Read more about the article ଅଖାବାୟା ଓ ଆମେ
Odia Poem Akhabaya o Ame (ଅଖାବାୟା ଓ ଆମେ) by G. Krishna Reddy

ଅଖାବାୟା ଓ ଆମେ

ଅଝଟ ହେଉଥିବା, ଅରୁଚି ବୋଲି ଅଳି କରୁଥିବା ଦରୋଟି ଛୁଆଙ୍କୁ, ଅଖାବାୟାର ଭୟ ଓ ଭେଳିକି ଦେଖାଇ କେଉଁ ଅନାଦି କାଳୁ ମାଆମାନେ ସବୁ, ଆହାର ଦିଅନ୍ତି, ଆକଟ କରି ବୋଲକରା କରି ସରାଗେ ପଣତକାନିରେ, ସାଉଁଟି ସ୍ଵପ୍ନର ବୀଜ ବୁଣନ୍ତି…

Continue Readingଅଖାବାୟା ଓ ଆମେ
Read more about the article ତିନି ରଥେ ବିଜେ ତିନି ଠାକୁର
Odia Poem Tini Ratha Bije Tini Thakura (ତିନି ରଥେ ବିଜେ ତିନି ଠାକୁର) by Basanti Lata Jena

ତିନି ରଥେ ବିଜେ ତିନି ଠାକୁର

ବରଷକେ ଥରେ ରଥ ଯାତରା ଲୋ ବଡ଼ ଦାଣ୍ଡ ଉଛୁଳୁଛି ଶଙ୍ଖ ଘଣ୍ଟା ଧ୍ଵନି ମୃଦଙ୍ଗ ବାଜୁଛି ତିନି ରଥ ସଜା ଅଛି । ତାଳଧ୍ଵଜ ରଥେ ବିଜେ ବଳଦେବ ରାମ କୃଷ୍ଣ ବିରଜାନ୍ତି ସାରଥୀ ମାତଳୀ ଦଉଡ଼ି ବାସୁକୀ ସୌଭାଗ୍ୟ…

Continue Readingତିନି ରଥେ ବିଜେ ତିନି ଠାକୁର
Read more about the article ଯାଉଛି ରଥ ଦେଖି ମୁହିଁ
Odia Poem Jauchhi Ratha Dekhi Muhin (ଯାଉଛି ରଥ ଦେଖି ମୁହିଁ) by Sasmita Pradhan

ଯାଉଛି ରଥ ଦେଖି ମୁହିଁ

ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ ଯିବୁ ଯଦି ମୋ ସାଥିରେ ଆ ବେଗି ବେଗି ହୋଇ ଲୋ ଚାନ୍ଦମୁହିଁ ଯାଉଛି ରଥ ଦେଖି ମୁହିଁ... ଆଷାଢ଼ ଶୁକ୍ଳପକ୍ଷ ଗୁଣ୍ଡିଚା ଦିନ କରିବେ ମହାପ୍ରଭୁ ରଥାରୋହଣ ଅପୂର୍ବ ସେ ରୂପକାନ୍ତି…

Continue Readingଯାଉଛି ରଥ ଦେଖି ମୁହିଁ
Read more about the article କାଳିଆ ଗୋସେଇଁ
Odia Poem Kalia Gosein (କାଳିଆ ଗୋସେଇଁ) by Debasish Mohapatra

କାଳିଆ ଗୋସେଇଁ

ଚାହିଁ ବସିଥିଲି ଅନତି ଦୂରେ କେବେ ଆସିବ ମୋର ସଖା ସେଦିନ ଆଉ ନାହିଁ କେତେ ଦୂର, ଆସୁଛି ରଥ ଯାତ୍ରା । ଚକାଡୋଳା ସାଆନ୍ତେ ଟିକେ ଦିଅ ମତେ ଦେଖା ଏ ଭବ ସାଗରରେ ଆଉ କିଛି ଲୋଡ଼ା ନାହିଁ…

Continue Readingକାଳିଆ ଗୋସେଇଁ