Prakurta Parichaya - ପ୍ରକୃତ ପରିଚୟ

ପ୍ରକୃତ ପରିଚୟ

କାଲି ରାତିର ମଧ୍ୟ ଭାଗରେ ପୋଲିସର ଅତର୍କିତ ଆକ୍ରମଣରେ ଅନେକ ଦେହ ବ୍ୟବସାୟୀ ଧରା ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ବେଶ କେଇଜଣ ପୋଖତ ଦେହ ବ୍ୟବସାୟୀ । ଅବଶ୍ୟ ଆଉ କେଇ ଜଣ କଲେଜ ପଢ଼ୁଆ ଝିଅ ବି ଅଛନ୍ତି । ପୋଲିସ ସମସ୍ତଙ୍କୁ ବାନ୍ଧି ନେଇଗଲା ହାଜତକୁ । ବହୁ ସମୟ ଧରି ପଚରା ଉଚୁରା କଲା । କାହା କାହାର ସମ୍ପର୍କୀୟ ଆସି କଥାବାର୍ତ୍ତା କରି ନେଇ ଗଲେ ନିଜ ନିଜ ସମ୍ପର୍କୀୟଙ୍କୁ…

ଅଧିକ ପଢ଼ନ୍ତୁ
Mukha

ମୁଖା

ହସ ହସ ମୁହଁ ପଛରେ ଥାଏ ଅନେକ ଦୁଃଖର କାହାଣୀ, ହସର ମୁଖାଦ୍ୱାରା ଆଦୃତ କରି ଦୁନିଆ ଆଗରେ ପରସା ଯାଏ, ପ୍ରସାଧନ ସାମଗ୍ରୀର ବହଳ ପରସ୍ତରେ ଲୁଚାଯାଏ ବ୍ୟଥାର ଚିତ୍କାର, ଆଖି ବି ଶୁଆଇଦେଇ ତା’ ଭିତରେ ଲୁହ ସବୁକୁ ଦିଏ ଭିନ୍ନ ଏକ ଚାହାଣି… ଚିକମିକ ଆଲୁଆର ଦୁନିଆରେ କାହାର ବା ସମୟ ଅଛି, ଦୁଃଖର ଗଭୀରତାକୁ ମାପିବାକୁ କିଏ ବା ନିଜର ଅଛି, ଦୁଃଖକୁ ପ୍ରକାଶ କରି ମିଛ ସମବେଦନା ପାଇବଟା ବି…

ଅଧିକ ପଢ଼ନ୍ତୁ
Papa Prema

ପାପ ପ୍ରେମ

ମୋନିକା ଥିଲା ଅସୀତର ସହକର୍ମୀ । ତେଣୁ କଥାବାର୍ତ୍ତା ହେବା ସ୍ୱାଭାବିକ । ତାହା କେତେବେଳେ କାମକୁ ନେଇତ କେତେବେଳେ ବ୍ୟକ୍ତିଗତ । ମୋନିକା ଥିଲା ବିବାହିତ ଆଉ ୬ବର୍ଷର ପୁଅଟିଏ ମଧ୍ୟ । କିନ୍ତୁ ଅସୀତ ଅବିବାହିତ । ବୟସରେ ମୋନିକା ବଡ଼ ହୋଇଥିଲେବି ଅସୀତ ଥିଲା ମୋନିକାର ଉପରିସ୍ତ ଅଫିସର । ଆଉ ମୋନିକା ଥିଲା ଅସୀତର ଆସିଷ୍ଟାଣ୍ଟ । ଏମିତି କାମକୁ ନେଇ ବେଳେ ବେଳେ ସେମାନଙ୍କର ହ୍ଵାଟ୍‌ସ୍‌ଆପ୍‌ରେ ଚାଟିଙ୍ଗ ହେଉଥିଲା ।…

ଅଧିକ ପଢ଼ନ୍ତୁ
Paunji

ପାଉଁଜି

ଜୀବନ ଜଞ୍ଜାଳରୁ ମୁଠା ମୁଠା ହସ ଆଉ ମେଞ୍ଚା ମେଞ୍ଚା ଖୁସିର ଉପହାର ଭିତରେ ଆମେ ଅନ୍ଧପାଲଟି ଯାଇଛୁ । ହୃଦୟର କଥା ଶୁଣିବାକୁ ଆମପାଖରେ ସମୟ ନାହିଁ । ପ୍ରତିଦିନ ବ୍ୟସ୍ତ ବିବ୍ରତ ହୋଇ ସଫଳତା ଓ ବିଫଳତାର ଘମାଘୋଟ ଲଢ଼େଇ ସହ କର୍ମପଥରେ କେହି ଆଗେଇ ଯାଉଛି ତ କେହି ପଛେଇ ଯାଉଛି । ସାରୁ ପତରରେ ଟଳଟଳ ଓ ଢଳଢ଼ଳ ହେଉଥିବା ସେ ବର୍ଷା ବିନ୍ଦୁଟି ଭାରି ଚଗଲି । ପତର ଉପରେ…

ଅଧିକ ପଢ଼ନ୍ତୁ
Manepade Se Atita

ମନେପଡ଼େ ସେ ଅତୀତ

ହଁ ତୁମେ ତ ହଜି ଯାଇଛ ତୁମ ସ୍ୱପ୍ନ ରାଇଜ ମଧ୍ୟରେ ହେଲେ ମୁଁ କେମିତି ଖୋଜି ପାଇବି? ଅସମ୍ଭବ ସେ ସବୁ ସେ ଅତୀତକୁ କଳ୍ପନା କରିବା ହିଁ ତ ବାସ୍ତବରେ ଗୋଟଏ ବଡ଼ ଭୁଲ ! ଗାଆଁର ଗଳି କନ୍ଦିଠାରୁ ଆରମ୍ଭ କରି କାହିଁ କେତେଯେ ଖୋଯିଛି ସେ ହଜିଲା ଅତୀତକୁ ତା’ର ସୀମା ନାହିଁ କିନ୍ତୁ ଖୋଜି ପାଇବା ବେଶ୍ କାଠିକର ପାଠ ହୋଇପଡ଼ିଛି ! କେହି ବା କ’ଣ କରିବ ସମୟ…

ଅଧିକ ପଢ଼ନ୍ତୁ