Eka Eka

ଏକା ଏକା

ତୁମେ ଦେଇଥିବା କଲମ ପ୍ରିୟା ଭାବି ଲେଖେ ତୁମ କଥା ତୁମ ପ୍ରତିଶ୍ରୁତି ମିଛ ଜହ୍ନ ରାତି ଲାଗେ ସବୁ ଫିକା ଫିକା । କେ ଅଭିମାନେ ଚାଲିଗଲ ଛାଡ଼ି କରି ଏତେ ହୀନିମାନ ଚାଲି ଯିବ ଦିନେ ଜାଣି ମୁଁ ନଥିଲି ଆଜି ଲାଗେ ଏକା ଏକା… (୨) କହୁ ଥିଲ ଦିନେ ଛାଡ଼ି ଯିବନାହିଁ ତୁମେ ମୋ ଜୀବନ ଧନ… ସେଇ ଧନ ଆଜି ପର ହେଇଗଲା ବୁଝିଲନି ମୋର ମନ । ଧୋକା ଦବା ଯଦି…

ଅଧିକ ପଢ଼ନ୍ତୁ
Udbhida Bijna Mo Paribara

ଉଦ୍ଭିଦ ବିଜ୍ଞାନ ପରିବାର

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଯେ ଈଶ୍ୱର । ତାଙ୍କ ପାଦ ପଦ୍ମେ ସଦା ଭକ୍ତି କର ॥ ଉଦ୍ଭିଦ ବିଜ୍ଞାନ ମୋ ପରିବାର । ଘରେ ବିଜେ ଅଛନ୍ତି ମୋ ପାଞ୍ଚ ଠାକୁର ॥ ଗୁରୁ ରୂପେ ସେମାନେ ଜ୍ଞାନର ସାଗର । ତାଙ୍କ କରୁଣାର ନାହିଁ ପଟାନ୍ତର ॥ ଘରର ମୁରବି ସାରଦା ପ୍ରସାଦ । ସବୁ ବେଳେ ହସ ହସ ନିର୍ମଳ ସ୍ୱରୂପ ॥ ଘରେ ମୋ ଅଛନ୍ତି ବିଶ୍ୱଜିତ ସାର୍ । ତାଙ୍କ ବିନା ନାହିଁ ଅନ୍ୟଗତି ଆମ୍ଭର ॥ ସୁନ୍ଦର ଶାନ୍ତ ନିର୍ମଳ…

ଅଧିକ ପଢ଼ନ୍ତୁ
Asajada Samikarana

ଅସଜଡ଼ା ସମୀକରଣ

ଅଧାଅଧି ଜୀଇଁଥିବା ଏ ଜୀବନ କିଛି ଆମ୍ବ ତୋଟା ନଈ କୂଳ ପବନ ଆଉ କିଛି ରୁନ୍ଧି ଦେଉଥିବା ସପନ ପଚାରନା ଲାଭ କ୍ଷତି ଭାରି ଅସଜଡ଼ା ଅବୁଝା ଏ ସମୀକରଣ । ଅଧାଅଧି ବୟସରେ ବାଟଭୁଲେ ଏ ମନ କିଛି ପ୍ରେମ କିଛି ଦହନ ଆଉକିଛି ଗତସ୍ମୃତି କଳଙ୍କିତ ମଲାଜହ୍ନ ପଚାରନା ପ୍ରେମିକା ନା ପ୍ରତାରଣା, ସେ ଇତିହାସ ବଡ଼ ଗହନ । ଅଧାଅଧି ରାସ୍ତାରେ ମଧ୍ୟାହ୍ନର ଆହ୍ୱାନ କିଛି ଛାଇ କିଛି ଜ୍ୱଳନ ଆଉକିଛି ରାସ୍ତା ଅଚିହ୍ନା…

ଅଧିକ ପଢ଼ନ୍ତୁ
Abhula Smruti

ଅଭୂଲା ସ୍ମୃତି

ମନେ ଅଛି ମୋର ସେଦିନର କଥା; କରିବନି ପର ବୋଲି ଛୁଇଁଥିଲ ମଥା ॥ ଭୁଲିଗଲ, ଚାଲିଗଲ କରିଦେଇ ପର; ଏକ ଅଚିହ୍ନା ଲୋକକୁ ନେଇ ଗଢ଼ିଲ ସଂସାର ॥ ଭଲ ପାଇବାରେ ଭୁଲ ମୋର ରହିଲା କଉଠି; ପଚାରିବି ଏଇ କଥା, ଦେଖାହବ ଯେଉଁଠି ॥ ଶିଶିର, କାକରରେ ଭିଜି ଦେଖୁଥିଲି କେତେ ସ୍ୱପ୍ନ; ଆଜି ମତେ ଏକା ଦେଖି ହସୁଛି, ପୂର୍ଣମୀର ଏ ଗୋଲ ଜହ୍ନ ॥ ମନେପଡ଼େ ଯେବେ ତୁମ ଅକୁହା କଥା;…

ଅଧିକ ପଢ଼ନ୍ତୁ
Apuraniya Asha

ଅପୂରଣୀୟ ଆଶା

ହୃଦୟର ବିଶାଳ ରାଇଜରେ ମନପକ୍ଷୀଟି ବାନ୍ଧିଛି ଏକ ଛୋଟିଆ ବସା, ସେ କାହାକୁ କହିବ, ଶୁଣିବ ବା କିଏ, ଆଖିରେ ଆଖିଏ ଭରା ଅସୁମାରୀ ସପନ, ମନଭିତରୁ ଉଙ୍କି ମାରୁଥାଏ ଅନେକ ଛୋଟବଡ଼ ଅଝଟ ଅଦମ୍ୟ ଅପୂରଣୀୟ ଆଶା । କ୍ଷଣେ‌ କ୍ଷଣେ ଚାଲେ ମନ ଓ ବିବେକ ମଧ୍ୟେ ଯୁଦ୍ଧ ସହ ନିଷ୍ଠୁର ବଚସା, ସେ କାହାକୁ ଜଣେଇବ, ଜାଣିବ ବା କିଏ, ନିରୀହ ମନ‌ କରେ ବ୍ୟାକୁଳ ପ୍ରୟାସ, ହେଲେ ଅଧୁରା ରହିଯାଏ ଅଧାଗଢ଼ା ସପନଘରର…

ଅଧିକ ପଢ଼ନ୍ତୁ