ଅଶିଣରେ ଆସେ ମାଆ
ଆଶ୍ୱିନେ ଆସୁ ତୁ ପଣତ ମେଲେଇ ବସୁନ୍ଧରା ସଜାଏ କାଶତଣ୍ଡୀ ତୋ’ ଚଲାପଥେ ଭବ୍ୟ ସ୍ୱାଗତ ପାଇଁ ଆଶ୍ୱିନ ଡାକେ ମା’ ମା’ ଗୁହାରି ଶୁଣିମା ହେଉ ବେଗି ହର ଚିତ୍ତ ଭକ୍ତ ମାତି ଉଠେ ତୋ’ ନାମ ଆବୋରି । ଜଗତ ହୁରି ପକାଏ ସଜାଅରେ ବେଗି ମା’ ପୂଜା ପୀଠ ମା’ ପରା ବିରାଜିବ ନାଶିବାକୁ ଜଗତରୁ ଅନ୍ଧାର ପ୍ରହରୀ ଘଣ୍ଟ, ମୃଦଙ୍ଗର କର ବେଗେ ସଜ ମା’କୁ ପରା ପାଛୋଟିବା ଏ ଧରାକୁ…