ସୂର୍ଯ୍ୟମୁଖୀ ଚଢ଼େଇ ଓ କବି
ଚଢ଼େଇଟିଏ ଉଡ଼ୁଛି ସିଧା ଶୂନ୍ୟକୁ, ମହାଶୂନ୍ୟର ଆହୁରି ଉପରକୁ, ସୂର୍ଯ୍ୟ ସମ ଜ୍ୱଳନ୍ତ କିରଣ ସମ ଉତ୍ତପ୍ତ ଆଉ ଦିବସ ସମ ଉଜ୍ଜ୍ୱଳ ହେବାକୁ । କବିଟିଏ ଚାହିଁଛି ସମବେଦନାର ଶ୍ରାବଣୀରେ ପୃଥିବୀ ଭିଜୁଛି, କବିତାର ସ୍ଫୁଲିଙ୍ଗ ଛୁଟୁଛି । କିଛି ବୁଝି ପାରୁନି କି କିଛି ଦେଖିପାରୁନି ଅବୁଝା ଚଢ଼େଇଟି କେବଳ ଉଡ଼ୁଛି ଆଉ ଉଡ଼ୁଛି ॥ X X X X X X X X X X ଏବେ କିନ୍ତୁ ସେ…