Odia Poem Swapna Odishara (ସ୍ୱପ୍ନ ଓଡ଼ିଶାର) by Kaibalya Nayak

ସ୍ୱପ୍ନ ଓଡ଼ିଶାର

ଦିନେ ଦେଖିଥିଲେ ସ୍ୱପ୍ନ ଓଡ଼ିଶାର ଭୋକିଲା ପେଟରେ ସୁରି, କରିଲେ ବି ସତ ସ୍ୱପ୍ନ ତାଙ୍କର ଆପ୍ରାଣ ଉଦ୍ୟମ କରି । ଖଣ୍ଡ ଖଣ୍ଡ ହୋଇ ଓଡ଼ିଶା ଯେ ଥିଲା କ୍ଷତ ବିକ୍ଷତ ସାଜି, ଆଣିଲେ ଫେରାଇ ସ୍ୱପ୍ନ ସତ କରି ଗର୍ବ ଗୌରବ ରାଜି । ଭାବିଥିଲେ ସିଏ ଉତ୍ତରଦାୟାଦ ନେବେ ଓଡ଼ିଶାକୁ ବହୁ ଦୂର, ଜାଣି ତ ନଥିଲେ ମାଙ୍କଡ଼ ହାତରେ ଦିଅଁ ଧରେଇବା ଅର୍ଥ ତା’ର । ଓଡ଼ିଆ କାଟୁଛି ଓଡ଼ିଶାକୁ ଆଜି…

ଅଧିକ ପଢ଼ନ୍ତୁ
Anubhabara Istahara by Anasuya Panda

ପୁସ୍ତକ ସମ୍ବାଦ: ଅନୁଭବର ଇସ୍ତାହାର

‘ଅନୁଭବର ଇସ୍ତାହାର’, କବୟତ୍ରୀ ଶ୍ରୀମତୀ ଅନସୂୟା ପଣ୍ଡାଙ୍କର ଦ୍ଵିତୀୟ କବିତା ସଂକଳନ ଯେଉଁଥିରେ ସ୍ଥାନ ପାଇଛି ତାଙ୍କ କଲମରୁ ୬୩ଟି କବିତା । ଏହିସବୁ କବିତା ଗୁଡ଼ିକ ପୂର୍ବରୁ ବିଭିନ୍ନ ପତ୍ର ପତ୍ରିକାରେ ତଥା ଖବର କାଗଜରେ ପ୍ରକାଶିତ ହୋଇ ବେଶ୍ ଆଦୃତ ହୋଇସାରିଛି । ବିଗତ କୋଡ଼ିଏ ବର୍ଷ ଧରି ତାଙ୍କ ଲେଖନୀରୁ ନିସୃତ ଅନୁଭବ ପୁଷ୍ପର ମାଳା ହୋଇଛି ଏହି ସଂକଳନଟି । ତାଙ୍କ ଚିନ୍ତା, ଚେତନା, ଚିନ୍ତନ, ମନନ, ଅବଗାହନ ଓ ଅନୁସନ୍ଧାନ…

ଅଧିକ ପଢ଼ନ୍ତୁ
Odia Pome Tume au Mun (ତୁମେ ଆଉ ମୁଁ) by Prashant Kumar Mohanty

ତୁମେ ଆଉ ମୁଁ

ତୁମେ ପୁରୁଣା ମଦିରା ନିଶା ମୁଁ ନିଦାଘେ ଅସରା ବର୍ଷା… ତୁମେ ପୂର୍ଣ୍ଣିମାର ଜହ୍ନ ରାତି ମୁଁ ତୁମ କବିତାର ଶେଷ ପଂକ୍ତି… ରାଜଧାନୀ ତୁମେ ମୁଁ ଯେ ନିର୍ଜନ ସହର ତୁମେ ରଡ଼ ନିଆଁ ମୁଁ ବରଫ ଚାଦର… ମୁଁ ଦଦରା ନଉକା ତୁମେ ନଦୀ ଚିରସ୍ରୋତା ତୁମେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ମୋତେ ବର୍ଣ୍ଣାନ୍ଧତା… ତୁମେ ତାଜମହଲ କାହା ସ୍ମୃତିର ମୁଁ ବୃଦ୍ଧ ଶିଳ୍ପୀ ଭଗ୍ନ କୋଣାର୍କର ତୁମେ ମତୁଆଲି କୃଷ୍ଣଚୂଡ଼ାର ହସ ମୁଁ ଝରାଫୁଲ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 40th Edition

✍ ଚତ୍ୱାରିଂଶ ସମ୍ପାଦକୀୟ

ଆଷାଢ଼ ଶୁକ୍ଳ ଦ୍ଵିତୀୟା । ପୁଣି ଆସିଛି ସେହି ବହୁ ପ୍ରତୀକ୍ଷିତ ତିଥି । ସବୁରି ସ୍ୱରରେ କେବଳ ହର୍ଷର ଗୋଟିଏ ଘୋଷ – ଆସ… ଆସ… ଜଗଦୀଶ । ଘୋଷଯାତ୍ରାକୁ ଓହ୍ଲାଇ ଆସ । ଢଳି ଢଳି, ଝୁଲି ଝୁଲି, ଟାହିଆ ନଚେଇ ଓହ୍ଲାଇ ଆସ ବଡ଼ଦାଣ୍ଡ ଧୂଳିକୁ, ଶରଧାବାଲିକୁ… ଦୀର୍ଘ ଦୁଇବର୍ଷ ଧରି ବଡ଼ଦାଣ୍ଡରେ ତୁମ ଆସିବା ବାଟକୁ ଚାତକ ଭଳି ଅନେଇ ବସିଥିବା ଲକ୍ଷ ଲକ୍ଷ ଅପେକ୍ଷମାଣ ଏଇ ଜନସମୁଦ୍ରକୁ । ଉପନିଷଦରେ…

ଅଧିକ ପଢ଼ନ୍ତୁ
Odia Poem Cha Cup re Prema (ଚା' କପ୍‌ରେ ପ୍ରେମ) by Tika Govind

ଚା’ କପ୍‌ରେ ପ୍ରେମ

କେବଳ ଝଡ଼ ଉଠେନି, ଅପେକ୍ଷିତ ହୃଦୟଟେ ମିଳିଲେ ଚା’ କପରେ ପ୍ରେମ ବି ହୁଏ । ଆଖିରେ ଦେଖି ହୁଏ ଉତୁରୁଥିବା ପ୍ରେମ ଆଙ୍ଗୁଠିରେ ଛୁଇଁହୁଏ ଉଷ୍ମତା, ଓଠରେ ଚାଖି ହୁଏ ସ୍ୱାଦ, କେବଳ ଅନୁଭବ ହିଁ କରିହୁଏ ହୃଦୟର ଅଭ୍ୟନ୍ତରକୁ ଛୁଉଁଥିବା ସେ ମିଠା ଗୋଟେ ବାସ୍ନା । ଠିକ ସେଥିପାଇଁ ବୋଧେ କେହି ଜଣେ ଦେଖା ହେଲେ ହିଁ ପାଟିରୁ ବାହାରେ “ଗୋଟେ କପ୍ ଚା’ ହେଇଯାଉ?” – ଟିକାଗୋବିନ୍ଦ ମହାନ୍ତ ଟିକା ଗୋବିନ୍ଦଟିକା…

ଅଧିକ ପଢ଼ନ୍ତୁ