ପ୍ରଫୁଲ୍ଲ କୁମାର ତ୍ରିପାଠୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ । ସମାଜରେ ଦେଖାଯାଉଥିବା ବିଭିନ୍ନ ପ୍ରକାରର ଦୁର୍ନୀତି, ଅନିୟମିତତା ଏବଂ ମାନବବାଦ ବିଷୟ ଉପରେ ତାଙ୍କ ରଚନା ଆଧାରିତ । ସେ ଓଡ଼ିଆ ଭାଷା ସାହିତ୍ୟର ତର୍ଜମା ଓ ଲିପିର ବିକାଶ ବିଷୟରେ ମଧ୍ୟ ଅନେକ ପୁସ୍ତକ ରଚନା କରିଛନ୍ତି ।

ଅସଜଡ଼ା କଥା

ଅସଜଡ଼ା କଥା

ଅଜାଣତରେ ବି ଅସଜଡ଼ା କଥା ଦୈବାତ୍‌ ପାଟିରୁ ଖସି ଗଲେ, ସଦ୍‌ଭାବ୍‌ କେଉଁ ପ୍ରକାରେ ଜାଣିଛୁଁ, ବିଗିଡ଼େ ବେଶି ତେବେ ସୁଦ୍ଧା କେହି କହୁନାହାଂତି ମାପିଚୁପି କେଉଁ କଥା ସେଇଥିପାଇଁ ତ ଶୁଣୁଥିବା ଲୋକ ଭୋଗୁଥାଏ ହୀନସ୍ତା ରାଂଧିବା ବେଳେ ତ ଚାଉଳରୁ ଗୋଡ଼ି ବାଛି ଦେଇଥାଊଢ଼ଁ ଫିଂଗି କହିବା ବେଳକୁ ବଦଳାଉନାହିଁ ଥରେ ବି ବଚନ ଭଂଗି ଏତେ ବକ୍‌ବକ୍‌ ହେଉଥିଲେ ତ ପଡ଼େନାହିଁ ତାର ପ୍ରଭାବ ରଡ଼ି ଛାଡ଼ି ଖାଲି ଦାବି କରୁଥିଲେ ହଟି…

ଅଧିକ ପଢ଼ନ୍ତୁ
ଫଣୀ ହୋଇଗଲା ଫନି

ଫଣୀ ହୋଇଗଲା ଫନି

ଫଣା ଟେକି ଯେ ହୁଏ ‘ ଫଣୀ ‘ ଫଣୀଂଦ୍ର ନାମ ଅଛୁଢ଼ଢ଼ଁ ଶୁଣି ତେବେ ବି କାହିଢ଼ଁକି କେଜାଣି ଲେଖିଲେ ‘ଫନି ଫାନି ଫୋନି ‘ ରୋମାନ୍‌ ଲିପିରେ ଯାହା FANI ଖବର ଲେଖାଳି ସୁଜ୍ଞାନୀ ଲିପିର ବିଧାନ ନ ମାନି ଅପୂର୍ବ ଶବ୍ଦ ଦେଲେ ବୁଣି ଫଣୀର ବିଷାକ୍ତ ଫୁତ୍କାର ଧ୍ବନିର କରି ସୁବିଚାର ଦିଆହୋଇଛି ଯେଉଁ ନାମ ଦେଖିଲୁଁ ତା’ର ପରିଣାମ ଅନୁକରଣକାରୀ ଦଳ ଭୋଗଂତି ତହିଁର କୁଫଳ ନ କରି କିଛି…

