Odia Poem Suna Sansara (ସୁନା ସଂସାର) by Santanu Kumar Rout

ସୁନା ସଂସାର

ସୁନାର ସଂସାର ଗଢ଼ିବା ଯେ ଆମେ ଦୁଇ ମନ ଏକ କରି ଖରା, ଛାଇ ରାସ୍ତା କରିବାରେ ଏକ ସୁଖ, ଦୁଃଖକୁ ଆଦରି….!! ଜୀବନର ମାନେ ଅବ୍ୟକ୍ତ ଜଞ୍ଜାଳ ଯନ୍ତ୍ରଣା ରହିବ ଘେରି ସେ ଯନ୍ତ୍ରଣାରୁ ଆମେ ସୁଖ ସାଉଁଟିବା ସାଉଁଟା ମୁକୁତା ପରି…!! କେତେ ବାଧା ବିଘ୍ନ ଆସିବ ଜୀବନେ ହୋଇବନି ନିରୁପାୟ ସବୁ ସମସ୍ୟାର ସମାଧାନ ତମେ ଉପାୟ ଦବ ସମୟ…!! ସମ୍ପର୍କ ସୁଦୃଢ଼ ରହିବ ଆମର ଜାଗି ରହିବ ବିଶ୍ୱାସ ଦୁହେଁ ଦୁହିଁଙ୍କର…

ଅଧିକ ପଢ଼ନ୍ତୁ
Odia Poem Maguni Etiki (ମାଗୁଣି ଏତିକି) by Anasuya Panda

ମାଗୁଣି ଏତିକି

କେମିତି ଗୋଟେ ଅଜବ ଡର ମନକୁ ଘାରୁଛି ବେଳେବେଳେ କେତେବେଳେ ଭାରି ହାଲୁକା ଲାଗୁଛି କରୋନା ଆଉ ଫେରିବନି ଇଟାଲୀ, ଫ୍ରାନ୍ସ୍, ଆମେରିକା, ଚୀନ ପରି ମୋ ଭାରତରେ ଯେଉଁଠି ସାରଥି ସ୍ଵୟଂ କୃଷ୍ଣ, ଜଗନ୍ନାଥ, କାଶୀ, ବଦ୍ରିନାଥ ସେଠି କ’ଣ କେବେ ହାରିବ ଭାରତ? ଯେଉଁଠି ସଂସ୍କୃତି ଗୀତା ଭାଗବତ ବାପା ଛତ୍ରଛାୟା ମା’ର ପଣତ କାନି ସେଠି ସବୁ ଆସି ହେବେ ପରାହତ କଳା ପାହାଡ଼ବି କେତେ ମାତିଥିଲା କେତେ ଆଶା ବାନ୍ଧି ସିକନ୍ଦର…

ଅଧିକ ପଢ଼ନ୍ତୁ
Odia Story Khasi Maunsa (ଖାସି ମାଉଁସ) by Laxmikanta Behera

ଖାସି ମାଉଁସ

ରମେଶ ବାବୁ ସରଳ ନିଷ୍କପଟ ମଣିଷଟିଏ, ଚାକିରୀ କରିଛନ୍ତି ପାଖ ତହସିଲ ଅଫିସରେ କିରାଣୀ ଭାବରେ । ରମେଶ ବାବୁଙ୍କ ପାଖରେ ସଚ୍ଚୋଟ ପଣିଆ ବି ହାର ମାନିଛି । ସେଥିପାଇଁ ତାଙ୍କ ଦରମା ଟଙ୍କାରେ କଷ୍ଟେ ମଷ୍ଟେ ଚାଳିଯାନ୍ତି ତାଙ୍କ ପରିବାର । ପରିବାର କହିଲେ ସ୍ତ୍ରୀ ସୀତା ଦେବୀ, ଝିଅ କୁନୁ, ପୁଅ କୁନା ଓ ବୁଢ଼ାବାପା । ରମେଶ ବାବୁଙ୍କ ବାପା ବହୁ କଷ୍ଟରେ ରମେଶ ବାବୁଙ୍କୁ ପାଠ ପଢ଼େଇ ଖଣ୍ଡିଏ ଚାକିରୀ…

ଅଧିକ ପଢ଼ନ୍ତୁ
Odia Poem Maa (ମାଆ) by Janmajaya Nayak

ମାଆ

ସରଗ ସମ ପରା ତାହାର କୋଳ, ତାହାର ସେନେହ ଅଟଇ ଅମୂଲ । କେତେ ମିଠା କଥା ତାହାର ଅଟଇ, ତା’ ଆଶିଷେ ରିଷ୍ଟ ଯାଏ ଦୂର ହୋଇ । ସେ ଯେବେ ମୋ’ଠୁଁ ଦୂରରେ ରହିଥାଇ, ସକଳ କଥା ମୋତେ ପିତା ଲାଗଇ । ତା’ ଫେରିବା ବାଟକୁ ମୁଁ ରହେ ଚାହିଁ, ସର ଲବଣୀ ବି ମୋତେ ନ ରୂଚଇ । ରୋଗେ ମୁଁ ପଡ଼ିଲେ ତା’ ଆଖିରେ ଲୁହ, କୋଳେ ଧରିଥାଏ ମନେ…

ଅଧିକ ପଢ଼ନ୍ତୁ
Odia Article on Utkalaiya Gandhi - Gopabandhu Das (ଉତ୍କଳୀୟ ଗାନ୍ଧୀ ଗୋପବନ୍ଧୁ ଦାସ) by Soubhagya Ranjan Mohapatra

ଉତ୍କଳୀୟ ଗାନ୍ଧୀ ଗୋପବନ୍ଧୁ ଦାସ

ନୀତି, ଆଦର୍ଶ, ଧର୍ମ, ନିର୍ମଳତା, ମାନବିକତା, ଉଦାରତା, ସହିଷ୍ନୁତା ତଥା ସେବାର ମୂର୍ତ୍ତି ମନ୍ତ ପୁଜାରୀ ହେଲେ ପଣ୍ଡିତ ଗୋପବନ୍ଧୁ ଦାସ । ନିଜକୁ ତଥା ନିଜ ପରିବାରକୁ ପଛରେ ପକାଇ ଯିଏ ଦେଶ ପାଇଁ କାର୍ଯ୍ୟ କରି ଚାଲୁଥିଲେ ସେହିପରି ଦେବତାତ୍ମା ହେଉଛନ୍ତି ଗୋପବନ୍ଧୁ । ତାଙ୍କ କର୍ତ୍ତବ୍ୟ ନିଷ୍ଠାକୁ ଦେଖି ତାଙ୍କୁ “ଉତ୍କଳର ଗାନ୍ଧୀ” ବୋଲି କୁହାଯାଉଥିଲା । ସବୁବେଳେ ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଗୋପବନ୍ଧୁ ନିରାଶ୍ରୟ ଓ…

ଅଧିକ ପଢ଼ନ୍ତୁ