bhai

ଭାଇ

ସ୍ନେହ, ପ୍ରେମ, କରୁଣା, ଅସରନ୍ତି ଆଶା ଅପ୍ରତିଦ୍ୱନ୍ଦୀ ଅପରାଜେୟତାର ଅମାପ, ଅଦମ୍ୟ ଭରସା ଅତୁଟ ଭାବ ବନ୍ଧନର ଚିର ସାଥୀ ପାଦେପାଦେ ପ୍ରଗତିର ପ୍ରେରଣା ସେ ତ ଭାଇ ଅନାୟସରେ ଅସମ୍ଭବକୁ ଆୟତ୍ତ କରିବାର ପ୍ରଚଣ୍ଡ ପ୍ରତିଭା ଅୟୁତେ ଆଶା ଆନନ୍ଦର ଉଜ୍ୱଳ ସମ୍ଭାବନା ଯାହାଙ୍କ ଆଦର, ଆକଟ, ଆଦର୍ଶରେ ମହକିତ ହୁଏ ପ୍ରତିଟି ମୂହୁର୍ତ୍ତ ସେ ଭୂମିଠାରୁ ଭୂମାଯାଏଁ ପରିବ୍ୟାପ୍ତ । ସୀମାହୀନ ଆନନ୍ଦର ଉତ୍ସ । ଦାଣ୍ଡରେ ଦମ୍ଭ ଦେଖାଇବାରେ ପ୍ରଛଦ ପଟର ମହାନୟକ…

ଅଧିକ ପଢ଼ନ୍ତୁ
mo-jibana-chhabi

ସମୟର କାନଭାସ୍‌ରେ ମୋ ଜୀବନର ଛବି

ସମୟର କାନଭାସ୍‌ରେ ଆଙ୍କି ମୁଁ ଚାଲିଛି ମୋ ଜୀବନର ଛବି । ଜନ୍ମରୁ ଆଜିଯାଏଁ ଆଙ୍କି ମୁଁ ଚାଲିଛି ଖାଲି ଆଙ୍କି ମୁଁ ଚାଲିଛି । ଆଉ କିଛି ଆଙ୍କିବାକୁ ରହିଛି ଯେ ବାକି ପୂର୍ଣ୍ଣ ହେବ ସେହିଦିନ ଯେଉଁ ଦିନ ମୃତ୍ୟୁ ଆସି ନେଇଯିବ ଜୀବନର ବାକି ସବୁ କିଛି…..।୧। ମନ ଭରି ମନ ଖୋଲା ହସ ମୁଁ ହସିଛି କେବେ ପୁଣି ବୁକୁ ଫଟା କାନ୍ଦ ମୁଁ କାନ୍ଦିଚି କେବେ ବର୍ଷା ସାଥେ ମିଶି,…

ଅଧିକ ପଢ଼ନ୍ତୁ
କେତେ ଦିନକୁ ମନ

କେତେ ଦିନକୁ ମନ

କେତେ ଦିନକୁ ମନ କରୁ ତୁ’ରେ ଗରବ କରମ ଘେନି ଫଳ ଦେଉଛିରେ ଦଇବ । ଖଳ ଅଳସୁଆ ହୋଇ ବିତାଉ ତୁ ଦିନ ଖଟ ପଲଙ୍କେ ଶୋଇ ଦେଖୁ ମିଛ ସପନ । ଗର୍ଜନ କରୁ କେତେ ଦେଖାଇ ବାହାଦୁରି ଗଡ଼ ଜିଣିବା ପାଇଁ ସାଜୁରେ ତୁ ବଇରୀ । ଘନିଷ୍ଠତା ଭୁଲି ସ୍ୱାର୍ଥେ ଥାଉ ସଦା ରତ ଘୋଷଣା ସବୁ ମିଛ କରୁ ଅନବରତ । ଚବିଶ ଘଣ୍ଟା ରହୁ ତୁ ଧନ ଅରଜନେ…

ଅଧିକ ପଢ଼ନ୍ତୁ
ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ

ଏଇ ମାତ୍ର ଆରମ୍ଭ ସ୍ୱଳ୍ପ ସମୟ ବ୍ୟବଧାନରେ ମନରେ ଥିବା ଅସୁମାରୀ ସ୍ୱପ୍ନଗୁଡ଼ାକ ପ୍ରସ୍ଫୁଟିତ ହେବାକୁ ଚାହିଁ ରହିଛନ୍ତି । ଏଇ ମାତ୍ର ଆରମ୍ଭ ତୁମ ସହ କିଛି ଦିନ ତଳେ ଦେଖା କେଇପଦ କଥା, କିଛି ଥଟ୍ଟାମଜା ଯେମିତି ଜନ୍ମ ଜନ୍ମାନ୍ତର ଲାଗି ଆପଣାର । ଏଇ ମାତ୍ର ଆରମ୍ଭ ଜୀବନକୁ ନୂଆ କରି ଗଢ଼ିବାର ଅଛି ସମୟର ଗତିପଥେ ଚାଲିବାର ଅଛି ଶେଷ ସମୟଯାଏଁ ଜୀବନକୁ ଭଲପାଇବାର ଅଛି । ଏଇ ମାତ୍ର ଆରମ୍ଭ…

ଅଧିକ ପଢ଼ନ୍ତୁ
ସ୍ମୃତି ଓ ସ୍ଥିତି

ସ୍ମୃତି ଓ ସ୍ଥିତି

ଜୀବନର ଶେଷ ସୋପାନରେ, ରହିଛି ତୁମ ଅପେକ୍ଷାରେ… କେମିତି ଭୁଲିଲ ସେଇ ଅଭୁଲା ଦିନ, ମୋ ସୁନା ଧନ….. ପ୍ରେମ କରିଥିଲି ଭିଜିବା ପାଇଁକି, ସମ୍ପୂର୍ଣ୍ଣ ଗଲି ମୁଁ ଭାସି… କେମିତି ବଞ୍ଚିବି ଦୁନିଆ ବୁକୁରେ, ତମ ଘୃଣାଭାବ ନେଇ… ବଞ୍ଚିବାର କଳା କଉଶଳେ ତମେ ଥିଲ ପାରଙ୍ଗମ… ତମ ତୁଲ୍ୟ କି କେବେ ହେଇପାରିବ ତମ ପ୍ରେମିକ ଅଧମ… ଭାବୁଥିଲି ଲକ୍ଷ୍ମୀ ଆସିଥିଲ ବୋଲି, ନକହି ଚାଲିଗଲ… ଆଶାକରେ ମାଆ ବିଚାର କରିବ, ହୋଇଯିବନି ନିର୍ଦ୍ଦୟ……

ଅଧିକ ପଢ଼ନ୍ତୁ