ଅଧିକ ପଢ଼ନ୍ତୁ
ବହିର୍‌ ସମିଆ

ବହିର୍‌ ସମିଆ

ବହିର୍‌ ସମିଆ ସରିବସ୍‌ଲାନ ବଁଚି ରହିଛେ ଲେଖା କାଗଜ୍‌ ଛାଡ଼ି ପର୍‌ଦା ଉପରେ ଦଉଛେ ଜହ ଦେଖା କେହି ନାଇଁପାରେ କେଭେଁ କରି ବହିର୍‌ ମୁଡ଼୍‌କାଟ୍‌ ଆକାର୍‌ ପ୍ରକାର୍‌ ବଦ୍‌ଲି ଗଲାନ ସେନ୍‌ତେଇ ଅଛେ ପାଠ୍‌ ଗୁଟେ ଠାନେ ଯେନ୍‌ ପାଠକ୍‌ ନୁର୍‌ସି ଭାବ୍‌ ବିଚାର୍‌ ଜ୍ଞାନ୍‌ ଯେନ୍‌ତେଇ ହଉ ପାଠ୍‌ ପାଏସି ବଢ୍‌ସି ତାହାର୍‌ ମାନ୍‌ ପ୍ରଫୁଲ୍ଲ କୁମାର ତ୍ରିପାଠୀପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ ଭାଷାବିତ୍ ।…

ଅଧିକ ପଢ଼ନ୍ତୁ
ବହିର ଜମାନା

ବହିର ଜମାନା

ବହିର ଜମାନା ସରି ବସିଲାଣି ବଂଚି ରହିଛି ଲେଖା କାଗଜ ଛାଡ଼ି ପରଦା ଉପରେ ଦେଉଛି ବେଶି ଦେଖା କେହି ପାରିବନି କେବେ ବି କରି ବହି ମୁଂଡକାଟ ଆକାର ପ୍ରକାର ବଦଳି ଗଲାଣି ସେଇମିତି ଅଛି ପାଠ ଗୋଟିଏ ଜାଗାରେ ପାଠକ ଲୋଡ଼ିଲେ ଭାବ ବିଚାର ଜ୍ଞାନ ଯେମିତି ହେଉ ସେ ପାଠ ପାଇଥାଏ ବଢ଼ିଯାଏ ତା’ର ମାନ ପ୍ରଫୁଲ୍ଲ କୁମାର ତ୍ରିପାଠୀପ୍ରଫୁଲ୍ଲ କୁମାର ତ୍ରିପାଠୀ, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସାହିତ୍ୟିକ ଓ…

ଅଧିକ ପଢ଼ନ୍ତୁ
ଆଇଛେ ଇନ୍‌ତା ବେଲ୍‌

ଆଇଛେ ଇନ୍‌ତା ବେଲ୍‌

ନିଜେ ସହି ଭୋକ୍‌ ଶୋଷ୍‌ ଯେନ୍‌ ଲୋକ୍‌ ଦେସି କାହାର୍‌ ପେଟ୍‌ ପୂରେଇ ତାର୍‌ ହାତୁଁ ଖାଇଥିସି ଯେନ୍‌ ଲୋକ୍‌ ଗୁଡ଼େଁ ବି ପାର୍‌ସି ଖୁରେଇ ଇନ୍‌ତା ହେଇଛେ ସମିଆ ଇହାଦେ କେହି ନାଇଁକରେ ସ୍ବୀକାର୍‌ ଉପକାରୀ ଯେତେ ଚିହ୍ନାର୍‌ ଲୋକ୍‌କୁଁ କରୁଥିସି ଧିକ୍‌କାର୍‌ କଥା ତ ଭାଗ୍‌ସି ପବ୍‌ନେ ଉଡ଼ି ଲେଖା ରହିଥିସି ପଡ଼ି କେହି ନାଇଁମାନେ କାହାର୍‌ ବୋଲ୍‌ ଯେତେ ଛାଡ଼୍‌ଲେ ବି ରଡ଼ି ଶିକ୍ଷା ଶାସନ୍‌ ବିଚାର୍‌ ସାହିତ୍ୟ ହେଲାନ ଶବ୍ଦଖେଲ୍‌ ଭାବ୍‌ନା…

ଅଧିକ ପଢ଼ନ୍ତୁ