି ବ୍ୟାକରଣ ଭୁଲ୍‌ କି ଠିକ୍‌ ନିରୂପଣ କରିବା ନୁହେ ସମୀଚୀନ ନିଜେ ବୋଲାଇ ସର୍ବୋତ୍କୃଷ୍ଟ ବ୍ୟକ୍ତି ହିଁ କରେ ଭାଷା ଭ୍ରଷ୍ଟ ଜଣେ କହିଲେ ଜଣେ ବୁଝି ଚଳାଂତି ଆପଣା ମରଜି ଏଥିରେ ଅନ୍ୟ କେହି ମଥା ଘୂରାଇ ପାଏ ମନେ ବ୍ୟଥା…

ଅଧିକ ପଢ଼ନ୍ତୁ
ଜୀବନ ପୃଷ୍ଠାରେ

ଜୀବନ ପୃଷ୍ଠାରେ

ଜୀବନର କିଛି ପୃଷ୍ଠାର ପଛକୁ ଯାଇ ଦେଖେ ତ ତୁମକୁ ପାଏ ସ୍ମୃତିକୁ ରୋମନ୍ଥନ କରେ ତୁମସାଥେ ଚୁପ୍ ଚାପ ନଈକୂଳ ତୁଠରେ ରାଗ ଅଭିମାନ ସବୁ ଅଜାଡ଼ି ଦିଅ ମୋ ଉପରେ ଆଉ ବାନ୍ଧି ହୋଇଯାଅ ମୋ ଛାତି ଚିବୁକରେ ଢଳ ଢଳ ଲୋତକ ପୁର୍ଣ୍ଣ ଆଖିରେ କୁହ ଛାଡ଼ି ଚାଲିଯିବନି ତ ସମୟ ସୁଅରେ ସେହି ଅମୂଲ୍ଯ ସମୟରେ ନିଜକୁ ସମ୍ଭାଳି ପାରୁନଥିଲି ସତରେ ପୂର୍ବରୁ ନିଜକୁ ସମର୍ପଣ କରିଥିଲି କେବଳ ହୃଦୟକୁ ଛୁଇଁ…

ଅଧିକ ପଢ଼ନ୍ତୁ
ଶବ୍ଦର ବହୁ ରୂପ ଭେକ

ଶବ୍ଦର ବହୁ ରୂପ ଭେକ

ଏହାର ତାହାର, ଆମର ତାଂକର ଭିତର ବାହାର ଶବ୍ଦ ଜଣା ପଡ଼େନାହିଁ ସହଜେ ଲୋକଂକୁ କିପାଇଁ ବୃଥା ବିବାଦ ଯେଉଁ ଶବ୍ଦ ଯେଉଁଠାରୁ ଆସିଥାଉ ପଡ଼ିଲେ ଲୋକଂକ କାନେ ତାହା ବଦଳାଇ ସୁବିଧାନୁସାରେ ସାଇତି ରଖଂତି ମନେ କାଳେ ଦରକାର ପଡ଼ିଯାଇପାରେ କିଏ ଜାଣେ କେବେ ଦିନେ ବେଶି ଜାଣିଥିଲେ କମ୍‌ ହଇରାଣ ଏମିତି ବୁଝଂତି ଜନେ ଯେତେ ଭାଷା ହୁଏ ନିତ୍ୟ କଥିତ ସବୁ ରହି ମିଳିମିଶି ଲୋକ ମନ ଭାବ ରୁଚି ଅନୁଯାୟୀ ପାରଂତି…

ଅଧିକ ପଢ଼ନ୍ତୁ
ସତୀ ଗୁଡ଼ି

ସତୀ ଗୁଡ଼ି

ନିଶୁଆ ବୁଢାକୁ ଲୋକେ ଜାଣିଥିଲେ ଧରୁଥିଲା ଗୋଟେ ବାଡ଼ି ମୁଂଡରେ ରଂଗିନ ପଗଡ଼ି ନିଜ ବୋହୂ ସଂଗେ ହୋଇ ଯୋଡ଼ାଯୋଡ଼ି ଧରା ପଡ଼ିଗଲା ଅଧ ରାତିରେ କିରୋସିନ୍‌ ଢାଳି ଜାଳିଦେଲା ନିଆଁଖାଡ଼ି ବୋହୂ ଛାଡ଼ୁଥିଲା ରଡ଼ି ପୂରା ଘର ଗଲା ପୋଡ଼ି ମୁଲକରେ ସେ ଖୁବ୍‌ ବଡ଼ ପଇସାବାଲା ପାଂଚଟି ଗାଆଁର ମଝିରେ ଜାଗା ବାଛିଲା ଜମି କିଣି ସେଠି ତୁରଂତ ତୋଳାଇ ଦେଲା ସୁଂଦର ସତୀ ଗୁଡ଼ି ଆଖର ପାଖର ଗାଆଢ଼ଁର ମାଇପି ଧାଡ଼ି ଦେଉଳ…

ଅଧିକ ପଢ଼ନ୍ତୁ
ରହସ୍ୟମୟ ଦାରୁବ୍ରହ୍ମ

ରହସ୍ୟମୟ ଦାରୁବ୍ରହ୍ମ

ଦାରୁ ବ୍ରହ୍ମ ରୂପେ ରତ୍ନସିଂହାସନେ ବିରାଜିଛ ନୀଳମଣି ଚକ୍ର ସୁଦର୍ଶନ ଭଉଣୀ ସୁଭଦ୍ରା ସଙ୍ଗେ ଧରି ହଳପାଣି । (୧) କୋଟି କନ୍ଦର୍ପଙ୍କ ରୂପର ପ୍ରଭାରେ ହୋଇଅଛ ରୂପବନ୍ତ ଅଧାଗଢ଼ା ହୋଇ ମର୍ତ୍ତ୍ୟ ବୈକୁଣ୍ଠରେ କରୁଛ ଲୀଳା ଅନନ୍ତ । (୨) ଭକତ ବତ୍ସଳ ତୁମେ ଭାବଗ୍ରାହୀ ଉତ୍କଳର ଗଣ୍ଠିଧନ ତୁମରି ଭାବରେ ବିହ୍ବଳିତ ଆଜି ସବୁ ଓଡ଼ିଆଙ୍କ ମନ । (୩) ଜାତି, ଧର୍ମ, ଭେଦଭାବରୁ ଉର୍ଦ୍ଧ୍ବରେ ତୁମରି ଶରଧାବାଲି ଶ୍ରଦ୍ଧା, ଭକ୍ତି, ଅନୁରାଗର ଡୋରିରେ ସଭିଙ୍କୁ ବାନ୍ଧିଛ ବୋଲି ।…

ଅଧିକ ପଢ଼ନ୍ତୁ