jibana-eka-pasha-khela

ଜୀବନ ଏକ ପଶା ଖେଳ

ଜୀବନ ଏକ ପଶା ଖେଳ ସମୟ ଚଲାଏ ଦାଉ ଭାଗ୍ୟ ପକାଏ ଗୋଟି ଆଉ ବନ୍ଧା ପଡ଼ିଯାଏ ବ୍ୟକ୍ତି । ପ୍ରତ୍ୟେକ ଦିନ ବିବସ୍ତ୍ର ହୁଏ ଏଇ ଜୀବନ ରୂପି କୁରୁ ସଭାରେ ହାରି ଯାଇ ଏ ସମାଜର ଅସାମାଜିକ ନୀତି ନିୟମ ଆଗରେ । ପ୍ରତ୍ୟେକ ଦିନ ଦେଖେ ତା’ ହାରିଯାଇଥିବା ଛବିଟିକୁ ହତାସ ଛିଡ଼ା ହୋଇ ଦର୍ପଣଟି ସାମ୍ନାରେ । ଜଣାନାହିଁ କେତେବେଳେ ବନ୍ଧା ପଡ଼ିଯିବ ନିଜ ଅସ୍ତିତ୍ୱ ଜଣାନାହିଁ କେତେବେଳେ ନିଲାମ ହୋଇଜିବ ସଞ୍ଚିତ ସ୍ମୃତି ଟିକକ ।…

ଅଧିକ ପଢ଼ନ୍ତୁ
jibanaru-pade

ଜୀବନରୁ ପଦେ

କିଛି ପରିସ୍ଥିତି, କିଛି ପରିବେଶ, କିଛି ପ୍ରେମ, କିଛ ପ୍ରତାରଣାକୁ ପାଥେୟ କରି କିଛି ପାଦ ଚିହ୍ନର ପଛେ ପଛେ ପାଦ ଥାପି କିଛି ପରିଶ୍ରମର ପାଉଣାକୁ ହାତରେ ଭରି କିଛି ନ ପାଇ ଅନେକ କିଛି ପାଇବାର ପ୍ରତିଶ୍ରୃତି ଦେଇ ନିଜର ପ୍ରତିଛବିକୁ ନିଜ ମନେ ପ୍ରତିଷ୍ଠା କରି ନିଜକୁ ପ୍ରତି ମୁହୂର୍ତ୍ତରେ ଜିତିବାର ନାମ ଜୀବନ । କିଛି କୋହକୁ ଛାତିରେ ଧରି, କିଛି ଅନୁଭବକୁ ଅଙ୍ଗେ ଲିଭାଇ, କିଛି ଅସମ୍ଭବକୁ ସମ୍ଭବ କରିବାର ଇପ୍ସାକୁ…

ଅଧିକ ପଢ଼ନ୍ତୁ
nila-nayika

ନୀଳ ନାୟିକା

ନୀଳ ପାରାବାର କୂଳେ କୂଳେ, ନୀଳ ଶାଢ଼ୀ ପିନ୍ଧି କିଏ ସେ ଯାଉଛି, ନୀଳ ପଣତ ସେ ସ୍ୱର୍ଗୀୟ ସୁଷମା ଲଭିଛି; ନୀଳ ଅମ୍ବରେ… ନୀଳ ଚୁଡ଼ି ତା’ର ଖନ୍ ଖନ୍ ବାଜେ ନୀଳ ଢେଉର ତାଳେ ତାଳେ ନୀଳ ନୟନା ତା’ ହରିଣୀ ଚାହାଣି ନୀଳ ଅମୋଘ ବାଜେ ଏ ହୃଦୟରେ…। ନୀଳ ଜହ୍ନର ଜ୍ୟୋତ୍ସ୍ନାରେ… ନୀଳ କୁଣ୍ଡଳ ତା’ ଏତେ ଝଲସା, ନୀଳ ଶାମୁକାର ନୀଳ ବିନ୍ଦୁ ତହିଁ ଓଃ ! ପୁଣି ଏତେ ଈର୍ଷା…

ଅଧିକ ପଢ଼ନ୍ତୁ
ma-kola

ମାଆ କୋଳ

ଏଇ ରଜନୀର ଅନ୍ଧକାରକୁ ବନ୍ଦ କରିବାପାଇଁ ଚାହେଁ ମୋ ଆଖି ପଲକରେ । ମୋ ଅଧରର ବାକ୍ ଶକ୍ତିକୁ ହଜେଇ ଦେବାପାଇଁ ଚାହେଁ ଏ ରାତିର ନିରବତାରେ । କିଛି କ୍ଷଣ ରୋକି ଦେଇ ପବନକୁ ବଦଳେଇବାକୁ ଚାହେଁ ମୋ ଶେଷ ନିଃଶ୍ୱାସରେ । କ୍ଲାନ୍ତ ମୋ ଏଇ ଶରୀରକୁ ଅଗ୍ନିର ଉଷ୍ମତାରେ କରି ପାଉଁଶ ଶୋଇଯିବାକୁ ଚାହେଁ ମା’ ତୋ କୋଳରେ । – ତାନିଆ ପଟେଲ ତାନିଆ ପଟେଲତାନିଆ ପଟେଲ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଭିନ୍ନ ପ୍ରକାରର ଗପ,…

ଅଧିକ ପଢ଼ନ୍ତୁ
shunyasthana

ଶୂନ୍ୟସ୍ଥାନ

ମେଘକୁ ମାଗିଲି ଶ୍ରାବଣ ହେଲେ, ସେ ଲୁହ ଦେଇଗଲା ଫୁଲକୁ ମାଗିଲି ଫଗୁଣ ହେଲେ, ସେ କଣ୍ଟା ଦେଇଗଲା । ପାଣିକୁ ମାଗିଲି ଶୋଷ ଟିକେ ସେ ବିଷ ହେଇଗଲା ହୃଦୟରେ ଖୋଜିଲି ହସଟିକେ ସେ ରାଗି ଚାଲିଗଲା । ରାତିକୁ ମାଗିଲି ତାତି ସେ ଶୀତ ଆଣିଦେଲା ପୁନେଇଁ ଚାହିଁଲି ଜହ୍ନଠୁଁ ତାକୁ ମେଘ ଢାଙ୍କିଦେଲା । ତୂଳୀରୁ ତୋଳିଲି ରଙ୍ଗ ଧେତ୍ ! ସେ ଫିକା ପଡ଼ିଗଲା ପ୍ରିୟାକୁ ମାଗିଲି ପ୍ରେମ ସେ ଧୋକା ଦେଇଗଲା । ଭାବିଥିଲି, କାହାକୁ ଆଉ…

ଅଧିକ ପଢ଼ନ୍ତୁ