Odia Poem Sonaliku Bhala Pai (ସୋନାଲିକୁ ଭଲପାଇ) by Kishore Kumar Khila

ସୋନାଲିକୁ ଭଲପାଇ

କୋରାପୁଟ କୋଲାବ ନଦୀ ବହେ ନିର୍ଜନ ପ୍ରାନ୍ତ ଦେଇ ମାଇଲ ମାଇଲ ଧରି ସୋରିଷ ଫୁଲ ଫୁଟି ଅଛି ପୁଲ୍ଲକିତ ହୋଇ, ଏଣେ ରାସ୍ତା ଦୁଇ ପାଖେ ପୁଣି ମାଙ୍କଡ଼ ଓ ହନୁର ସୁଅ କାରଣ ଜାଣିଲେ ଆଶ୍ଚର୍ଯ୍ୟ ଲାଗେ କାହିଁକି ନା ଅଛି କେନ୍ଦୁ ଓ କଦମ୍ବ ଗଛ ॥ ତହିଁ ଦୂର ଝାଉଁ ବଣ ବାଟ ଦେଇ ଅଛି ଏକ ଅଣଅସାରିଆ ପାହାଡ଼ି ରାସ୍ତା ଯାହା ମୋ ସୋନାଲି ଘରକୁ ଯାଇଛି କେତେ କାରିଗର…

ଅଧିକ ପଢ଼ନ୍ତୁ
Shilaghati: Untold History of Odisha (ଶିଳଘାଟି: ଏକ ବିସ୍ମୃତ ଇତିହାସ) by Sai Prakash

ଶିଳଘାଟି: ଏକ ବିସ୍ମୃତ ଇତିହାସ

ସ୍ୱାଧୀନତା ସଂଗ୍ରାମର ଅନେକ ଛୋଟ ଛୋଟ ଘଟଣାବଳୀ ଏବେ ଲୋକଙ୍କ ମନରୁ ବିସ୍ମୃତ ଏବଂ ସେ ବିଷୟରେ ଇତିହାସ ମଧ୍ୟ ନିରବ । ବିପ୍ଳବୀବୀର ବାଘାଯତୀନଙ୍କ ସଶସ୍ତ୍ର ସଂଗ୍ରାମରେ ମୟୂରଭଞ୍ଜ ଜିଲ୍ଲାର ଭୂମିକା ବିଷୟରେ ଅଳ୍ପ ବହୁତ ସମସ୍ତଙ୍କୁ ଜଣାଅଛି, କିନ୍ତୁ ସେଇ ମୟୂରଭଞ୍ଜ ଜିଲ୍ଲାର ଏକ କ୍ରାନ୍ତିତୀର୍ଥ ବିଷୟରେ ଖୁବ୍ କମ୍ ଲୋକଙ୍କୁ ଜଣା । ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରଠୁ ୩୪ କିମି ଦୂରରେ ପୂର୍ବ ଶିମିଳିପାଳର ଘଞ୍ଚ ଜଙ୍ଗଲ ମଧ୍ୟରେ…

ଅଧିକ ପଢ଼ନ୍ତୁ
Odia Bhajan Mo Kalia Suna (ମୋ କାଳିଆ ସୁନା) by Janmajaya Nayak

ମୋ କାଳିଆ ସୁନା

ତୁ କଳାକାହ୍ନୁ ବୋଲି ଜାଣେ ଜଗତ, ତୋ’ ଅପାର ମହିମା ବିଶ୍ୱ ବିଖ୍ୟାତ । କାହାପାଇଁ ମିଛ କାହାପାଇଁ ସତ, ଭାବରେ ବନ୍ଧା ତୁ ଭକତର ମିତ । ତୋ’ରି ପାଇଁ ମୁଁ ଆଜି ଜୀଇଁଛି ସିନା, ମୋ କାଳିଆ ସୁନା, ମୋ କାଳିଆ ସୁନା… ।୧। ଶ୍ରୀକ୍ଷେତ୍ରରେ ବସି ହସୁଛୁ ମୁରୁକି, ଦୁଃଖୀର ଦୁଃଖକୁ କି ପାରୁନୁ ଦେଖି !? ଭୋକ ବିକଳେ ଗରିବ ଆଖି ବୁଜେ, ତୋ’ କରୁଣା ବାରିଧାରା କିଆଁ ହଜେ? ଚଳିବନିରେ…

ଅଧିକ ପଢ଼ନ୍ତୁ
Odia Story Mun Kahinki Anutapta (ମୁଁ କାହିଁକି ଅନୁତପ୍ତ) by Narendra Prasad Behera

ମୁଁ କାହିଁକି ଅନୁତପ୍ତ?

ମଣିଷ ଏକ ସାମାଜିକ ପ୍ରାଣୀ । ସେ ସବୁବେଳେ ସମସ୍ତଙ୍କୁ ସମ୍ମାନ ଦେଇଥାଏ । ଛୋଟ ହେଉ କିବା ବଡ଼, ବୃଦ୍ଧ ହେଉ କି ବୃଦ୍ଧା । ସମାଜରେ ଚଳିବାକୁ ହେଲେ ପରଆପଣାର ନଭାବି ମେଲିଦେଇଥାଏ ସ୍ନେହ ମମତାର ପସରା । ହେଲେ ଏହି ସ୍ନେହ ମମତାର ବନ୍ଧନରେ ନିଜକୁ ହଜାଇ ଦେଇ ଅନ୍ଧ ଭାବେ ବିଶ୍ୱାସ କରିଚାଲେ କାହିଁ କେଉଁ ଜିଲ୍ଲାର ପରୀକୁ । ଶେଷରେ କରେ ଅନୁତାପ । ଅଜଣା, ଅପରିଚିତ, ଅଦେଖା ପରୀ…

ଅଧିକ ପଢ଼ନ୍ତୁ
Odia Poem Path Padhi Jimi Muin (ପାଠ୍ ପଢ଼ି ଯିମିଁ ମୁଇଁ) by Satyanarayan Padhan

ପାଠ୍ ପଢ଼ି ଯିମିଁ ମୁଇଁ

ନାଇଁଯାଏଁ ଆରୁ ମୁଇଁ ଦାଦନ୍ ଖଟି କାମ୍ ନାଇଁକରେଁ କାର୍ ଇଟାଭାଟି ସଜେଇ ଦେ ମାଁ ତୁଇ, ଇସ୍କୁଲେ ନେଇ ଛାଡ଼ି ଆଇବୁ ଚାଲ୍ ପାଠ୍ ପଢ଼ି ଯିମିଁ ମୁଇଁ ।୧। ସାହୁକାର୍ ପିଟେ ତେଁତେଲ୍ ବାଡ଼ି ଦିହିଁଗୁଟା ଲୁଲାହ୍ ଯାଉଛେ ପଡ଼ି ଆହା ପଦେ କହେ ନାଇଁ, ଦୁଇ ଅକ୍ଷର୍ ଶିକ୍ଷି ବୁଧିଫନ୍ଦା କରମି ପାଠ୍ ପଢ଼ି ଯିମିଁ ମୁଇଁ ।୨। ଗରିବ୍ ଛୁଆକୁ, ସରକାର୍ ଜାନିଁ ଯୁଗେଇ ଦେଉଛେ ବହି-ବସ୍ତାନି କିଛି ଘିନା ପଡ଼େ…

ଅଧିକ ପଢ଼ନ୍ତୁ