ସଫଳତା
ଆଖିକୁ ଦିଶେ କେବଳ ସଫଳତାର ରଙ୍ଗ ରୋଷଣୀ ସଜ, ଦିଶେନା କେବେ ବିଜୟପଥେ ଲହୁ ଲୁହ ଆଉ ସ୍ୱେଦ । ସଫଳତା କେବେ ସୁଲଭ୍ୟ ନୁହଁ ଇଚ୍ଛାକଲେ ମିଳିଯିବ, ପଥ ଏ ଯେ ଭାରି କଠିନ ବନ୍ଧୁର ହାସିଲ ହିଁ କରିହେବ । ସଫଳତାଠୁ ବି ସୁନ୍ଦର ଲାଗେ ରାସ୍ତା ସେ ସଫଳତାର, ଖୁସି ସେ ସଦା ରହୁ ବା ନରହୁ ସ୍ମୃତି ରହେ ସେ ଯାତ୍ରାର । ଶୀର୍ଷକୁ ଯିବା ବଡ଼କଥା ନୁହେଁ ବଡ଼କଥା ଶୀର୍ଷରେ…