Pariksha

ପରୀକ୍ଷା

ଏ ଜୀବନ ହେଉଛି ପରୀକ୍ଷାର ଏକ ସୋତ୍ର ସଂଘର୍ଷମୟ ଜୀବନ ହେଲେ… ମନ କହେ… ଜୀବନ ଏକ ପରୀକ୍ଷା ପ୍ରତି ସମୟରେ ପରୀକ୍ଷା ପ୍ରତି ସ୍ତରରେ ପରୀକ୍ଷା ପ୍ରତି ସ୍ୱାଦରେ ପରୀକ୍ଷା ପ୍ରତି ରକ୍ତବିନ୍ଦୁରେ ପରୀକ୍ଷା ହୃଦୟର ପ୍ରତି ସ୍ପନ୍ଦନରେ ପରୀକ୍ଷା ନିଜକୁ ପ୍ରମାଣିତ କରିବା ହେଉଛି ଏକ ପରୀକ୍ଷା । ହସରେ… ଲୁହରେ… କର୍ମରେ… କର୍ତ୍ତବ୍ୟରେ… ସମ୍ପର୍କରେ… ସମାଜରେ… ସମ୍ମାନରେ… ଜୀବନରେ… ଏ ଜୀବନ ଆରମ୍ଭରୁ ଶେଷ ଯାଏ… ଶେଷରୁ ପୁଣି ଆରମ୍ଭ ଯାଏ… କେବଳ…

ଅଧିକ ପଢ଼ନ୍ତୁ
Naina

ନୈନା

ନୈନା ତମେ ଅଜଣା ଗପର ନୂଆ ନାୟିକା ଅକୁହା କଥାର ତମେ ନୂଆ କବିତା । ନୈନା ତମେ ଫୁଲର ଦେଶ ରାଜକୁମାରୀ ବନ ପାହଡ଼ର ତମେ ବନ ହରିଣୀ । ନୈନା ତମେ ସାଗରର ଶାମୁକାରାଣୀ ସ୍ୱାତି ନକ୍ଷେତ୍ର ଜଳରେ ସାଜ ମୁକୁତା ମାଳୀ । ନୈନା ତମେ ବସନ୍ତରେ କୃଷ୍ଣଚୂଡ଼ା କେଶ ଚୂଡ଼ାମଣୀ ନୈନା ତମେ ଶ୍ରାବଣେ ଆକାଶେ କଳାଗଭାର ବେଣୀ । ନୈନା ତମେ ମୋ ହୃଦୟର ସ୍ପନ୍ଦନର ପ୍ରତିଧ୍ୱନୀ, ମୋ ଜୀବନର…

ଅଧିକ ପଢ଼ନ୍ତୁ
Mun Tanka Upare Rage

ମୁଁ ତାଙ୍କ ଉପରେ ରାଗେ !

ମୋର କଥା କଥାକେ ରାଗିଯିବା, ଆଉ ସେ ମତେ କଳେଇନେଇ ବୁଝେଇବା… ମତେ ଭଲଲାଗେ । ଏବେ ପଚାରିବନି କାହିଁକି ରାଗେ । ସେ ଲଗାମଛଡ଼ା ହୋଇ ଗାଡ଼ି ଚଲେଇଲେ, ମୁଁ ତାଙ୍କ ଉପରେ ରାଗେ ! ବାରମ୍ବାର ତାଗିତ୍ କରି କହେ, “ହେଇ ! ଗାଡ଼ି ଧୀରେ ଚଲେଇବ ।” କିନ୍ତୁ ନା ରାସ୍ତାଟା ତାଙ୍କ ପାଇଁ ଆକାଶ ଆଉ ଗାଡ଼ିଟା ଗୋଟେ ଚଢ଼େଇ କ୍ଷୀପ୍ର ଗତିରେ ଉଡ଼ିବ ହିଁ ଉଡ଼ିବ । ସେ କ’ଣ…

ଅଧିକ ପଢ଼ନ୍ତୁ
Odia Poem on Women Empowerment (ନାରୀ ସଶକ୍ତିକରଣ)

ନାରୀ ସଶକ୍ତିକରଣ

ଏକବିଂଶ ଶତାବ୍ଦୀରେ କରୁଛି ବିଳାପ ହିସାବ କରୁଛି ସେ ପୁଣ୍ୟ ଓ ପାପ ବୋହୁଛି ଲୁହ ତା’ର ଅଜସ୍ର, ଅମାପ । ମନ ହୋଇଛି କ୍ଷତାକ୍ତ ଦେହରୁ ବହୁଛି ରକ୍ତ ସତେ କ’ଣ ନାରୀ ସଶକ୍ତ । ଆଜି ବି ସେ ଖୋଜେ ପୁରୁଷର ସାହାରା ଏକା ଏକା ସତେ ଅବା ସେ ବେସାହାରା ପାଏନି ସେ କୂଳ କି କିନାରା । ଚନ୍ଦ୍ର ପୃଷ୍ଠରେ ପାଦ ଥାପିଛି ଲଢ଼ୁଆ ବିମାନେ ଦକ୍ଷତା ପ୍ରତିପାଦିତ କରିଛି ବୃନ୍ତର…

ଅଧିକ ପଢ଼ନ୍ତୁ

ନବରାତ୍ରୀ

ନିଜ ଭଉଣୀର ଭାଇଟିଏ ହୋଇ ସାଜ ତା’ ରକ୍ଷା କବଚ, ପର ଝିଅ ପାଇଁ କାହିଁକି କେଜାଣି ସାଜୁଛ ଯୌନ ପିଶାଚ? ନିରୀହ ଜୀବନ ସହ ଖେଳି କୁହ କି ଅବା ପାଉଛ ଖୁସି, ବିନା କାରଣରେ ଝିଅ ଆଖିବୁଜେ ବେକେ ଲାଗେଇକି ରସି । କ୍ୟାଣ୍ଡେଲ ଜଳାଇ ଷ୍ଟାଟସ ଦବାଟା ଆମ ଜନତାଙ୍କ କାମ, ଦୁଇ ତିନି ମାସ ଗଡ଼ିଗଲା ପରେ ଭୁଲିଯାଉ ତା’ର ନାମ । ସଭିଙ୍କ ମନରେ ପ୍ରତିବାଦ ସ୍ୱର ଭର ମା’ଗୋ…

ଅଧିକ ପଢ଼ନ୍ତୁ