ପ୍ରେମଗାଥା
ପ୍ରେମ ପକ୍ଷୀର ଯେ ଦୁଇଟି ଡେଣା ଏ ପାଖେ ପ୍ରେମିକ ଅନ୍ୟପାଖେ ଠିକଣା ॥ ଦୁହେଁ ଯେ ନିଜର ମନର ରୂପରେ କେଲି କହୁଥାନ୍ତି ହୃଦୟ ମନ୍ଦିରେ ॥ ପ୍ରେମିକା ମନର କଥା ପ୍ରେମିକକୁ ଜଣା ଆତ୍ମା ମିଳନରେ ନ ହୁଅନ୍ତି ବାଟବଣା ॥ ପ୍ରେମର ଦେବ ଯେ କାମଦେବ ରାଜା ଶର ବିଦ୍ଧ କରି ମନରେ, ବଜାନ୍ତି ବାଜା ॥ ପ୍ରେମିକ ପାଇଁ ପ୍ରେମିକା ଅଟେ ସବୁକିଛି ସ୍ୱର୍ଗର ଉର୍ବସି ତା’ ପାଇଁ ନୁହନ୍ତି କିଛି ॥ ବିଭବର ରାଇଜରେ ମନ ହୁଏ…

