Read more about the article ଏ କି ଅବିଚାର
Odia Poem E Ki Abichara (ଏ କି ଅବିଚାର) by Alekha Meher

ଏ କି ଅବିଚାର

ନାସ୍ତିକ କରଇ ସୁଖେ ଅଟ୍ଟହାସ୍ୟ ଆସ୍ତିକ ନୟନେ ଲୁହ, ଜୀବନଟା ସାରା ଦୁଃଖର ଅଙ୍ଗାର ହୃଦୟରେ ଭରା କୋହ । ନିଃଶବ୍ଦ ସାଧନା ନିଃସ୍ୱାର୍ଥ ଭାବନା ତିରସ୍କାର ପାଇଁ ସାର, ସୁଦ୍ଧ ପେୟନୀରେ ପୋକ ପକାଇଲେ ହୁଅଇ ସିନା ଅମର ।…

Continue Readingଏ କି ଅବିଚାର
Read more about the article ଲମ୍ପଟ ପୁରୁଷ
Odia Poem Lampata Purusha (ଲମ୍ପଟ ପୁରୁଷ) by Jayashree Patra

ଲମ୍ପଟ ପୁରୁଷ

ହଠାତ ଆଜି କାଇଁ ମନେପଡ଼ିଗଲ ମୋର ଏଇ ଦରସିଝା ସ୍ମୃତିପଟ୍ଟରେ? କ'ଣ ପୁଣିଥରେ ଉଦୁଉଦିଆ ଖାରବେଳଟାରେ କାଳବୈଶାଖୀର ଆଗମନ ପରି ମୋର ଏଇ ରୂପେଲି ଜୀବନରେ ପୁଣିଥରେ ଝଡ଼ ଆଣିବାକୁ? ଚାଲି ଯାଇଥିଲ ପ୍ରେମିକ ସାଜି ସବୁକିଛି ଭାଙ୍ଗି ଚୁରମାର ପରେ…

Continue Readingଲମ୍ପଟ ପୁରୁଷ
Read more about the article କରନାହିଁ ପ୍ରଭୁ କପଟ
Odia Bhajan Karanai Prabhu Kapata (କରନାହିଁ ପ୍ରଭୁ କପଟ) by Jharana Rout

କରନାହିଁ ପ୍ରଭୁ କପଟ

ସହି ହେଉନାହିଁ ଦୁନିଆର ଦୁଃଖ କେମିତି ସହିବି କୁହ, ସବୁଠି ଖାଲି ହୃଦୟଭରା ଲୁହ କାହା ମୁହେଁ ନାଁହି ହସ ॥ ମା'ଠାରୁ ପୁତ୍ରକୁ ଛଡ଼ାଇ ନେଉଛ କେମିତି ସହିବ ମା, ପିଲାଠାରୁ ପିତାମାତାଙ୍କୁ ଛଡ଼ାଇ କି ଖୁସି ପାଉଛ କୁହ…

Continue Readingକରନାହିଁ ପ୍ରଭୁ କପଟ
Read more about the article ଆକାଶ ଓ ପୃଥିବୀ
Odia Poem Akasha o Pruthibi (ଆକାଶ ଓ ପୃଥିବୀ) by Annapurna Dhal

ଆକାଶ ଓ ପୃଥିବୀ

ଅନନ୍ତ ଦୂରତା ଦୁହିଙ୍କ ମଧ୍ୟରେ ତଥାପି ନିବିଡ଼ ପ୍ରେମ, ଏତେ ଅତ୍ମୀୟତା କିପରି ସମ୍ଭବ ମନେ ଜାଗିଉଠେ ଭ୍ରମ !! କାହିଁ ସେ ଆକାଶ କେଉଁଠି ପୃଥିବୀ ମଝିରେ ଦୂରତା ଯେତେ, ଅମର ଶାଶ୍ୱତ ପ୍ରେମ ନିକଟରେ ଦୂରତାର ଶକ୍ତି କେତେ?…

Continue Readingଆକାଶ ଓ ପୃଥିବୀ
Read more about the article ✍ ଉନତ୍ରିଂଶ ସମ୍ପାଦକୀୟ
Editorial Page of Shubhapallaba 29th Edition

✍ ଉନତ୍ରିଂଶ ସମ୍ପାଦକୀୟ

ଦେଶ ଧୀରେ ଧୀରେ ମୁକୁଳୁଥିଲା ପ୍ରଥମ ଲହରର ବନ୍ଧନରୁ; ସାଧାରଣ ହେବାକୁ ଲାଗୁଥିଲା ଜୀବନ ଜୀବିକା । କଟକଣାରେ ଭୁଶୁଡି ପଡ଼ିଥିବା ଅର୍ଥନୀତି ଅଣ୍ଟା ସଳଖୁଥିଲା, ଚଳ ଚଞ୍ଚଳ ହେଉଥିଲା ରାସ୍ତାଘାଟ, ଦୋକାନ ବଜାର । ଲାଗୁଥିଲା ସତେ ଯେମିତି ଆମେ…

Continue Reading✍ ଉନତ୍ରିଂଶ ସମ୍ପାଦକୀୟ