ଆହେ ଜଗନ୍ନାଥ

ହେ ବିଶ୍ଵ ନିୟନ୍ତା ଜଗତ କରତା ଆହେ ପ୍ରଭୁ ଜଗନ୍ନାଥ ତୁମ ଇସାରାରେ ଚାଲେ ଏ ସଂସାର ତୁମେ ପରା ସର୍ବବ୍ୟାପ୍ତ । (୧) ତୁମେ ନାରାୟଣ କରୁଣା ସାଗର ତୁମେ ଅଟ ଅନ୍ତର୍ଯ୍ୟାମୀ ଅନନ୍ତ ଅସୀମ ଅନୁପମ ତୁମେ ଆହେ ଜଗନ୍ନାଥ ସ୍ୱାମୀ । (୨) ନୀଳାଚଳ ଧାମେ ରତନବେଦିରେ ପ୍ରଭୁ ତୁମେ ବସିଅଛ ଦୁନିଆରେ ଯେବେ ଯାହା ଘଟୁଅଛି ସବୁ ତୁମେ ଦେଖୁଅଛ । (୩) ଲୀଳାମୟ ପ୍ରଭୁ ଦୟାର ଠାକୁର ଏତିକି କରୁଛି ମିନତୀ ରଖିଥାଅ ପ୍ରଭୁ…

ଅଧିକ ପଢ଼ନ୍ତୁ
Lekhibaku Dia

ଲେଖିବାକୁ ଦିଅ…

ଲେଖିବାକୁ ଦିଅ ମୋତେ ଲେଖିବାକୁ ଦିଅ କବିତା ଦି ଧାଡ଼ି ଯନ୍ତ୍ରଣାମାନଙ୍କର ଲୁହରେ ଭିଯିବାକୁ ଦିଅ ଶବ୍ଦର ଆଖିକୁ ! ଚାଖିବାକୁ ଦିଅ ଲୁହର ଲୁଣିଆ ସ୍ୱାଦକୁ ଲକ୍ଷେ ଦୁଃଖର ପ୍ଲାବିତ ଧାରରେ ଭାଷିବାକୁ ଦିଅ ଶବ୍ଦକୁ ! ମେଞ୍ଚା ମେଞ୍ଚା ଭୋକ ପେଟର କଷ୍ଟକୁ ଖାଇବାକୁ ଦିଅ ଶବ୍ଦକୁ ଖାଲି ଦେହରେ ଶହି ଯାଉଥିବା ତମାମ ମାଘର କାକର ସ୍ପର୍ଶକୁ କମଲ୍ କରି ଘୋଡେ଼ଇ ହେବାକୁ ଦିଅ ଶବ୍ଦର ଦେହକୁ ! ସୂର୍ଯ୍ୟର ଛାଇରେ ଦେହ ସେକୁଥିବା ଚମଡ଼ାର ରୁକ୍ଷ…

ଅଧିକ ପଢ଼ନ୍ତୁ
Danara Hatare Chahnini

ଦାନର ହାତରେ ଚାହିଁନି

ସୁନ୍ଦରୀଙ୍କୁ ଧରି ରଖିନି ପ୍ରାଙ୍ଗଣ ସୁନ୍ଦରଙ୍କୁ ନା ସେ ରଖିଛି, କେତେ ଆସିଛନ୍ତି ଚାଲି ଯାଇଛନ୍ତି କାହା ବାଟକୁ ସେ ଚାହିଁନି । ଗୀତିକାରଙ୍କୁ ସେ ଧରିଛି ବକ୍ଷରେ ଚିତ୍ରକରଙ୍କୁ ବି ଧରିଛି, କନଭାସ ଚିତ୍ର, ସୁନ୍ଦର ସଙ୍ଗୀତ ନିଜ ପାଇଁ କେବେ ମାଗିନି । କ୍ରୀଡ଼ାବିତ୍‌ଙ୍କୁ ଖେଳାଇଛି କୋଳରେ ମନବିତ୍‌ଙ୍କୁ ବି ଗଢ଼ିଛି, କେବେ ମାଗିନାହିଁ କା’ କ୍ରୀଡ଼ାର ମୂଲ୍ୟ ଅନ୍ତର ଭାବନା କହିନି । ତାର୍କିକଙ୍କୁ କେତେ ତର୍କ ଶିଖାଇଛି ଗାଳ୍ପିକଙ୍କୁ ଗଳ୍ପ କହିଛି, ନିଜପାଇଁ କେବେ ତର୍କ…

ଅଧିକ ପଢ଼ନ୍ତୁ
Kete Janamara Tapa

କେତେ ଜନମର ତପ

ଦୁନିଆ ଜାଣିଛି ଦୁନିଆ ମାନିଛି ପ୍ରେମ ଯାଏ ନାହିଁ ମରି ତେବେ କୁହ କିଆଁ ମିଛଟାରେ ଆମେ ଦୁନିଆକୁ ଯିବା ଡରି ତୁମେ ଖାଲି ଭାବ ଭଲପାଇବାଟା ଆମ ପାଇଁ ମହାପାପ ମୁଁ କିନ୍ତୁ ଭାବୁଛି ମନ ଦିଆନିଆ କେତେ ଜନମର ତପ ଆମ ପ୍ରେମ ଅଟେ ଅଲେଖା କାଗଜ ଦେବା ନାହିଁ ତାକୁ ଚିରି ମନ ଦୃଢ଼ କର ଏଇ ଦୁନିଆକୁ କେବେ ଯିବା ନାହିଁ ଡରି ମିଳନରେ ଆମେ ଖୁସି ହେବା ନାହିଁ ବିରହେ…

ଅଧିକ ପଢ଼ନ୍ତୁ
Makara Sankranti

ମକର ସଂକ୍ରାନ୍ତି

ଧରାରେ ମକର ଆସେ ଧନୁ ପରେ ପରେ, କୃଷି ଭିତ୍ତିକ ପର୍ବ ଭାବେ ପାଳନ୍ତି ପୁରେ ପୁରେ । ସାରା ଭାରତରେ ପାଳନ୍ତି ଜାତି ଧର୍ମରେ ସର୍ବ, ରୋମାନ୍ ଇହୁଦୀମାନେ ବି ପାଳନ୍ତି ଏ ପର୍ବ । ଦକ୍ଷିଣ ଭାରତରେ ପାଳନ୍ତି ତିନି ଦିନ ଏହାକୁ, ପୋଙ୍ଗାଲ ବିହୁ ନାମେ ପୂଜନ୍ତି ଏ ଧରା ଧାମକୁ । କୃଷକ ଚାଉଳ ଆମଳ କରି କ୍ଷୀରି କରଇ ଖୁସି ମନେ ସାହି ପଡ଼ିଶା ଘରେ ଘରେ ବାଣ୍ଟଇ । ଅରୁଆ ଚାଉଳ ନଡ଼ିଆ ଆଖୁ…

ଅଧିକ ପଢ଼ନ୍ତୁ