ମମତା ସାହୁ

ମମତା ସାହୁ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି ।

Odia Bhjan Ghosha Jatra (ଘୋଷ ଯାତ୍ରା) by Mamata Sahu

ଘୋଷ ଯାତ୍ରା

ନିଳାଦ୍ରୀ ବିହାରି ଶ୍ରୀ ପୁରୁଷତ୍ତୋମ କରିବେ ଯେ ଘୋଷଯାତ୍ରା ସଙ୍ଗତେ ଘେନିଣ ଭାଇ ଭଉଣୀଙ୍କୁ ଦୟାମୟ ବିଶ୍ୱକର୍ତ୍ତା ॥ ରତ୍ନସିଂହାସନୁ ଓହ୍ଲାଇ ଶ୍ରୀହରି ବଡ଼ଦାଣ୍ଡେ ବିଜେକରି ଜଗନ୍ନାଥ ବଳଭଦ୍ର ଯେ ସୁଭଦ୍ରା ଅପରୂପ ବେଶ ଧରି ॥ ସୁସଜ୍ଜିତ କେତେ ଶ୍ରୀ ବଡ଼ଦାଣ୍ଡରେ ଶୋଭାପାଏ ତିନି ରଥ ଲୀଳାମୟ ହରି ଲୀଳା ରଚିଛନ୍ତି ବିଶ୍ୱସ୍ୱାମୀ ଜଗନ୍ନାଥ ॥ ବଳଭଦ୍ରଙ୍କର ତାଳଧ୍ୱଜ ରଥ ସୁଭଦ୍ରା ଦର୍ପଦଳନ ନନ୍ଦିଘୋଷ ରଥେ କାଳିଆ ଠାକୁର କରନ୍ତି ବିରାଜମାନ ॥ ଆଳଟ ଚାମର…

ଅଧିକ ପଢ଼ନ୍ତୁ
Odia Bhajan Rathara Darsana Kariba (ରଥରେ ଦର୍ଶନ କରିବା) by Mamata Sahu

ରଥରେ ଦର୍ଶନ କରିବା

ଆସହେ ଭକତ ଚକା ନୟନକୁ ରଥରେ ଦର୍ଶନ କରିବା ଜୀବନର ଯେତେ ଦୁଃଖ ଯାତନାକୁ ହସି ହସି ଭୁଲିଯିବା ॥ ପରବ୍ରହ୍ମ ସେ ଯେ ଚତୁର୍ଦ୍ଧା ମୁରତି ଭକତ ବତ୍ସଳ ହରି ଭାବର ଠାକୁର ନିଳାଦ୍ରୀ ବିହାରି ଦୟାମୟ ଦଇତାରି ॥ ମନ କିଣିନିଏ ବାଙ୍କ ଚାହାଣିରେ ଅଧା ନାଲିହସ ତା’ର ଲାବଣ୍ୟ ସମ୍ଭାର ଅପରୁପ ଶୋଭା ଦିଶେ କେଡ଼େ ମନୋହର ॥ ଆଷାଢ଼ର ଶୁକ୍ଲ ଦ୍ୱିତୀୟା ତିଥିରେ ଯିବେ ଶ୍ରୀଗୁଣ୍ଡିଚା ଘର ଭାଇ ଭଗିନି ତିନି…

ଅଧିକ ପଢ଼ନ୍ତୁ
Odia Bhajan Biswa Prasidha Rathajatra (ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା) by Mamata Sahu

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଜି ଉତ୍କଳେ ପାଳିତ ହୁଏ ଉତ୍ସବ ମୁଖର ଚଳ ଚଞ୍ଚଳିତ ବଡ଼ଦାଣ୍ଡ ହୋଇଥାଏ ॥ ଆଷାଢ଼ ଶୁକଳ ଦ୍ୱତୀୟା ତିଥିରେ ପବିତ୍ର ଏ ରଥଯାତ୍ରା ରଥରେ ଦର୍ଶନ ଦେବେ ପରବ୍ରହ୍ମ ଦୀନବନ୍ଧୁ ବିଶ୍ୱକର୍ତ୍ତା ॥ ରତ୍ନ ସିଂଘାସନ ଛାଡ଼ି ଜଗନ୍ନାଥ ଭକତ ମେଳରେ ରହି ଟାହିଆ ହଲାଇ ମନ୍ଦ ମନ୍ଦ ହସି ନିଏ ଭକ୍ତ ମନ ମୋହି ॥ ଦିବ୍ୟ ଚେତନାର ଭକତି ଆବୋରି ଭକତଟି ଆସି ଥାଏ ଚତୁର୍ଦ୍ଧା ମୁରତି କରିକି…

ଅଧିକ ପଢ଼ନ୍ତୁ
Odia Poem Asichhi Raja (ଆସିଛି ରଜ) by Mamata Sahu

ଆସିଛି ରଜ

ବରଷକେ ଥରେ ଆସିଛି ରଜ, ଆଣିଛି ତା’ ସାଥେ କେତେ ମଉଜ । ନୂଆ ଆଷାଢ଼ ମୌସୁମୀ ଆଜି, କହିଦିଏ ରଜ ଆସିଛି ଆଜି । ଗାଆଁରୁ ସହର ସଭିଏଁ ସଜ, ପାଳିବେ ବୋଲିକି ପରବ ରଜ । ମହକି ଉଠୁଚି ସହର ପଲ୍ଲୀ, କୁଆଁରୀ ମନ ତ ପଡ଼େ ଉଛୁଳି । କୁଙ୍କୁମ କଜଳ ଚନ୍ଦନ ଚିତା, ପାଦକୁ ସୁନ୍ଦର ସରୁ ଅଳତା । ଗଭାରେ ଝୁଲାଇ ଫୁଲ ଗଜରା, ଜାଇ ଜୁଇ ମଲ୍ଲୀ ବାସରେ ଭରା । ନୂଆ ଶାଢ଼ୀ ପିନ୍ଧି ଯେତେ…

ଅଧିକ ପଢ଼ନ୍ତୁ
Namaste Maa Saraswati (ନମସ୍ତେ ମା' ସରସ୍ୱତୀ) by Mamata Sahu

ନମସ୍ତେ ମା’ ସରସ୍ୱତୀ

ନମସ୍ତେ ନମସ୍ତେ ଭଗବତୀ ଗୋ ଭାରତୀ ନମସ୍ତେ ନମସ୍ତେ ବିଦ୍ୟାବତୀ ସରସ୍ୱତୀ ॥ ବାଲମିକ ମୁନିଙ୍କୁ ମା’ କରିଲୁ ସୁଦୟା ସପ୍ତକାଣ୍ଡ ରାମାୟଣ ଲେଖିଲେ ଅନନ୍ୟା ॥ ବୀଣା ନାଦେ ବିଷ୍ଣୁଙ୍କର ମନକୁ ମୋହିଲୁ ବିଷ୍ଣୁ ମୋହିନୀ ନାମରେ ପରିଚିତ ହେଲୁ ॥ ଦେବ ଗୁରୁ ବୃହସ୍ପତି ତୋ’ର ଦୟାବଳେ ଦେବଗଣେ ମହା ପଣ୍ଡିତ ଯେ ବୋଲାଇଲେ ॥ ତୋ’ କୃପା ହେଲେ ମାଗୋ ମୂର୍ଖ ହୁଏ ଜ୍ଞାନି ବିଦ୍ୟା ବୁଦ୍ଧିରେ କେ ତାକୁ ନ ପାରଇ…

ଅଧିକ ପଢ଼ନ୍ତୁ