Odia Poem Itihas (ଇତିହାସ) by Jagan Behera

ଇତିହାସ

ଇତିହାସର କାଳ୍ପନିକ ଦୁନିଆ ଇଚ୍ଛାହୁଏ ଫେରି ଯାଆନ୍ତି କି ସେଇ ଇତିହାସର ଅତୀତକୁ… ଭଲ ଲାଗେନି କେବେ କେବେ ଆଜିର ଏ ଚାକ ଚକ୍ୟ ଆଉ ଦେଖାଣିଆର ଦୁନିଆ… ଭଲ ଲାଗେନି ସେଇ ମୁହଁ, ବିଷ ଭରା କଳସୀରେ ଅମୃତ ଛିଞ୍ଚା ଭଳି । ଇଚ୍ଛା ହୁଏ ଫେରି ଯାଆନ୍ତି କି ସେଇ ବଳଦ ବୁହା ଶଗଡ଼ର ଅତୀତକୁ… ଯେଉଁଠି ନା ଥା’ନ୍ତା ଏ ଯାନବାହାନର କର୍କଶ ଶବ୍ଦ ଆଉ ଲୁହ ଲହୁର ଦୁର୍ଘଟଣା… ନା ଥା’ନ୍ତା…

ଅଧିକ ପଢ଼ନ୍ତୁ
Odia Poem Sharata Shobha (ଶରତ ଶୋଭା) by Sambit Dash

ଶରତ ଶୋଭା

ବର୍ଷା ଋତୁ ସରିଲେ ଶରତ ଋତୁ ହୁଅଇ ପ୍ରବେଶ, ପଲ୍ଲବୀତ ଶରତେ ଫୁଲର ସମ୍ଭାରେ ଦିଶେ ପ୍ରକୃତିର ହସ ॥ ଶ୍ଵେତ କାଶତେଣ୍ଡି ଫୁଲର ମେଳରେ ନଦୀ ପଠା ଉଠେ ହସି, ନିଜ ସ୍ୱନ୍ଦର୍ଯ୍ୟ ନିଜେ ଦେଖି ଧରା ହୁଏ ମନେ ଭାରି ଖୁସି ॥ ଶୁଭ ସକାଳରେ ମେଘ ଖଣ୍ଡମାନ ଭାସି ଦିଶନ୍ତି ସୁନ୍ଦର, ଖରା ପରେ ଛାଇ ଛାଇ ପରେ ଖରା ଲୁଚକାଳିରେ ଦିବାକର ॥ ଜହ୍ନର ଆଲୁଅରେ ଜହ୍ନି ଫୁଲ ଗଢ଼ୁଥାଏ କୋଠି…

ଅଧିକ ପଢ଼ନ୍ତୁ
Odia Poem Mo Suna Bhauni (ମୋ ସୁନା ଭଉଣୀ) by Mrutyunjay Gopal Lal

ମୋ ସୁନା ଭଉଣୀ

ମୋତି ଝରୁଥିଲା ହସରୁ ତୋହର ଲାଗୁଥିଲା କେତେ ଖୁସି ସୁଖରେ ଦୁଃଖରେ ଭଲରେ ମନ୍ଦରେ ରହୁଥିଲେ ଆମେ ମିଶି । ଅଳ୍ପଦିନ ପାଇଁ ସଂସାରକୁ ଆସି କରିଲୁ ସଭିଙ୍କୁ ନିଜର ଭାଇ ଭାଇ କହି ହାତେ ବାନ୍ଧୁଥିଲୁ ସେନେହେ ରାକ୍ଷୀର ଡୋର । କୁଆଡ଼େ ଗଲୁଲୋ ମୋ ସୁନା ଭଉଣୀ ଛିଡ଼େଇ ସେନେହ ଡୋରି ଏକା ଛାଡ଼ିଦେଇ ପର କରିଗଲୁ ଚାଲିଗଲୁ ଆରପାରି । ଆଜି ବି ଖୋଜୁଛି ଏଇ ହାତ ମୋର ତୋ’ ରାକ୍ଷୀ ବାନ୍ଧିବା…

ଅଧିକ ପଢ଼ନ୍ତୁ
Odia story Apadartha (ଅପଦାର୍ଥ) by Sudhanshu Diwedi

ଅପଦାର୍ଥ

ଯେତେବେଳେ ମଣିଷର କିଛି ପିଲା ନହୁଅନ୍ତି ସେ କ’ଣ ନାଇଁ କ’ଣ କରିବସେ । ପ୍ରଥମେ ନିଜେ ଓ ନିଜ ସ୍ତ୍ରୀର ଚିକିତ୍ସକୀୟ ପରୀକ୍ଷା କରେ । ସେଥିରେ କୌଣସି ଅପ୍ରୀତିକର ପରିସ୍ଥିତି ବାହାରିଲେ ନିରାଶା ହୋଇ ଅନ୍ୟ ଉପାୟ ଲୋଡ଼େ । ବନ୍ଧୁ, ପରିଜନ, ସାଇ, ପଡ଼ୋଶୀ ଉପଦେଶ ଦେଇ କହନ୍ତି, “ଅମୁକ ମନ୍ଦିରକୁ ଯାଅ, ପୂଜା ଅର୍ଚ୍ଚନା କର, ନିଶ୍ଚୟ ପିଲା ହେବ ।” କେହି କେହି କେତେକ ମନ୍ତ୍ର ଉଚ୍ଚାରଣ କରିବାକୁ ମଧ୍ୟ…

ଅଧିକ ପଢ଼ନ୍ତୁ
Odia Poem Madhuparba (ମଧୁପର୍ବ) by Prashant Kumar Behera

ମଧୁପର୍ବ

ତମେ ମୋ ଗୋଲାପ ମୋ ମନ ବଗିଚାର ପାରିଜାତ ତମେ ମୋ ପଦ୍ମିନୀ ମୋ ହୃଦ ସରୋବରେ ପ୍ରସ୍ପୁଟିତ ତମ ପ୍ରେମ ମୋର ଅମୃତ କଳସୀ ମୋର ଅମରତ୍ୱ ରସ ତମ ପ୍ରେମ ମୋର ଶାଶ୍ୱତ ଗୀତିକା ମୋର ପୁଲକ ଉଛ୍ଵାସ ତମ ଗୋଲାପୀ ପ୍ରେମର କଣ୍ଟକ ପୀଡ଼ନ ମୋର ନିର୍ବାଣର ଯୋଗମାର୍ଗ ତମ ସୁଧାଓଠ ଝରା ରସ କଲ୍ଲୋଳିନୀ ମୋର ପ୍ଲାବନର ମଧୁପର୍ବ l – ପ୍ରଶାନ୍ତ କୁମାର ବେହେରା ପ୍ରଶାନ୍ତ କୁମାର ବେହେରାପ୍ରଶାନ୍ତ କୁମାର…

ଅଧିକ ପଢ଼ନ୍ତୁ