ମିଠା ସ୍ମୃତି ମିଠା ସ୍ମୃତି Post author:ଦେବବ୍ରତ ବାରିକ Post published:June 23, 2021 Post category:କବିତା 426 views ସବୁସ୍ଵପ୍ନ ସଜାଡ଼ି ରଖିଛି ମନତଳ କଁଅଳ ଶେଯରେ… ନିଜେ ନିଜ ଠିକଣା ହଜେଇ ହଜିଯିବି ମୁଁ ଭିଡ଼ ମଝିରେ… ସାଉଁଟିବି ତୁମ ମିଠା ସ୍ମୃତି ହୃଦୟର ଫରୁଆ ଭିତରେ… ଖୋଜୁଥିବି ତୁମ ହସ ବସି ପାଉଥିବି ନିତି ମୋ ଲୁହରେ… – ଦେବବ୍ରତ ବାରିକ Comments commentsଅନ୍ୟମାନଙ୍କ ସହ ସେୟାର କରନ୍ତୁ...ଦେବବ୍ରତ ବାରିକଦେବବ୍ରତ ବାରିକ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକାରେ ସ୍ଥାନ ପାଇ ପାଠକୀୟ ଆଦୃତି ଲାଭ କରିଛି । Tags: Shubhodaya Read more articles Previous Postନାରୀର ଅନ୍ତଃସ୍ୱର Next Postମନ ଚୋରାବାଲି You Might Also Like ପାଶବିକତାର ଚୁମ୍ବନ August 19, 2021 କିଛି କଥା ଏ ମନର May 5, 2022 ଭାରି ରୋମାଣ୍ଟିକ୍ ସ୍ନିଗ୍ଧା ମହାନ୍ତି May 17, 2019