Chulbul Jhia

ଚୁଲ୍‌ବୁଲ୍ ଝିଅ

ଝିଅ ନୁହେଁ ମୁଁ ଗୋଟେ କାଚ ଆଇନା ସ୍ୱପ୍ନ ମୋର ଭଙ୍ଗା ମନ ଝରଣା । ମନ ମୋର ଚୁଲ୍‌ବୁଲ୍ ତା’ର ନାହିଁ ଠିକଣା କେମିତି ରଖିବି ମୁଁ ମୋର ଠିକଣା । ଝିଅ ନୁହେଁ ମୁଁ ଗୋଟେ କାଚ ଆଇନା ସ୍ୱପ୍ନ ମୋର ଭଙ୍ଗା ମନ ଝରଣା । ପରଦେଶୀ ଚଢ଼େଇ ମୁଁ ଖୋଜି ବୁଲେ ବସା, ସାଥୀ ଖୋଜେ ମନ ଖୋଜେ ଖୋଜେ ନୂଆ ଆଶା । ହୃଦୟ ମୋ ବାଲିଘର ସାଗରର ଢେଉ,…

ଅଧିକ ପଢ଼ନ୍ତୁ
Abhimani Kalama

ଅଭିମାନୀ କଲମ

ଆଜି କଲମ ମୋର ମାନୁନି ବୋଲ କାହିଁକି ସେ କରିଛି ଅଭାମାନ, କ’ଣ ଲେଖିବା ଥିଲା କି ଭୁଲ ତା’ ପାଇଁ ଦିନରାତି ଲେଖୁଥିଲି ପ୍ରେମ ଗ୍ରନ୍ଥସମ୍ଭାର । କାଗଜ କହୁଛି ମୁଁ ଯାଉଛି ରୁଷି ଲୁହରେ ଦଉଛ ମତେ ଭିଜେଇ, କେମିତି ପାରିବି ସହି ଲୁହକୁ ଦେଖି ଯଦି ସେ ତମ ମନକୁ ବୁଝି କରୁଛି ବାହାନା ଆଜି । ହାତ ପକାଏ ମନକୁ ରାଣ ଭାବନାରେ ତମେ ଭୁଲିଲ ନିଜକୁ ଜାଣ, ଥକିଗଲାଣି ମୁଁ…

ଅଧିକ ପଢ଼ନ୍ତୁ
Interview with Sidharth Shankar Dash

ସିଦ୍ଧାର୍ଥଙ୍କ ସହ ଆଳାପ

ଏ ସମାଜ ଆମକୁ ସବୁକିଛି ଦେଇଛି, ହେଲେ କାହାକୁ କାହାକୁ ଟିକିଏ କମ୍ ମିଳିଥାଏ; ସେହିଭଳି ଅଭାବୀ ମାନବଙ୍କର ସେବା କରିବାକୁ ମାଧବ ସେବା ସହ ଆମ ସଂସ୍କୃତିରେ ତୁଳନା କରାଯାଇଛି । ଏମିତି ସମାଜସେବା କରିବାକୁ ଯାଜପୁର ଅହିୟାଶରେ ଜନ୍ମିତ ଓଡ଼ିଆ ପୁଅ ସିଦ୍ଧାର୍ଥ ଶଙ୍କର ଦାଶ ଗଠନ କରିଛନ୍ତି ସିଦ୍ଧାର୍ଥ ଫାଉଣ୍ଡେସନ୍ ନାମକ ଏକ ସେବା ସଂସ୍ଥା, ଯାହାକି ମାନବ କଲ୍ୟାଣ ଦିଗରେ କାର୍ଯ୍ୟ କରିଆସୁଅଛି । ତେବେ ଆସନ୍ତୁ କଥା ହେବା ସିଦ୍ଧାର୍ଥଙ୍କ…

ଅଧିକ ପଢ଼ନ୍ତୁ
Dana

ଦାନ

କୌଣସି ଜରୁରୀ କାମରେ ଦାସ ବାବଙ୍କୁ ସହରରୁ ଦଶ କିଲୋମିଟର ଦୂରକୁ ଯିବାକୁ ପଡ଼ିଲା । ସେ ଅଟୋରିକ୍ସାବାଲାକୁ ପଚାରିଲେ କେତେ ଭଡ଼ା ନେବୁ କହିଲୁ । ଅଟୋବାଲା କହିଲା, “ସାର୍… ଦୁଇ ଶହ ଟଙ୍କା ଭଡ଼ା ପଡ଼ିବ ।” ଦାସ ବାବୁ ଏହା ଶୁଣି ପୂରା ରାଗିଗଲେ, କହିଲେ, “ତୁମେମାନେ ଆଉ କେତେ ଲୁଟିବ ଆମଠୁ କହିଲ । ଗୋଟିଏ ଲୋକର ଅସହାୟତାର ସୁଯୋଗ ନେବ । ମୁଁ ଶହେ ଟଙ୍କା ଦେବି !” “ନା…

ଅଧିକ ପଢ଼ନ୍ତୁ
Ajanku Sradhanjali

ଅଜାଙ୍କୁ ଶ୍ରଦ୍ଧାଞ୍ଜଳି

ପ୍ରଭାତର ନୂତନ ଆଲୋକରେ ଜାଜୁଲ୍ୟମାନ ପ୍ରକୃତିର ସମ୍ଭାର ଗବାକ୍ଷରେ ଅବଲୋକନ କରୁଥିବାବେଳେ, ପୂଜ୍ୟ ଅଜାଙ୍କର ମହାପରାୟଣର ଦୁଃଖଦ ସମ୍ବାଦ, ତାତ୍ତ୍ୱିକ କରିଦେଇଥିଲା ଜୀବନମୂହୁର୍ତ୍ତର କିଛି ଅବକାଶକୁ । ଜନ୍ମ ମୃତ୍ୟୁର ଛକାପଞ୍ଝା ଖେଳ ଚେତାଇ ଦିଏ ପଥଭ୍ରଷ୍ଟ ମଣିଷକୁ ଜୀବନର ମର୍ମ । ପାଣିଫୋଟକା ସମ ଜୀବନର ସ୍ୱଳ୍ପ ଅବଧିରେ ଗର୍ବ, ଅଭିମାନ, କ୍ରୋଧ, ହିଂସାର ଗଗନଶ୍ଚୁମ୍ଭୀ ଅଟ୍ଟାଳିକା ନିର୍ମାଣରେ ବ୍ୟସ୍ତ ବିବ୍ରତ ମଣିଷ ସ୍ନେହ, ଶ୍ରଦ୍ଧା, ତ୍ୟାଗ, ଭଲପାଇବାପୂର୍ଣ୍ଣ ଝାଟିମାଟି କୁଡ଼ିଆର ଅସୁମାରୀ ପରିତ୍ରୁପ୍ତିକୁ ପାଶୋରି…

ଅଧିକ ପଢ଼ନ୍ତୁ