Odia Poem Tame (ତମେ) by Kanhu Charan Sahu

ତମେ

ତମେ ସିନା ବୁଝିପାରନି ମୋତେ, ମୋ ଭାବନାକୁ ହେଲେ କେବଳ ତମେ ହିଁ ଥାଅ ମୋ ଭିତରେ, ମୋ ସ୍ପନ୍ଦନେ । ଯେତେବେଳେ ଦୁଇଆଖି ଚାହିଁରହେ କାହାକୁ ସେହି କାହାକୁ ହିଁ ତମେ ଯେତେବେଳେ ହୃଦୟ ଖୋଜେ ଆଉ ଗୋଟେ ହୃଦୟକୁ ସେହି ହୃଦୟ ହିଁ ତମର ଥାଏ । ବୁଝିପାରନି ତମେ ମୋ’ ହୃଦୟର ଅକୁହା ଆବେଗ ଅନେକ ଥର କହିଲା ପରେ ସହି ପାରେନି ଏ ହୃଦୟ ଆପଣାର ମଣିଷ କାହାକୁ ଯେବେ କରିନିଏ…

ଅଧିକ ପଢ଼ନ୍ତୁ
Odia Poem Jibana Kshana Kshanake Ana (ଜୀବନ କ୍ଷଣ କ୍ଷଣକେ ଆନ) by Dibyashree Biswabandya Jena

ଜୀବନ କ୍ଷଣ କ୍ଷଣକେ ଆନ

ନା ତୁ କେବେ କହିଲୁ ନା ମୁଁ କହି ପାରିଲି ତୋ’ ପାଦ ବି ଅଟକିଗଲା ଆଉ ମୋ’ର ବି ବାନ୍ଧି ହେଇଗଲା କଥାଟା କହି ଦେଇଥିଲେ ତ ସରି ଯାଇଥାନ୍ତା କିନ୍ତୁ ନା ତୁ ଆରମ୍ଭ କରି ପାରିଲୁ ନା ମୁଁ ଶେଷ କରି ପାରିଲି ତୁ ତୋ’ ବାଟରେ ଚାଲିଗଲୁ ଆଉ ମୁଁ ମୋ’ ବାଟରେ ଦୁଇଟି ସମାନ୍ତରାଳ ରାସ୍ତାରେ ଏମିତି ଛୋଟ ଛୋଟ କଥାରେ, ମନ ମାରି ବସିଲେ ମନେଇବ କିଏ? ଜୀବନ…

ଅଧିକ ପଢ଼ନ୍ତୁ
Odia Story Agalpa (ଅଗଳ୍ପ) by Madhabi Madhusmita Bhanjadeo

ଅଗଳ୍ପ

ଆସନ୍ତାକାଲି ଠାରୁ ତାଲା ବନ୍ଦ ହେବ ୭ଟି ଜିଲ୍ଲାରେ । – କ’ଣ? ସତରେ ! – ହଁ ପରା । ରାଜ୍ୟରେ ପ୍ରଥମ କୋରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଘୋଷଣା । ଧାରା ୧୪୪ ଲାଗିବ ୭ଟି ଜିଲ୍ଲାରେ । – ତା’ ମାନେ ସବୁ ଯିବା ଆସିବା ପରିବହନ ବନ୍ଦ କାଲିଠାରୁ? ତା’ ମାନେ ମୁଁ ଆଉ ଆସିପାରିବିନି ତ ଏଠିକୁ !? – ହଁ ଭଲ ହେବ ।…

ଅଧିକ ପଢ଼ନ୍ତୁ
Odia Poem Jamijaithiba Baraf Samparkare (ଜମି ଯାଇଥିବା ବରଫ ସମ୍ପର୍କରେ) by Mrutyunjay Patra

ଜମି ଯାଇଥିବା ବରଫ ସମ୍ପର୍କରେ

ସେଦିନ ଶୀତ ଶେଷେ ଗୋଧୂଳି ବେଳାରେ ତୁମେ ଆଉ ମୁଁ ପାଖାପାଖି ଚାଲୁଥିଲୁ କୁଶେଇ ନଦୀ କୂଳେ କୂଳେ ପଉଷର ପୂନେଇ ମେଳାରେ । ଡେଙ୍ଗା ତାଳଗଛ ଦେଖାଇ ତମେ କହିଥିଲ ଏଇ ଦେଖ, ପବନରେ କେମିତି ଦୋହଲୁଛି ବାଇଚଢ଼େଇ ବସା; ଭିତରେ ଟିକି ଚଢ଼େଇଟା ଚାହିଁ ବସିଥିବ ବସା ଲେଉଟାଣି ବେଳ ମା’ ଚଢ଼େଇଟା ଆହାର ଆଣିବ । ତୁମେ ଗଲା ପରେ ବହୁଦିନୁ ନଈକୂଳେ ଯାଇନାହିଁ, ପଉଷଟା କେବେ ଆସେ କେବେ ଯାଏ ଜାଣିପାରେ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 18th Edition

✍ ଅଷ୍ଟାଦଶ ସମ୍ପାଦକୀୟ

ଗୁଶବ୍ଦତ୍ସ୍ଵନ୍ଧକାରଃ ସ୍ୟାତ୍ ରୁଶବ୍ଦସ୍ତନ୍ନିରୋଧକଃ । ଅନ୍ଧକାରନିରୋଧିତ୍ୱାତ୍ ଗୁରୁରିତ୍ୟଭିଧୀୟତେ ॥ (ଅଦ୍ୱୟତାରକ ଉପନିଷଦ – ୧୬) ‘ଗୁ’ ଶବ୍ଦର ଅର୍ଥ ଅନ୍ଧକାର, ‘ରୁ’ ଶବ୍ଦର ଅର୍ଥ ନିରୋଧକ । ଅର୍ଥାତ ଅନ୍ଧକାରକୁ ଦୂର କରିପାରିବାର କ୍ଷମତା ରଖୁଥିବାରୁ ସେ ଗୁରୁ । ଜନ୍ମଠାରୁ ମୃତ୍ୟୁ । ଜୀବନର ପ୍ରବାହରେ ଭାସିଗଲା ବେଳେ ଆବଶ୍ୟକ ହୁଏ ପଥ ପ୍ରଦର୍ଶକର । ଅଜ୍ଞାନ ତିମିର ମଧ୍ୟରୁ ଆଲୋକର ବହ୍ନି ଜଳାଇ ଆମକୁ ହାତଧରି ଯିଏ ବାଟ କଢ଼ାଇ ନିଅନ୍ତି ସେ ଗୁରୁ…

ଅଧିକ ପଢ଼ନ୍ତୁ