ନିଜକୁ ଖୋଜୁ ଖୋଜୁ
ଅନେକ ଥର କଲମ ଧରେ ମନ ଭିତରେ ଥିବା କଥା ସବୁ ଲେଖିବା ପାଇଁ । ହେଲେ ନିଜ ମନ ଭିତରେ ନିଜକୁ ଖୋଜୁ ଖୋଜୁ କେଜାଣେ କେଉଁଠି ହଜିଯାଏ ମୁଁ । କହି ପାରେନି କଲମକୁ କି ସେ ଦେଇଦେବ ଅକ୍ଷରର ରୂପ ମୋ ମନରେ ଥିବା ଭାବକୁ ଭୟ ଲାଗେ କାଳେ କିଏ ପଢ଼ିଦେବ ଜାଣିଦେବ ମୋ ଦୁର୍ବଳତା, ପଢ଼ିଦେବ ସେ ସବୁକଥା ଯେଉଁଟା ମୁଁ କହିନି କାହାକୁ । ଅନେକଥର ପାଦ ଛନ୍ଦି…