ସୁଶ୍ରୀ ସଙ୍ଗୀତା ସେଠୀ

ସୁଶ୍ରୀ ସଙ୍ଗୀତା ସେଠୀ ଓଡ଼ିଆ ଭାଷାରେ ବିଭନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରିଥାନ୍ତି । ତାଙ୍କ ରଚିତ ପ୍ରସଙ୍ଗଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇଛି ।

Odia Poem Fagunara Fagu (ଫଗୁଣର ଫଗୁ) by Shushree Sangita Sethi for the Celebration of Holi in Odisha

ଫଗୁଣର ଫଗୁ

ଆସିଛି ହୋରି ଆଣି ଫଗୁ ସାଥିରେ ଫଗୁଣକୁ ସଜେଇବ ବୋଲି, ଜୀବନ ରଙ୍ଗେଇ ପ୍ରେମ ରଙ୍ଗରେ ଖୁସିର ଅଭିରକୁ ବୋଳି । ଜୀବନ ମେଳଣକୁ ରଙ୍ଗୀନ କରେଇ ଫଗୁ ଉଡ଼ାଇବ ବୋଲି ବରଷକେ ଥରେ ଆସିଛି ସେ ଖେଳିବାକୁ ମନ ଖୋଲି । ଦୋଳଗୋବିନ୍ଦଙ୍କ ଲୀଳାରେ ଭରି ଭକ୍ତିମୟ ପରିବେଶ, ରଙ୍ଗ ଖେଳରେ ମଜେଇବାକୁ ଡାକେ ହାତ ଠାରି ଆସ । ଜୀବନର ପ୍ରତି ରଙ୍ଗ ଚାଖିବାକୁ ହୁଏ କହେ ସେ ଆଖି ମାରି, ତେବେ ସିନା…

ଅଧିକ ପଢ଼ନ୍ତୁ
Asinare Ase Maa

ଅଶିଣରେ ଆସେ ମାଆ

ଆଶ୍ୱିନେ ଆସୁ ତୁ ପଣତ ମେଲେଇ ବସୁନ୍ଧରା ସଜାଏ କାଶତଣ୍ଡୀ ତୋ’ ଚଲାପଥେ ଭବ୍ୟ ସ୍ୱାଗତ ପାଇଁ ଆଶ୍ୱିନ ଡାକେ ମା’ ମା’ ଗୁହାରି ଶୁଣିମା ହେଉ ବେଗି ହର ଚିତ୍ତ ଭକ୍ତ ମାତି ଉଠେ ତୋ’ ନାମ ଆବୋରି । ଜଗତ ହୁରି ପକାଏ ସଜାଅରେ ବେଗି ମା’ ପୂଜା ପୀଠ ମା’ ପରା ବିରାଜିବ ନାଶିବାକୁ ଜଗତରୁ ଅନ୍ଧାର ପ୍ରହରୀ ଘଣ୍ଟ, ମୃଦଙ୍ଗର କର ବେଗେ ସଜ ମା’କୁ ପରା ପାଛୋଟିବା ଏ ଧରାକୁ…

ଅଧିକ ପଢ଼ନ୍ତୁ
Guru - Odia Poem for Teachers Day by Sushree Sangita Sethi

ଗୁରୁ

ଗୁରୁଙ୍କ ବିନା ସବୁ ଦିଗହୀନ ଗୁରୁଙ୍କ ବିନା ଅସ୍ତ୍ର ମୂଲ୍ୟହୀନ ଗୁରୁଙ୍କ ବିନା ବହି ଅର୍ଥହୀନ ଗୁରୁଙ୍କ ବିନା ଜ୍ଞାନ ଅସମ୍ପୂର୍ଣ୍ଣ । ଗୁରୁ ହିଁ ଜୀବନର ମାର୍ଗଦର୍ଶକ ଅଜ୍ଞାନ ଅନ୍ଧକାରେ ଆଲୋକଗୁଚ୍ଛ ତାଙ୍କ ଜ୍ଞାନ ରୂପକ ଆଲୋକ ବିନା ଅନ୍ଧକାର, ଜୀବନ ରାସ୍ତା ତୁଚ୍ଛ । ଜୀବନ ନୌକାରେ ଗୁରୁ ଯେ ଅଟନ୍ତି ଉତ୍ତର ନଭ ଧ୍ରୁବ ତାରା ହଜେଇ ଦିଏ ଦିଗ ତାଙ୍କ ବିନା ଜୀବନ ଅନ୍ଧାରେ ହେଇ ପଥହରା । ଜ୍ଞାନର ସ୍ଵରୂପ,…

ଅଧିକ ପଢ଼ନ୍ତୁ
Swadhinatara-Swada

ସ୍ୱାଧୀନତାର ସ୍ୱାଦ

ସ୍ୱାଧୀନତା ରଙ୍ଗ ସବୁଠୁ ନିଆରା ମୁକ୍ତ ଆକାଶ ରଙ୍ଗସମ ମୁକ୍ତ ନିଃଶ୍ୱାସ ମୁକ୍ତ ଜୀବନ ବୁଣେ ନୂଆ ପ୍ରାଣ ସଞ୍ଚାରଣ । କିଏ ଭଲ ନପାଏ ମୁକ୍ତ ଆକାଶେ ଉଡ଼ିବାକୁ ଗୀତଗାଇ? ବନ୍ଦୀ ଜୀବନ କି ଜୀବନରେ ଗଣା ଚୋରାବାଲି ସମ ସେହି । ଭାରତମାତା ବି ମୋର ହେଇଥିଲା ବନ୍ଦୀ ଗୋରାଙ୍କ ଅତ୍ୟାଚାର କରାଗାରେ ମାଆ ବନ୍ଦୀ ହେଲେ ସନ୍ତାନ କି ସହିବ ତଡ଼ି କରିଲେ ଗୋରାଙ୍କୁ ସାତଦରିଆ ପାର । ସେହିଦିନ ଥିଲା ଅଗଷ୍ଟ…

ଅଧିକ ପଢ଼ନ୍ତୁ
Srikshetrare Jai Mana

ଶ୍ରୀକ୍ଷେତ୍ରରେ ଯାଇ ମନ

ଦେଖିବାକୁ ତତେ ନନ୍ଦିଘୋଷରେ ଚକାନୟନ ଅଥୟ ଚଞ୍ଚଳ ଏ ମନ ହେଇଥାନ୍ତି କି ପକ୍ଷୀଟିଏ ଯାଇଥାନ୍ତି ଉଡ଼ି ଶ୍ରୀକ୍ଷେତ୍ରେ ଦେଖିବାକୁ ତତେ ଭରି ପ୍ରାଣ । ରଥରେ ବିଜେହୋଇ ତୋ’ର ସେ ଖିଲିଖିଲି ହସକୁ କରିଥାନ୍ତି ମୋ ମନତୁଳସୀ ତୋର ସେହି ଦରଶନେ ସତେ ମୋ ଶୁଖିଲା ଜୀବନେ ଭରିଥାନ୍ତା ତୃପ୍ତି କଳସୀ । କାଳିଆରେ ତୁ କାହିଁ ବୁଝିବୁ ସେ ଅକୁହା ମନର ବେଦନା ଅନ୍ତର ତଳର ଆବେଗ ତୁ ତ ମନଖୁସିରେ ଯାଉ ଭାଇଭଉଣୀ…

ଅଧିକ ପଢ଼ନ୍ତୁ