
ନୀରବତାର ଭାଷା
ଏହି ପଥରେ ଯାତ୍ରୀ ଭାବରେ ହଜାଇଛି କି ଅସ୍ତିତ୍ୱ ନିଜର, ଅବା ଏହା ଲକ୍ଷ୍ୟ ନୁହେଁ ମରୀଚିକା କେବଳ, ଆସନ୍ତି କେତେ ମୋ ଅଟ୍ଟାଳିକାକୁ, ବୋଲନ୍ତି ମୋ ଅନୁଗାମୀ, ସଫଳ ବ୍ୟକ୍ତିଙ୍କୁ ଅନୁକରଣ କରନ୍ତି ସଫଳତା କାମୀ, ଚାହେଁନି, ଆସି ଏହି ଉଚ୍ଚତାକୁ, ହୁଅନ୍ତୁ ମୋ ଭଳି ନିରାଶ, ବିକ୍ଷିପ୍ତ ହେଉ ସେ ଆଦର୍ଶ ଜୀବନ ଓ ନାନା ଅଭିଳାଷ, ଭାବନା ଆସେ ଭାଙ୍ଗିଦିଅନ୍ତି ସଭ୍ୟତାର ମୋ ଘର, ଡର ଲାଗେ, ମୋତେ ବୋଲାଇବ ସ୍ୱାର୍ଥପର ଏ…