Read more about the article ଶବ୍ଦ
Odia Poem Shabda (ଶବ୍ଦ) by Ganeswar Mohanty

ଶବ୍ଦ

ସୁଖ ଆଉ ଦୁଃଖକୁ ମିଶାଇ ଦେଖିଲି ମୋତେ ଏକାପରି ଲାଗିଲା ହସ ଭିତରେ କାନ୍ଦ, କାନ୍ଦ ଭିତରେ ହସକୁ ଖୋଜିବାପାଇଁ ଚେଷ୍ଟାକଲି ଶେଷରେ ମିଳିଗଲା । ମୁଁ ଜାଣିବାକୁ ସେଇଦିନ ପାଇଲି ଯୋଉଦିନ ଅସଂଖ୍ୟ ଲୁହର ବୁନ୍ଦା ଭିତରେ ମୋ ଅସୀମିତ…

Continue Readingଶବ୍ଦ
Read more about the article ପ୍ରକାଶର ଚେତନା
Odia Poem Prakashara Chetana (ପ୍ରକାଶର ଚେତନା) by Smrutiranjan Barik

ପ୍ରକାଶର ଚେତନା

ଗଗନର ଗର୍ଭଚିରି ପ୍ରବେଶିଲା ଶକ୍ତି, ଚତୁଃପାର୍ଶ୍ଵେ ଗୁରୁଣ୍ଡିଲା ନପାଇଲା ମତି । ନିଶାରେ ଅନ୍ଧକାର ମତୁଆଲା ହୋଇ, ବିକଟାଳ ରୂପ ତା'ର ଘାରିଥିଲା ଭୂଇଁ । ନିଃସଙ୍ଗ, ଭୟଭୀତ ହେଲା ଯେ ଶକ୍ତି, ନପାଇ ସଖୀ ତା'ର ଥରିଥିଲା ଛାତି ।…

Continue Readingପ୍ରକାଶର ଚେତନା
Read more about the article ସାହା ହୁଅ ରାମଚଣ୍ଡୀ
Odia Poem Saha Hua Rama Chandi (ସାହା ହୁଅ ରାମଚଣ୍ଡୀ) by Satyanarayan Padhan

ସାହା ହୁଅ ରାମଚଣ୍ଡୀ

କୁଢ଼ କୁଢ଼ ମଡ଼ ଶ୍ମଶାନରେ ଭିଡ଼ ପୋଡ଼ିବାକୁ ଜାଗା ନାହିଁ, ପୁଅ ମଡ଼ ବାପ ବୋହିଛି କାନ୍ଧରେ ହୃଦୟ ବିଦାରୁ ଥାଇ ।୧। ମାଆ କାନ୍ଦୁଥାଏ ପୁଅ ମଲା ବୋଲି କ୍ଷଣିକେ ମରେ ତା' ପତି, କେଉଁଠୁ ଆସିଲା ଏ ଦୁଷ୍ଟ…

Continue Readingସାହା ହୁଅ ରାମଚଣ୍ଡୀ
Read more about the article ନିରବ ନିହାଣ
Odia Poem Niraba Nihana (ନିରବ ନିହାଣ) by Dinabandhu Bej

ନିରବ ନିହାଣ

ଦ୍ଵିତୀୟ କୋଣାର୍କ ଗଢ଼ିବା ଆସ୍ପର୍ଦ୍ଧା କରିଥିଲ ହେ ଶିଳ୍ପୀଗୁରୁ ରଘୁନାଥ, ଶିଳ୍ପୀ କୂଳର ଚନ୍ଦ୍ରଉଦିଆ ହୋଇ କଳାଭାସ୍କର୍ଯ୍ୟ କରିବାକୁ ରୁଦ୍ଧିମନ୍ତ । ତୁମ ଉଦୟର ପୂର୍ବ ଦିଗର ଆଭା ଝଟକିଲା ମୁକୁତା ସମାନ ହୋଇ, ତୁମ ନିଖୁଣ ନିହାଣ ମୂନର କଳା…

Continue Readingନିରବ ନିହାଣ
Read more about the article ଅବୈଧ ସମ୍ପର୍କ
Odia Story Abaidha Samparka (ଅବୈଧ ସମ୍ପର୍କ) by Swatismita Barik

ଅବୈଧ ସମ୍ପର୍କ

ବାପା ଆଉ ବୋଉଙ୍କ ସମ୍ପର୍କର ବୈଧତା ବୋଧେ ମୋ ଜନ୍ମ ଯାଏ ଥିଲା । ନହେଲେ ବାପା କାହିଁକି ମୋତେ ଆଉ ବୋଉକୁ ଏକା କରି ଚାଲି ଯାଇଥାନ୍ତେ ! ଏମିତି କିଛି ବସି ଭାବୁଥାଏ ସମିତା । ସମିତା ଏବେ…

Continue Readingଅବୈଧ ସମ୍ପର୍କ