Odia Poem Tume hin Tume (ତୁମେ ହିଁ ତୁମେ) by Manjurani Mishra

ତୁମେ ହିଁ ତୁମେ

ତୁମେ ଅନନ୍ତ ଅବିଭକ୍ତ ମନ୍ଦାକିନୀ ସ୍ରୋତ ତୁମେ ବିଶ୍ୱାସର ବିଦେହୀ ସଂକେତ ଭୂମି ଠାରୁ ଭୂମା ପର୍ଯ୍ୟନ୍ତ । ତୁମେ ଆବୃତ୍ତ ପୁଣି ଅନାବୃତ୍ତ ତୁମେ ଦାରୁବ୍ରହ୍ମ ସଂକ୍ଷିପ୍ତ ପୁଣି ବିସ୍ତାରିତ । ତୁମେ ସୃଷ୍ଟି ପରିବ୍ୟାପ୍ତ ଯୋଜନ ଯୋଜନ ତୁମେ ସମୟର ସଞ୍ଜୀବନୀ ଉତ୍ଥାନ ପତନ । ତୁମେ ବିଶ୍ୱ ରୂପରେ ଉଦ୍ଭାସିତ ତୁମେ ଅନନ୍ତ ଶୟନରେ ବିରାଜିତ କୋଟି ବ୍ରହ୍ମାଣ୍ଡର ଆଭା ପରିତୃପ୍ତ ଅକ୍ଷୟ ଅବ୍ୟକ୍ତ । ତୁମ ଓଁ-କାର ଧ୍ଵନିରେ ମୁଁ ବିଗଳିତ ଗୀତ ଗୋବିନ୍ଦ ପଦ୍ୟର ରାଗିଣୀରେ…

ଅଧିକ ପଢ଼ନ୍ତୁ
Odia Poem Mahabahu (ମହାବାହୁ) by Arpita Mishra

ମହାବାହୁ

ଆହେ ଦୟାମୟ ନୀଳାଦ୍ରି ବିହାରୀ, ଦିନ ଯାଉ ତୁମ ଶ୍ରୀପଦ ସୁମରି । ପ୍ରଭୁ ତୁମେ ପରା ଜଗତର ନାଥ, ତୁମ ପାଇଁ ମୁଁହି ହେଲିକି ଅଜ୍ଞାତ । ଶୁଣ ପ୍ରଭୁ ମୋର ହୃଦୟ ବନ୍ଦନ, ନିରାଶ ଆତ୍ମାର ଆକୁଳ ଜଣାଣ । ତୁମ ବିନା ଅବା କିଏ ଅଛି ମୋର, ତୁମେ ପରା ମୋର ଶକ୍ତିର ଆଧାର । ନିତ୍ୟ ମୁଁ କରଇ ତୁମ ଆରାଧନା, କର ପ୍ରଭୁ ମୋର ଶକ୍ତି ସଂରଚନା । ଆସୁ ମୋ ପଥରେ ଯେତେ ବାଧା ବିଘ୍ନ,…

ଅଧିକ ପଢ଼ନ୍ତୁ
Odia Poem Tini Ratha Bije Tini Thakura (ତିନି ରଥେ ବିଜେ ତିନି ଠାକୁର) by Basanti Lata Jena

ତିନି ରଥେ ବିଜେ ତିନି ଠାକୁର

ବରଷକେ ଥରେ ରଥ ଯାତରା ଲୋ ବଡ଼ ଦାଣ୍ଡ ଉଛୁଳୁଛି ଶଙ୍ଖ ଘଣ୍ଟା ଧ୍ଵନି ମୃଦଙ୍ଗ ବାଜୁଛି ତିନି ରଥ ସଜା ଅଛି । ତାଳଧ୍ଵଜ ରଥେ ବିଜେ ବଳଦେବ ରାମ କୃଷ୍ଣ ବିରଜାନ୍ତି ସାରଥୀ ମାତଳୀ ଦଉଡ଼ି ବାସୁକୀ ସୌଭାଗ୍ୟ ମନେ କରନ୍ତି । ସୁଭଦ୍ରାଙ୍କ ରଥ ଦର୍ପ ଦଳନ ଲୋ ସୁଦର୍ଶନ ବିରଜାନ୍ତି ସାରଥୀ ଅର୍ଜୁନ ରଶି ସ୍ୱର୍ଣ୍ଣଚୂଡ଼ ଦେବତା ବୋଲି କହନ୍ତି । ଜଗନ୍ନାଥଙ୍କର ନନ୍ଦିଘୋଷ ସାଥେ ବିଜେ ମଦନ ମୋହନ ସାରଥୀ ଦାରୁକ ରଶି ଶଙ୍ଖଚୂଡ଼…

ଅଧିକ ପଢ଼ନ୍ତୁ
Odia Poem Jauchhi Ratha Dekhi Muhin (ଯାଉଛି ରଥ ଦେଖି ମୁହିଁ) by Sasmita Pradhan

ଯାଉଛି ରଥ ଦେଖି ମୁହିଁ

ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ ଯିବୁ ଯଦି ମୋ ସାଥିରେ ଆ ବେଗି ବେଗି ହୋଇ ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ… ଆଷାଢ଼ ଶୁକ୍ଳପକ୍ଷ ଗୁଣ୍ଡିଚା ଦିନ କରିବେ ମହାପ୍ରଭୁ ରଥାରୋହଣ ଅପୂର୍ବ ସେ ରୂପକାନ୍ତି ଭକ୍ତ ମନ ମୋହନ୍ତି ଦେଖିଲେ ଲୀଳା ଖେଳା ତରିବୁ ଭବ ଭେଳା ଡେରି ତୁ କରନାହିଁ ଖରା ମାଡ଼ି ଆସେ ଟାଇଁ ଟାଇଁ ଲୋ ଚାନ୍ଦମୁହିଁ ଯାଉଛି ରଥ ମୁହିଁ… ନନ୍ଦିଘୋଷ ରଥରେ ଜଗତନାଥ…

ଅଧିକ ପଢ଼ନ୍ତୁ
Odia Poem Kalia Gosein (କାଳିଆ ଗୋସେଇଁ) by Debasish Mohapatra

କାଳିଆ ଗୋସେଇଁ

ଚାହିଁ ବସିଥିଲି ଅନତି ଦୂରେ କେବେ ଆସିବ ମୋର ସଖା ସେଦିନ ଆଉ ନାହିଁ କେତେ ଦୂର, ଆସୁଛି ରଥ ଯାତ୍ରା । ଚକାଡୋଳା ସାଆନ୍ତେ ଟିକେ ଦିଅ ମତେ ଦେଖା ଏ ଭବ ସାଗରରେ ଆଉ କିଛି ଲୋଡ଼ା ନାହିଁ ମୋର ଭାବୁଥିବି ଖାଲି ତମ ଚିନ୍ତା । ମହା ପ୍ରଭୁଙ୍କ ମହାପ୍ରସାଦ, ମହା ପ୍ରଭୁଙ୍କ ବଡ଼ ଯାତ୍ରା ଶରଧା ବାଲିରେ ପାଦ ନ ପଡ଼ିଲେ ଜୀବନଟି ଯାଏ ବୃଥା । – ଦେବାଶିଷ ମହାପାତ୍ର ଦେବାଶିଷ ମହାପାତ୍ରଦେବାଶିଷ ମହାପାତ୍ର…

ଅଧିକ ପଢ଼ନ୍ତୁ