
ବହଳ କୁହୁଡ଼ି
ଲୋକଂକ ସହିତ ଯିଏ ଜାଣେନାହିଁ ମିଶି ବହି ପଢ଼ି ପାଉଥାଏ ଭ୍ରମଭରା ଖୁସି ପୁରାଣର କଳ୍ପକଥା ତା’ ମଥାରେ ପଶି ହୁଏ ନୂଆ ଚେତନାର ନୃଶଂସ ବିନାଶୀ ଖୁବ୍ ସହଜରେ ଏଠି ବହୁ ଶବ୍ଦଚାଷୀ ଯାଆଂତି ଚଳିତ ଏହି ସମୟରୁ ଖସି ସଂସାରେ ରହି କହଂତି ନିଜକୁ ସନ୍ନ୍ୟାସୀ କାହାକୁ ସତରେ କରିହୁଏନାହିଁ ‘ଦୋଷୀ’ ସଂଘଭୁକ୍ତ ହୋଇ ନିଜ ବ୍ୟକ୍ତିତ୍ୱ ବିନାଶ କରିଲେ ହିଁ ସେମାନଂକୁ ମିଳଇ ସଂତୋଷ ମିଥ୍ୟା ସହ ରାଜିନାମା କରିଲେ ସ୍ୱାକ୍ଷର ଗ୍ରଂଥାଧୀନ…