Odia Poem Shabara Koha (ଶବର କୋହ) by Sunita Patel

ଶବର କୋହ

ଚାରିକାନ୍ଧରେ ଶ୍ମଶାନ ଯିବା ପାଇଁ ଶବ ଜଗିଛି ହେଲେ ଜିଅନ୍ତା ମଣିଷ ଆଜି ଶବ ପାଲଟିଛି । ନିଜ ଜନମ ଭୂଇଁରେ ମିଶିଯିବା ପାଇଁ ଶବ ଆଜି ଝୁରୁଛି ହେଲେ ଗାଁ ଶ୍ମଶାନ ଆଜି ଶବ ପାଲଟିଛି । ଆଜି ଶବ ରାମ ନାମ ସତ ନାଁ ହରି ନାମ ସତ ପଚାରୁଛି, ହେଲେ ବିଜ୍ଞ ମଣିଷ ଉତ୍ତର ଜାଣି ବି ମୁକ ପାଲଟିଛି । ଶବ ଥିବା ଘର ଆଜି ଶୁନ୍‌ଶାନ୍ ହେଇଯାଇଛି ମଶାଣିର ପଥ…

ଅଧିକ ପଢ଼ନ୍ତୁ
Odia Poem Michha Prema (ମିଛ ପ୍ରେମ) by Susmita Bavi

ମିଛ ପ୍ରେମ

ପ୍ରେମର ମାନେ ଆଜି ସାଜିଛି ଛଳନା ଛଳନା ଭିତରେ ହଜି ଯାଇଛି ଭାବନା । ଅଢ଼େଇ ଅକ୍ଷର ପ୍ରେମ ସାକ୍ଷାତ ଇଶ୍ୱର ଇଶ୍ୱର ବଦଳରେ ଆଜି ସାଜିଲା ପଥର । ମନ ସାଥେ ମନ ମିଶି ହୋଇଯାଏ ପ୍ରେମ ସେହି ପ୍ରେମ ଆଜି ନେଉଛି କାହାର ଜୀବନ । ମିଛ ମାୟା ସଂସାରରେ ସବୁ ତ ଛଳନା ପ୍ରେମ ବି ସାଜିଲା ଆଜି ମାଟିର ଖେଳନା । ଖେଳଣାରେ ଖେଳୁ ଖେଳୁ ସରିଯାଏ ଦିନ ପ୍ରେମ କଲେ…

ଅଧିକ ପଢ଼ନ୍ତୁ
Odia Poem Sandehi Priyatama (ସନ୍ଦେହୀ ପ୍ରିୟତମା) by Rashmibala Satapathy

ସନ୍ଦେହୀ ପ୍ରିୟତମା

ପ୍ରିୟତମା ମୋର ଭାରି ଅଭିମାନୀ କଥା କଥାରେ ଋଷି ବସିଯାଏ, ସନ୍ଦେହୀ ମାନିନୀ ଅଭିମାନ କରି ମୋ ମନେ ନିଆଁ ଲଗାଏ । ପ୍ରିୟା ଗୋ ତୁମ ହଂସିନୀ ଆଖି ଗୋଲାପ ପରି ଲାଲ୍ ଦିଶେ, ଚପଳାର ଚମକ ପରି ତୁମ ମୁହଁ ପୂର୍ଣ୍ଣମୀର ଚନ୍ଦ୍ରମା ପରି ଦିଶେ । ପ୍ରେମର ସ୍ଵଭାବ ସନ୍ଦେହ କରିବା ତମେ ବା ବାଦ୍ କେମିତି ଦେବ, ବିଶ୍ୱାସ ଡୋରେ ସମ୍ପର୍କ ବନ୍ଧା ଏ କଥାଟିକୁ ଭୁଲି ନ ଯିବ ।…

ଅଧିକ ପଢ଼ନ୍ତୁ
Bhasa, Sahitya O Sanskruti (ଭାଷା, ସାହିତ୍ୟ ଓ ସଂସ୍କୃତି) by Bijaylaxmi Dash

ଭାଷା, ସାହିତ୍ୟ ଓ ସଂସ୍କୃତି

ଭାଷା, ସାହିତ୍ୟ ଓ ସଂସ୍କୃତି – ତିନିଗୋଟି ଭିନ୍ନଭିନ୍ନ ପରିଧିରେ ଅବସ୍ଥାନ କରୁଥିଲେ ମଧ୍ୟ ଏମାନଙ୍କ ଭିତରେ ଏକ ଅନ୍ତଃର୍ନିହିତ ଯୋଡ଼ଣ ରହିଛି । ପ୍ରଥମେ ଆମେ ଭାଷା କଥା କହିବା । ଆମ ଭାଷା ପ୍ରାଚୀନତମ ଭାଷା । ଅତୀତରେ ଆମ ଭାଷାକୁ ଉଡ଼୍ର ଭାଷା କୁହାଯାଉଥିଲା । ପରବର୍ତ୍ତୀ ସମୟରେ ଏହାକୁ କାଳିଙ୍ଗୀପ୍ରାକୃତ କୁହାଗଲା । ଦଶମ / ଏକାଦଶ ଶତାବ୍ଦୀରୁ ଆମ ଭାଷା ଲୋକମୁଖରେ ପ୍ରଚଳିତ ହେଲା । ପଞ୍ଚଦଶ ଶତାବ୍ଦୀରେ ପୁରାଣକାର…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 27th Edition

✍ ସପ୍ତବିଂଶ ସମ୍ପାଦକୀୟ

ଚାରିଆଡ଼େ ବୈଶ୍ୱିକ ମହାମାରୀର ବିଭତ୍ସ ରୂପ । ଅସହାୟ ମାନବ ସମାଜ ଆଜି ଭୀତ; ତ୍ରସ୍ତ । ହାହାକାରର ଅଦୃଶ୍ୟ ପରଦାଟିଏ ଢାଙ୍କିହୋଇଛି ବାତାବରଣରେ । ବଞ୍ଚିବାକୁ ସଂଘର୍ଷ କରୁଥିବା ମନୁଷ୍ୟର ଜୀବନ ଓ ଜୀବିକା ଦୁର୍ବିସହ । ଲାଚାର ଜୀବନ ଶୁଷ୍କ ପୁଷ୍ପ ପରି ଝଡ଼ି ପଡ଼ୁଛନ୍ତି ସମୟ ଅସମୟରେ । ହଜାର ହଜାର ପରିବାର ଆଜି ଅନାଥ; ମୁରବି ବିହୀନ । ଅଦୃଶ୍ୟ ଆତଙ୍କଟିଏ ଅଙ୍ଗୁଳି ଦେଖାଇ ସତେ ଯେପରି ବିଦ୍ରୁପ କରୁଛି ତା’…

ଅଧିକ ପଢ଼ନ୍ତୁ